ଅନୁସନ୍ଧାନ କରୁଥିବା ବର୍ଗ
ବରଗଡ଼
ଘର ଦୁଆରୁ ମହିଳାଙ୍କ ମୃତଦେହ ଉଦ୍ଧାର
ଭଟଲି,: ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ଭିଞ୍ଜେତୋରା ଗ୍ରାମର ନରୋତ୍ତମ ମିର୍ଦ୍ଧା କୁଳି ମଜୁରୀ କାମ କରି ନିଜ ସ୍ତ୍ରୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ତଥା ନିଜ ବୁଢୀ ମା ସାଙ୍ଗରେ ରହୁଥିଲେ। କୌଣସି କାରଣବଶତଃ ନରୋତ୍ତମଙ୍କ ପତ୍ନୀ ପାର୍ବତୀ ମିର୍ଦ୍ଧାଙ୍କ ଶବ ଘର ଦୁଆରେ ପଡ଼ିଥିଲା। ଖବର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଭିନ୍ନ ଏକ ଗାଁରେ ଭିନ୍ନ ବିଶ୍ୱାସ: ଛୁଆଙ୍କୁ ଦୋଳି ଝୁଲିବା ମନା
ବରଗଡ: ଘର ନିର୍ମାଣ କଲେ ଖପର ବ୍ୟବହାର ହେବ ନାହିଁ। ଛାତ କଂକ୍ରିଟ ହେବ କିମ୍ବା ନଡ଼ା ଛାଉଣି ହେବ। କେବଳ ଏତିକି ନୁହେଁ, ଛୋଟ ଛୁଆଙ୍କୁ ଦୋଳି ଝୁଲିବା ବି ମନା। ଏଭଳି ଏକ ଗାଁ ବରଗଡ଼ ଜିଲ୍ଲାରେ ଅଛି। ଭଟଲି ବ୍ଲକ୍ ଅନ୍ତର୍ଗତ କେଲେଣ୍ଡାପାଲି ପଞ୍ଚାୟତ କହ୍ନେଇପାଲି ଗାଁରେ ଏଭଳି ଏକ ଭିନ୍ନ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବରଗଡ଼ ଜିଲ୍ଲାରେ ଆଲୋଡ଼ନ: ନକଲି ପଟ୍ଟାରେ ଉଠିଛି ଅସଲି ଋଣ
ବରଗଡ଼: ବରଗଡ଼ ଜିଲ୍ଲାରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଋଣ ଜାଲିଆତି ମାମଲା। ତେବେ, ସୀମା ଡେଇଁଛି ଜାଲିଆତି। ପୁଲିସ ଯଦି ମାମଲା ରୁଜୁ କରେ ତାହେଲେ ପାଖାପାଖି ୫୫୦ ଜଣଙ୍କୁ ଜେଲ୍ ଯିବାକୁ ପଡ଼ିବ। କାରଣ ୫୪୨ ଜଣ ବ୍ୟକ୍ତି ଜାଲ୍ ପଟ୍ଟା ଦାଖଲ କରି କିସାନ କ୍ରେଡିଟ୍ କାର୍ଡ ଋଣ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଦାଦନ ଭୋଟ ଦେବେ କେମିତି? ଘରେ ଘରେ ଝୁଲୁଛି ତାଲା, ଶ୍ରମ ବିଭାଗ ପାଖରେ ତଥ୍ୟ ନାହିଁ
ବରଗଡ଼/ଗାଈସିଲାଟ: ବାଜିଛି ନିର୍ବାଚନ ବିଗୁଲ୍। ୮୦ ବର୍ଷରୁ ଅଧିକ ବୟସର ବୁଢ଼ାବୁଢ଼ୀଙ୍କଠାରୁ ନେଇ ବିଭିନ୍ନ ବର୍ଗର ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କିନ୍ତୁ, ପଶ୍ଚିମ ଓଡ଼ିଶାର ଦାଦନ ପ୍ରବଣ ଗାଁଗୁଡ଼ିକର ଭୋଟର କେମିତି ମତଦାନ କରିବେ ସେ ନେଇ ଏବେବି ଦ୍ୱନ୍ଦ୍ବ ରହିଛି।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପରୀକ୍ଷାର୍ଥୀଙ୍କୁ ଉତ୍ତର ଡାକି ଶିକ୍ଷକ ନିଲମ୍ବିତ
ବରଗଡ଼/ଗାଈସିଲାଟ: ସାଧାରଣତଃ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ମାଲପ୍ରାକ୍ସିସ (କପି କରିବା) ସମୟରେ ଧରାପଡ଼ନ୍ତି। ବରଗଡ଼ ଜିଲ୍ଲାରେ କିନ୍ତୁ ଭିନ୍ନ ଏକ ଚିତ୍ର ସାମ୍ନାକୁ ଆସିଛି। ଏଥର ମାଲପ୍ରାକ୍ସିସରେ ପଡ଼ିଛନ୍ତି ଶିକ୍ଷକ। ଏପରିକି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବରଗଡ଼ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର
