ପୁଲିସ କବଜାରେ ଆନ୍ତଜିଲ୍ଲା ଡକାୟତ ଗ୍ୟାଙ୍ଗ, ୬ ଗିରଫ

ବରଗଡ଼: ପୁଲିସ କବଜାରେ ଆନ୍ତଜିଲ୍ଲା ପେଶାଦାର ଡକାୟତ ଗ୍ୟାଙ୍ଗ। ଡକାୟତ ଦଳର ୬ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ପାଖରୁ   ଗୋଟିଏ ଆର୍ଟିକା କାର ସହ  ୨ଟି ସ୍କୁଟି ଓ ବୁଲେଟ ଜବତ କରିଛି ପୁଲିସ। ମାରଣାସ୍ତ୍ର ସହ ଦୋକାନ ପୋଡ଼ିବାକୁ ରଖିଥିବା ସାମଗ୍ରୀ ବି ଜବତ ହ‌ୋଇଥିବା ଜଣାଯାଇଚି।

ସମ୍ବନ୍ଧିତ ଖବର