Advertisment
Latest Posts
Advertisment
ରାଜ୍ୟ
‘ବିକାଶ ବାହନ’ ରଥର ଶୁଭାରମ୍ଭ
ଘୁ.ଉଦୟଗିରି ବ୍ଲକ ପରିସରରେ ରାଜ୍ୟ ସରକାରଙ୍କ ଏକ ବର୍ଷ ଶାସନ କାଳରେ ବହୁ ବିବିଧ ଲୋକାଭିମୁଖୀ ଯୋଜନା ଓ ଜନସାଧାରଣଙ୍କ ମଧ୍ୟରେ ଏହାର ସନ୍ଦେଶ ଓ କାର୍ଯ୍ୟକାରିତା ଉପଲବ୍ଧ କରେଇବା ପରିପ୍ରେକ୍ଷୀରେ ‘ବିକାଶ ବାହନ’ ରଥ ଗଡ଼ିଛି।
ଜିଲ୍ଲା
ଲୁଟି ନେଲେ ୧୦୫ ଭରି ସୁନା ଅଳଙ୍କାର
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଆରଡ଼ିଛକ କେନାଲ ରୋଡ଼ଠାରେ ବଡ ଧରଣର ଚୋରି ହୋଇଛି। ଦୁଇଟି ଭଡ଼ା ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ଗୋଟିଏ ଘରୁ ୮୦ ଭରି ଅନ୍ୟ ଏକ ଘରୁ ୨୫ ଭରି ସୁନା ଲୁଟ ହୋଇଛି....
ଖେଳ
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ; ସମସ୍ତ ଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି ପଠାନ
ଗୁଜୁରାଟର ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ଏଆଇ-୧୭୧ ବିମାନ ଦୁର୍ଘଟଣାଗ୍ରସ୍ତ। ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି।
ରାଜନୀତି
ଯେଉଁମାନେ ଏବେ ଆନ୍ଦୋଳନ କରୁଛନ୍ତି, ସେମାନେ ସେତେବେଳେ କୁଆଡ଼େ ଥିଲେ?
ନୂଆ ସରକାରଙ୍କ ବର୍ଷ ପୂର୍ତ୍ତି ପାଳନକୁ କାଉଣ୍ଟର୍ କରିଛି ବିଜୁ ଜନତା ଦଳ (ବିଜେଡି)। ସରକାରଙ୍କ ବର୍ଷ ପୂର୍ତ୍ତି ମାଷ୍ଟର କ୍ୟାଣ୍ଟିନରେ ବିଜେଡ଼ି ତରଫରୁ ପାଳନକୁ ଜୋରଦାର୍ ପ୍ରତିବାଦ କରଯାଉଛି। ଯାହାର ଜବାବ ଦେଇଛନ୍ତି ପଞ୍ଜାୟତରାଜ୍ ମନ୍ତ୍ରୀ।
ଅପରାଧ
ଇନ୍ଦୋର ହତ୍ୟା ଘଟଣାର ବଡ଼ ଖୁଲାସା: ହତ୍ୟାକାରୀଙ୍କୁ ଟଙ୍କା ପଠାଇଥିଲେ ସୋନମଙ୍କ ଭାଇ !
ଦେଶ- ବିଦେଶ | Latest | ଅପରାଧ