ସମ୍ବଲପୁର: ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ହୋଇଥିବା ଜଣାଯାଇଛି। ତାଙ୍କ ପିଏସଓ ବି ଆହତ ହୋଇଛନ୍ତି।
ଭୁବନେଶ୍ୱରରୁ ବରଗଡ଼ ଫେରିବା ବେଳେ ରେଢ଼ାଖୋଲ ନିକଟ ଲୁହାପଙ୍କ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ସହିତ ଧକ୍କା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପୁଲିସ କବଜାରେ ଆନ୍ତଜିଲ୍ଲା ଡକାୟତ ଗ୍ୟାଙ୍ଗ, ୬ ଗିରଫ
ବରଗଡ଼: ପୁଲିସ କବଜାରେ ଆନ୍ତଜିଲ୍ଲା ପେଶାଦାର ଡକାୟତ ଗ୍ୟାଙ୍ଗ। ଡକାୟତ ଦଳର ୬ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ପାଖରୁ ଗୋଟିଏ ଆର୍ଟିକା କାର ସହ ୨ଟି ସ୍କୁଟି ଓ ବୁଲେଟ ଜବତ କରିଛି ପୁଲିସ। ମାରଣାସ୍ତ୍ର ସହ ଦୋକାନ ପୋଡ଼ିବାକୁ ରଖିଥିବା ସାମଗ୍ରୀ ବି ଜବତ ହୋଇଥିବା ଜଣାଯାଇଚି।
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଦାରିଦ୍ର୍ୟ ଓ ଅସହାୟତାର କରୁଣ ଚିତ୍ର: ସରକାର ହାତରେ ନାତୁଣୀଙ୍କୁ ଟେକିଦେଲେ ଜେଜେବାପା
ବରଗଡ଼: ଦିନ ଥିଲା ଦାରିଦ୍ର୍ୟ ପାଇଁ ଏଠି ପିଲାବିକ୍ରି ହେଉଥିଲା। ଅନାହାରରେ ଜୀବନ ଯାଉଥିଲା। ଆଜି ପ୍ରାୟତଃ ସେଭଳି ସ୍ଥିତି ନାହିଁ। ବଦଳିଛି ଓଡ଼ିଶାର ଚିତ୍ର। ଗାଁରୁ ସହର ସବୁଠି ବିକାଶ ଛୁଇଁଛି। ଏତେ ସବୁ ସୁବିଧାସୁଯୋଗ ସତ୍ତ୍ବେ ଜେଜେବାପା ନିଜ ନାତୁଣୀଙ୍କୁ ଇଚ୍ଛା ନଥିଲେ ବି ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ମୃତ, ୧ ଗୁରୁତର
ଡୁଙ୍ଗୁରିପାଲି: ବରଗଡ଼ର ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ମହାଜନ ସିଂହ(୫୫) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ପିଣ୍ଟୁ କୁମ୍ଭାର(୨୨) ନାମକ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡୁଙ୍ଗୁରିପାଲି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଖସିଗଲା କୁଖ୍ୟାତ ମାଓ ନେତା ସୁଦର୍ଶନ
ବରଗଡ଼: ବରଗଡ଼ ଓ ବଲାଙ୍ଗୀର ସୀମାନ୍ତକୁ ଲାଗି ରହିଥିବା ଗନ୍ଧମାର୍ଦ୍ଦନ ଜଙ୍ଗଲରେ ପୁଣି ଥରେ ମାଓବାଦୀ ନିଜ ଉପସ୍ଥିତି ଜାହିର କରିଛନ୍ତି। ଗତ ଶୁକ୍ରବାର ପାଇକମାଳ ଥାନା ଅନ୍ତର୍ଗତ ଖଣ୍ଡିଝରନ ଗାଁ ନିକଟସ୍ଥ ଜଙ୍ଗଲରେ ପୁଲିସ-ମାଓବାଦୀ ସାମ୍ନାସାମ୍ନି ହୋଇଥିଲେ। ଏଥିରେ ବିବିଏମ୍ ଡିଭିଜନର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...