ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଅପସାରଣ ଅଭିଯାନ ଆରମ୍ଭ

ଜୟପୁର: ରାଜ୍ୟସରକାରଙ୍କ ଗୃହ ନର୍ମାଣ ଓ ନଗରଉନ୍ନୟନ ବିଭାଗ ନିର୍ଦ୍ଦେଶରେ ଜୟପୁର ପୌରପାଳିକା ପକ୍ଷରୁ ଆଜି ପଂଚାନନ୍ ମନ୍ଦିର ଛକରୁ ଆରମ୍ଭ ହୋଇଛି  ‘‘ସ୍ବଚ୍ଛ ସର୍ବେକ୍ଷଣ -୨୦୨୩’’: ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଅପସାରଣ ଅଭିଯାନ। ଆର ଆର ଆର ଆଂଚଳିକ କେନ୍ଦ୍ରର ପରାମର୍ଶଦାତା ଦିପ୍ତେଶ…
ଅଧିକ ଖବର ଦେଖନ୍ତୁ...

୧୦ଦିନିଆ ଏନସିସି ବାର୍ଷିକ ତାଲିମ ଶିବିର, ବିଏସଏଫର ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ

ଜୟପୁର: ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ଏନସିସି ଆନୁଆଲ୍ ଟ୍ରେନିଂ କ୍ୟାମ୍ପ (ବାର୍ଷିକ ତାଲିମ ଶିବିର)। ଦ୍ବିତୀୟ ଦିନରେ ବିଏସ୍ଏଫ୍ ସେକ୍ଟର ମୁଖ୍ୟାଳୟ, କୋରାପୁଟ ଆନୁକୂଲ୍ୟରେ ୧୮୦ ବିଏନ୍ ବିଏସ୍ଏଫ୍ ଦ୍ୱାରା ଏନସିସି କ୍ୟାଡେଟ୍ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏକ…
ଅଧିକ ଖବର ଦେଖନ୍ତୁ...

‘ଲକ୍ଷ୍ୟ’ ପୁରସ୍କାର ପାଇବ ଡିଏଚଏଚ୍,ଆର୍ଥିକ ପ୍ରୋତ୍ସାହନ ୩ବର୍ଷ ମିଳିବ

ଜୟପୁର: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ (ଡିଏଚଏଚ୍) ‘‘ଲକ୍ଷ୍ୟ’’ ପୁରସ୍କାର ପାଇବ। ପ୍ରସୂତି ଓମହିଳା ବିଭାଗରେ ସର୍ବୋତ୍ତମ ସେବା ଯୋଗାଇଥିବାରୁ ଏହି ପୁରସ୍କାର ପାଇବା ପାଇଁ ଚୟନ କରାଯାଇଛି। ପ୍ରତିବର୍ଷ ଡିଏଚଏଚ୍ କୁ ଏହି ବାବଦରେ…
ଅଧିକ ଖବର ଦେଖନ୍ତୁ...

ପୁଣି ଦୁଇ ଦିନ ବନ୍ଦ ରହିବ ଜୟପୁର- ଭୁବନେଶ୍ବର ବିମାନ ଚଳାଚଳ

ଜୟପୁର: ଗତ ୨୯ ଓ ୩୦ଦୁଇ ଦିନ ବୈଷୟିକ କାରଣକୁ ନେଇ ଜୟପୁର –ଭୁବନେଶ୍ବର ବିମାନଚଳାଚଳ ବନ୍ଦ ରହିଥିଲା। ଦୁଇ ଦିନ ଚାଳିବା ପରେ ପୁଣି ଆଜି ଓଆସନ୍ତାକାଲି ଦୁଇ ଦିନ ବିମାନ ଚଳାଚଳ ବନ୍ଦ ରହିବ। ୪ତାରିଖ ଠାରୁ ପୁଣି ନିର୍ଦ୍ଧାରିତ ସମୟରେ ଏହା ଚଳାଚଳ କରିବ ବୋଲି ଇଣ୍ଡିଆ ୱାନ ଏୟାର ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ସାନକାଉଡି ରାସ୍ତା ନିର୍ମାଣରେ ଦୁର୍ନୀତି : ଭିଜିଲାନସ ତଦନ୍ତ ଦାବି

ଜୟପୁର: ଜୟପୁର ବ୍ଲକ ଅନ୍ତର୍ଗତ ରଣ୍ଡାପାଲ୍ଲୀ ପଂଚାୟତର ସାନକାଉଡି ଗାଁ ନିକଟରେ ଯାଇଥିବା ଶାଖାକେନାଲରେ ଉପରକୋଲାବ ଜଳସେଚନ ପ୍ରକଳ୍ପ ପକ୍ଷରୁ ନିର୍ମାଣ କରାଯାଇଥିବା ପିଚୁ ରାସ୍ତା ଅତ୍ୟନ୍ତ ନିମ୍ନ ମାନର ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ମାନେ ଜୟପୁର ଭିଜିଲାନସ୍…
ଅଧିକ ଖବର ଦେଖନ୍ତୁ...

କିରଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ୍‌କୁ ଭୁବନେଶ୍ୱର ସମ୍ପ୍ରସାରଣ ଦାବି, ଡିଆରଏମଙ୍କୁ ସ୍ମାରକପତ୍ର ପ୍ରଦାନ

ଜୟପୁର: ପ୍ରତିଦିନ ରାତ୍ରରେ ଜୟପୁର ଦେଇ ଯିବା ଆସିବା କରୁଥିବା କିରଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ ଟ୍ରେନକୁ ଭୁବନେଶ୍ୱର ଯାଏଁ ସମ୍ପ୍ରସାରଣ କରିବାକୁ ଜୟପୁର ଜନ କଲ୍ୟାଣ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଏନେଇ ଏକ ଦାବି ପତ୍ର ମଞ୍ଚ ପକ୍ଷରୁ ବିଶାଖାପାଟଣା ଡିଆରଏମ ଅନୁପ ଶତପଥିଙ୍କୁ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ହୋମ୍‌ ନିର୍ଦ୍ଦେଶକ ଗିରଫ

କୋରାପୁଟ : ୯କୋଟି ଟଙ୍କା ଠକେଇ ଘଟଣାରେ ଓଡ଼ିଶା ହୋମ୍‌ ଆଣ୍ଡ କମର୍ସିଆଲ ପ୍ରାଇଭେଟ ଲିମିଟେଡ୍‌ର ନିର୍ଦ୍ଦେଶକ ସରୋଜ ପଣ୍ଡାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଜୟପୁର ସହର ମୁଖ୍ୟରାସ୍ତାସ୍ଥିତ ବାସଭବନରୁ ଗତକାଲି କ୍ରାଇମବ୍ରାଞ୍ଚ ଟିମ୍‌ ଉଠାଇ ନେଇଥିଲେ । ଆଜି…
ଅଧିକ ଖବର ଦେଖନ୍ତୁ...

ବିଜ୍ଞାନ ଇଣ୍ଟରନ୍ୟାସନାଲ୍‌ କଲେଜର ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ

ଭୁବନେଶ୍ବର: କୋରାପୁଟ ଠାରେ ଥିବା ବିଜ୍ଞାନ ଇଣ୍ଟରନ୍ୟାସନାଲ କଲେଜର ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ ରଖି ପାସ କରିଛନ୍ତି। ସର୍ବମୋଟ ୩୦ଜଣ ଛାତ୍ରଛାତ୍ରୀ ବାଣିଜ୍ୟ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୧୦ ଜଣ ପ୍ରଥମ ଏବଂ ୫ ଜଣ…
ଅଧିକ ଖବର ଦେଖନ୍ତୁ...

ଅବ୍ୟବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ: ୧୧୩ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ୪୩

ଜୟପୁର: ଗତ ୫ବର୍ଷ ହେବ କୋରାପୁଟରୁ ଜୟପୁର –ବୋରିଗୁମ୍ମା ଜାତୀୟ ରାଜପଥର ଫୁଲବାଢ଼ ଠାରେ ନୂଆରେ ନିର୍ମାଣ କରାଯାଇଥିବା ମାତୃ ଓଶିଶୁ କଲ୍ୟାଣ ୱାର୍ଡକୁ ଜିଲା ମୁଖ୍ୟଚିକିତ୍ସାଳୟ ସ୍ଥାନାନ୍ତର ହୋଇଥିଲା। ଆଶା ଥିଲା ଧାର୍ଯ୍ୟସଂଖ୍ୟକ ବିଶେଷଞ ଡାକ୍ତର ଓ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ଏଠାରେ…
ଅଧିକ ଖବର ଦେଖନ୍ତୁ...

କେକେ ଲାଇନ ଦୋହରୀକରଣର ୨୫୯ କିଲୋମିଟର ୫୮ ପ୍ରତିଶତ କାମ ସରିଲା

ଜୟପୁର: ପୂର୍ବତଟ ରେଳବାଇର ୱାଲ୍ଟେୟାର ଡିଭିଜନ୍ ଅଧୀନରେ ଥିବା କୋଟାଭାଲାସା-କୋରାପୁଟ-କିରାଣ୍ଡୁଲ (କେ.କେ) ଲାଇନର ଗୁରୁତ୍ୱପୂର୍ଣ୍ଣ ରେଳଲାଇନ୍ ଦୋହରୀକରଣ ନିର୍ମାଣ କାମ ଜୋରସୋରରେ ଚାଲିଛି। ସଂପ୍ରତି ଚାଳିଥିବା କେକେ ଲାଇନର‌ ଦୋହରୀକରଣରେ ୪୪୫.୫କିଲୋମିଟର ମଧ୍ୟରୁ ୨୫୯.୫କିଲୋ ମିଟର…
ଅଧିକ ଖବର ଦେଖନ୍ତୁ...