ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

କ୍ରେଡିଟ୍ କାର୍ଡ ବ୍ୟୟରେ ରେକର୍ଡ

ଭୁବନେଶ୍ବର: ଦେଶରେ କ୍ରେଡିଟ୍‌ କାର୍ଡ ବ୍ୟବହାର ବୃଦ୍ଧି ପାଉଛି। ମେ’ରେ କ୍ରେଡିଟ୍‌ କାର୍ଡ ଜରିଆରେ ରେକର୍ଡ ୧.୪ଲକ୍ଷ କୋଟି ଟଙ୍କାର କାରବାର ହୋଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡ଼ିଛି। ୨୦୨୨-୨୩ରେ କ୍ରେଡିଟ୍‌ କାର୍ଡରେ ଖର୍ଚ୍ଚ ଏକପ୍ରକାର ସ୍ଥିର ଥିଲା। ଚଳିତ ବର୍ଷ…
ଅଧିକ ଖବର ଦେଖନ୍ତୁ...

କ୍ଷତିରେ ଚାଲୁଛି ଟ୍ବିଟର: ମସ୍କ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ସଂସ୍ଥା ଟ୍ବିଟର କ୍ଷତିରେ ଚାଲୁଛି। ଏହାର ନୂଆ ମାଲିକ ତଥା ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କ କହିଛନ୍ତି ଯେ କଂପାନିର ନଗଦ ପ୍ରବାହ ବିଯୁକ୍ତାତ୍ମକ ରହିଛି। ବିଜ୍ଞାପନ ରାଜସ୍ବ ୫୦ ପ୍ରତିଶତ ହ୍ରାସ ପାଇଛି। କଂପାନି ଖାତାରେ ଋଣ ଭାଗ ଅଧିକ ରହିଛି। କଂପାନିକୁ…
ଅଧିକ ଖବର ଦେଖନ୍ତୁ...

ଚିିଫ୍ ଅଭାବର ପ୍ରଭାବ: ଡିଏଲ୍‌, ଆର୍‌ସି ମିଳିବାରେ ବିଳମ୍ବ

ମୁମ୍ବାଇ: ଚିପ୍ ଅଭାବ କେବଳ ଗାଡ଼ି କଂପାନି ନୁହେଁ ପରିବହନ କ୍ଷେତ୍ରର ଅନ୍ୟ ଏକ ଦିଗକୁ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କରିଛି। ଚିପ୍ ଲାଗିଥିବା ସ୍ମାର୍ଟ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଓ ପଞ୍ଜୀକରଣ ସାର୍ଟିଫିକେଟ୍‌ (ଆର୍‌ସି) ଜାରି କରିବାରେ ବିଳମ୍ବ ହେଉଛି। ମହାରାଷ୍ଟ୍ର ରାଜ୍ୟ ସାରାରେ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ଲିଟର ପିଛା ୯ ଟଙ୍କା କମିଲା ପେଟ୍ରୋଲ ମୂଲ୍ୟ

ଲାହୋର: ପାକିସ୍ତାନର ଶାହବାଜ ସରିଫ ସରକାର ସାଧାରଣ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛନ୍ତି। ଦେଶରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯ ଟଙ୍କା ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ୍ ଦାର ଏହି ସୂଚନା ଦେଇ କହିଛନ୍ତି ଯେ ପାକିସ୍ତାନରେ ପେଟ୍ରୋଲର…
ଅଧିକ ଖବର ଦେଖନ୍ତୁ...

୬୮% ପରିବାର ଟମାଟୋ ଖାଇବା କମାଇ ଦେଇଛନ୍ତି

ନୂଆଦିଲ୍ଲୀ : ଦେଶରେ ଗତ କିଛି ଦିନ ହେଲା ଟମାଟୋ ଦର ବହୁ ଅଧିକ ହୋଇଯାଇଛି। କେତେକ ସ୍ଥାନରେ କିଲୋ ପିଛା ଟମାଟୋ ମୂଲ୍ୟ ୨୫୦ ଟଙ୍କା ଭଳି ସ୍ତରରେ ପହଞ୍ଚିଛି। ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିଛି। ଦେଶରେ ୬୮ ପ୍ରତିଶତ ପରିବାର ଟମାଟୋ ଖାଇବା କମ୍‌ କରିଦେଇଛନ୍ତି। ସେହିଭଳି ୧୪…
ଅଧିକ ଖବର ଦେଖନ୍ତୁ...

