Advertisment
Latest Posts
Advertisment
ଜିଲ୍ଲା
Officer Inspects Farms: ଧାନଚାଷରେ ଚକଡା ରୋଗର ନିୟନ୍ତ୍ରଣ ପାଇଁ ବିଲ ପରିଦର୍ଶନ କଲେ ଜିଲ୍ଲା କୃଷି ଅଧିକାରୀ
ଆଜି ସକାଳ ୯ଟାରେ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀ ଲାଲ ବିହାରୀ ମଲ୍ଲିକ ହଠାତ ବାଲିଶଙ୍କରା ବ୍ଲକ କୃଷି ପରାମର୍ଶ ଅଫିସକୁ ପହଞ୍ଚି ଅଂଚଳର ବିଭିନ୍ନ ଗ୍ରାମକୁ ଯାଇ ବିଲଗୁଡିକ ପରିଦର୍ଶନ କରିଥିଲେ।
Gallery
ଦୋଷୀ ଉପଯୁକ୍ତ ଦଣ୍ଡ ପାଇବାରେ ପୁଲିସର ମୁଖ୍ୟ ଭୂମିକା ରହିଛି: ଡ଼ିଜିପି
ରାଜ୍ୟ ପୁଲିସ ବାହିନୀରେ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପାହ୍ୟା ପର୍ଯ୍ୟନ୍ତ କର୍ମଚାରୀଙ୍କର ବୃତ୍ତିଗତ ସ୍ତରରେ ଦକ୍ଷତା ବୃଦ୍ଧି ଲାଗି କଟକସ୍ଥିତ ରିଜର୍ଭ ପୁଲିସ ଗ୍ରାଉଣ୍ଡ ପରିସରରେ ୭୦ ତମ ବୃତ୍ତିଗତ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି....
ବାଣିଜ୍ୟ
GST 2.0 Impact : ସେପ୍ଟେମ୍ବରରେ ଚମକିଲା ଅଟୋମୋବାଇଲ ବଜାର
ଜିଏସଟି ୨.୦ ଲାଗୁ ହେବା ପରଠାରୁ କାର, ବାଇକ୍ ଏବଂ ରିକ୍ସାର ବିକ୍ରୟରେ ଐତିହାସିକ ବୃଦ୍ଧି ଘଟିଛି। ପାର୍ବଣ ଋତୁ ଆରମ୍ଭ, ନୂତନ ଜିଏସଟି ହାରର ଲାଭ ଏବଂ ଗ୍ରାହକ କ୍ରୟ ବୃଦ୍ଧି ସମଗ୍ର କ୍ଷେତ୍ରକୁ ପ୍ରୋତ୍ସାହିତ କରିଛି।
ଅପରାଧ
Engineeringcollege Student Raped: ସାଙ୍ଗକଥାରେ ବିଶ୍ବାସ କରି ଦୁଷ୍କର୍ମର ଶିକାର ହେଲେ ଇଞ୍ଜିନିୟରିଂ ଛାତ୍ରୀ
ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ବେଙ୍ଗାଲୁରୁର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଘଟଣା ଆଲୋଡ଼ ଖେଳାଇ ଦେଇଛି।
ମନୋରଞ୍ଜନ
ଯିଏ ଯିବାକୁ ଚାହୁଁଛି ତାକୁ ଯିବାକୁ ଦିଅ ! ପଙ୍କଜ ଧୀର୍ଙ୍କ ମୃତ୍ୟୁ ପୂର୍ବରୁ ଏଭଳି ପୋଷ୍ଟ କରିଥିଲେ ପୁଅ
ମହାଭାରତରେ କର୍ଣ୍ଣ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନରେ ଅଭୁଲା ଛାପ ଛାଡିଥିବା ବରିଷ୍ଠ ଅଭିନେତା ପଙ୍କଜ ଧୀର୍ଙ୍କର ବୁଧବାର ଦିନ ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ, ତାଙ୍କ ପୁଅ ନିକିତିନ ଧୀର୍ କରିଥିବା ଇନଷ୍ଟାଗ୍ରାମ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପୁନଶ୍ଚ ପୃଥିବୀ
କୋଇଲାକୁ ପଛରେ ପକାଇଛି ନବୀକରଣଯୋଗ୍ୟ ଶକ୍ତି
ପ୍ରଥମ ଥର ପାଇଁ ବିଶ୍ୱ ସ୍ତରରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ସୌରଶକ୍ତି ଓ ପବନଶକ୍ତି, କୋଇଲାକୁ ପଛରେ ପକାଇ ଦେଇଛି। ଏହି ମାଇଲଖୁଣ୍ଟ ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢ଼େଇକୁ ତ୍ବରାନ୍ବିତ କରିଛି।