Advertisment
Latest Posts
Advertisment
ରାଜ୍ୟ
ଲଘୁଚାପ କ୍ଷେତ୍ର ଏବେ ଅସ୍ପଷ୍ଟ, ୨ରୁ ବଢ଼ିବ ତାତି
ଉତ୍ତର-ପୂର୍ବ ଆସାମ ଓ ଆଖପାଖ ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ର ଏବେ ଅସ୍ପଷ୍ଟ ହେବାରେ ଲାଗିଛି। ତଥାପି ସମ୍ପୃକ୍ତ ଘୂର୍ଣ୍ଣିବଳୟ ସେହି ଅଞ୍ଚଳରେ ଉପରେ ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଉତ୍ତର ସୀମା ମୁମ୍ବାଇ, ଭବାନୀପାଟଣା, ପୁରୀ, ସ୍ୟାଣ୍ଡ୍ହେଡ୍ ଦ୍ବୀପ ଦେଇ ଗତି କରୁଛି।
ଜିଲ୍ଲା
ହାର୍ଡକୋର ମାଓବାଦୀ କୁଞ୍ଜାମ ହିଡ଼ମା ଗିରଫ: ଅସ୍ତ୍ରଶସ୍ତ୍ର ଜବତ
ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ବିରୋଧରେ ଲଢ଼େଇରେ ଏକ ବଡ଼ ସଫଳତା ସ୍ୱରୂପ, ସୁରକ୍ଷା ବାହିନୀ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଜଣେ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛନ୍ତି...
ଖେଳ
ଏମିତି ହେଲେ ଜୁନ ୩ ନୁହେଁ ୪ ରେ ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ
ମୂଳ କାର୍ଯ୍ୟସୂଚୀ ଅନୁଯାୟୀ, ଆଇପିଏଲ ୨୦୨୫ର ଫାଇନାଲ୍ ଜୁନ୍ ୩ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାକୁ ଅଛି। ଯଦି ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ମ୍ୟାଚ୍ ବାତିଲ ଘୋଷଣା କରାଯାଏ, ତେବେ ଫାଇନାଲ୍ ମ୍ୟାଚ୍ ଜୁନ୍ ୪ରେ ଅନୁଷ୍ଠିତ ହେବ।
ରାଜନୀତି
୧୧ ବର୍ଷ ଧରି ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଜାରି: ଅପରେସନ ସିନ୍ଦୁର ନେଇ ସିଡିଏସ୍ଙ୍କ ମନ୍ତବ୍ୟ ପରେ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ଟାର୍ଗେଟ
ଅପରେସନ ସିନ୍ଦୁର ନେଇ ସିଡିଏସ୍ ଜେନେରାଲ ଅନିଲ ଚୌହାନଙ୍କ ମନ୍ତବ୍ୟ ପରେ, କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଦାବି କରିଛି ଏବଂ ସରକାର ୧୧ ବର୍ଷ ଧରି ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିବା ଅଭିଯୋଗ କରିଛି...
ଅପରାଧ
ରାଜଧାନୀରେ ୪ ରାଉଣ୍ଡ ଗୁଳି ଫୁଟାଇ ଭୟଭୀତ କଲା ଦୁର୍ବୃତ୍ତ
ରାଜଧାନୀ ଭୁବନେଶ୍ବରରେ ଶନିବାର ରାତିରେ ଗୁଳିମାଡ଼ ଘଟିଛି। ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ପିତାପଲ୍ଲୀ ନିକଟରେ ଏହି ଗୁଳିମାଡ଼ ହୋଇଛି। ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଛାନ୍ଭିନ୍ କରୁଛି।
ମନୋରଞ୍ଜନ
ପୁଣି ଦର୍ଶକ ଦେଖିବେ 'ଚକ୍ରବର୍ତ୍ତୀ ସମ୍ରାଟ ପୃଥ୍ୱୀରାଜ ଚୌହାନ'
ଦର୍ଶକମାନେ 'ଚକ୍ରବର୍ତ୍ତୀ ସମ୍ରାଟ ପୃଥ୍ୱୀରାଜ ଚୌହାନ' ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଧାରାବାହିକ କେବଳ ଇତିହାସ କହିବ ନାହିଁ ବରଂ ପୁଣିଥରେ ପରଦାରେ ଇତିହାସକୁ ଜୀବନ୍ତ କରିବ।