ଟମାଟୋ ବିକି ମହାରାଷ୍ଟ୍ରର କୃଷକ ମାସକରେ କୋଟିପତି

ପୁଣେ : ଦେଶରେ ଟମାଟୋ ଦର ଆକାଶଛୁଆଁ ହେବା ପରେ ମହାରାଷ୍ଟ୍ର ପୁଣେ ଜିଲ୍ଲାର ଜଣେ ଟମାଟୋ ଚାଷୀ ମାଲାମାଲ ହୋଇଯାଇଛନ୍ତି। ମାସକ ଭିତରେ ୧୩,୦୦୦ ପେଟି ଟମାଟୋ ବିକି ତୁକାରାମ ଭାଗୋଜି ଗାୟକଡ଼ ଓ ତାଙ୍କ ପରିବାର ଦେଢ଼କୋଟି ଟଙ୍କା ପାଇଛନ୍ତି। ତୁକାରାମଙ୍କର ୧୮ ଏକର କୃଷିଜମି ଅଛି ଏବଂ…
ଅଧିକ ଖବର ଦେଖନ୍ତୁ...

ନୂଆ ଆୟକର ବ୍ୟବସ୍ଥାକୁ ଅର୍ଥମନ୍ତ୍ରୀଙ୍କ ପ୍ରଶଂସା: ୭.୨୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଦେବାକୁ ହେବନି!

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ନୂଆ ଆୟକର ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଏଥିସହିତ ସେ କହିଛନ୍ତି ଉକ୍ତ ନୂଆ ଆୟକର ବ୍ୟବସ୍ଥାରେ ଲୋକଙ୍କୁ ୭.୨୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ପ୍ରକାର ଟିକସ ଦେବାର ଆବଶ୍ୟକତା ନାହିଁ। ନୂଆ ଆୟକର ବ୍ୟବସ୍ଥାକୁ ଆକର୍ଷଣୀୟ କରିବା…
ଅଧିକ ଖବର ଦେଖନ୍ତୁ...

ମାସକୁ ୫୦୦ କର୍ମଚାରୀ ନିଯୁକ୍ତି ଦେବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ଆଗାମୀ ଦିନରେ ମାସକୁ ୫୦୦ରୁ ଅଧିକ କ୍ରୁ ମେମ୍ବରଙ୍କୁ ନିଯୁକ୍ତି ପ୍ରଦାନ କରିବ। ଏୟାରଲାଇନ୍ସରେ ପ୍ରତିମାସରେ ୫୦୦ରୁ ଅଧିକ କ୍ରୁ ମେମ୍ବର ସାମିଲ ହେବେ। ଏଥିସହିତ କମ୍ପାନିର ନୂଆ ରୋଷ୍ଟରିଂ ପ୍ରକଳ୍ପ ଶୀଘ୍ର ଆରମ୍ଭ ହେବ। କମ୍ପାନି ମୁଖ୍ୟ କ୍ୟାମ୍ପବେଲ ୱିଲସନ ଏହା…
ଅଧିକ ଖବର ଦେଖନ୍ତୁ...

ଟାଟା ପାୱାର-ଆଇଜିଆଇଟି ସରାଙ୍ଗ ଏମଓୟୁ

ଭୁବନେଶ୍ୱର : ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ ପରିପ୍ରେକ୍ଷୀରେ ବିଦ୍ୟୁତ ଶକ୍ତି କ୍ଷେତ୍ରର ଉଦୀୟମାନ ଧାରା ଓ ପ୍ରଯୁକ୍ତି ଉପରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ କରିବା ପାଇଁ କଂପାନି ପକ୍ଷରୁ ଇନ୍ଦିରା ଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଜିଆଇଟି) ସହିତ ବୁଝାମଣାପତ୍ର…
ଅଧିକ ଖବର ଦେଖନ୍ତୁ...

ବିଦେଶୀ ମୁଦ୍ରା ଭଣ୍ଡାର ୫୯୬ ବିଲିଅନ ଡଲାର ଟପିଲା

ମୁମ୍ବାଇ : ଜୁଲାଇ ୭ରେ ଶେଷ ହୋଇଥିବା ସପ୍ତାହ ସୁଦ୍ଧା ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ୧.୨୨୯ ବିଲିଅନ ଡଲାର ବୃଦ୍ଧି ଘଟି ୫୯୬.୨୮ ବିଲିଅନ ଡଲାରରେ ପହଞ୍ଚିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏହା ଜଣାପଡ଼ିଛି। ଏହା ପୂର୍ବ ସପ୍ତାହରେ ମଧ୍ୟ ବିଦେଶୀ ମୁଦ୍ରା ଭଣ୍ଡାରରେ ୧.୮୫…
ଅଧିକ ଖବର ଦେଖନ୍ତୁ...