ଅନୁସନ୍ଧାନ କରୁଥିବା ବର୍ଗ

ମୟୂରଭଞ୍ଜ

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସଜେଇ ହେଉଛି ରାଇରଙ୍ଗପୁରର ଗାଁ ଦାଣ୍ଡ

ରାଇରଙ୍ଗପୁର/ବାଦାମପାହାଡ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଆସନ୍ତା ମେ ମାସ ୪ ତାରିଖରେ ରାଷ୍ଟ୍ରପତି ତଥା ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ନିଜ ଜନ୍ମମାଟିକୁ ଆସୁଛନ୍ତି ବୋଲି ସୂଚନା ମିଳିଛି। ପୂର୍ବରୁ ତାଙ୍କର ମେ’ ମାସ ୮ ତାରିଖରେ ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ପରିବର୍ତ୍ତନ: ୪ରେ ମୟୂରଭଞ୍ଜ ଆସିବେ

ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇଛି। ମେ ୯ ତାରିଖ ପରିବର୍ତ୍ତେ ୪ ତାରିଖରେ ମୟୂରଭଞ୍ଜ ଆସିବେ ରାଷ୍ଟ୍ରପତି। ୪ ତାରିଖରେ ରାଇରଙ୍ଗପୁରରେ ପହଞ୍ଚିବା ପରେ ପୂର୍ବରୁ ସ୍ଥିରୀକୃତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହି…
ଅଧିକ ଖବର ଦେଖନ୍ତୁ...

ରାଇରଙ୍ଗପୁରରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ 'ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଇରଙ୍ଗପୁର ଏସଡିଏମଓ ଡାକ୍ତର ପି. କେ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ…
ଅଧିକ ଖବର ଦେଖନ୍ତୁ...

ବାଟ ହୁଡିଛି ‘ପ୍ରଧାନମନ୍ତ୍ରୀ ଆଦର୍ଶ ଗାଁ’ଯୋଜନା

ବାରିପଦା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣାଓଟଣା ପାଇଁ ମୟୂରଭଞ୍ଜ ଜିଲ୍ଲାରେ ବାଟୁହୁଡ଼ିଛି ‘ପ୍ରଧାନମନ୍ତ୍ରୀ ଆଦର୍ଶ ଗାଁ’ ଯୋଜନା। ୪ ବର୍ଷ ମଧ୍ୟରେ ‌କେବଳ ଗୋଟିଏ ଗାଁରେ ଉନ୍ନୟନ କାମ ଆରମ୍ଭ ହୋଇଛି। ବାକି ଗାଁଗୁଡ଼ିକରେ ମୁଠାଏ ମାଟି ବି ପଡ଼ିନାହିଁ। ତେବେ ମିଥ୍ୟା କାଗଜପତ୍ର…
ଅଧିକ ଖବର ଦେଖନ୍ତୁ...

ଅନୈତିକ ସଂପର୍କ କାଳ ହେଲା; ରାଇରଙ୍ଗପୁର ଯୁବକଙ୍କୁ ଝାଡ଼ଖଣ୍ଡରେ ବୀଭତ୍ସ ହତ୍ୟା

ରାଇରଙ୍ଗପୁର: ଅନୈତିକ ସଂପର୍କ ଜଣେ ଓଡ଼ିଆ ଯୁବକଙ୍କ ପାଇଁ କାଳ ହୋଇଛି। ମୟୂରଭଂଜ ଜିଲ୍ଲା ରାଇରଂଗପୁର ଅଞ୍ଚଳର ଜନୈକ ଯୁବକଙ୍କୁ ଝାଡ଼ଖଣ୍ଡରେ ବୀଭତ୍ସ ହତ୍ୟା କରାଯାଇଛି। ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଭଳି ଏହି ଘଟଣା ଘଟିଛି। ହତ୍ୟାକାରୀମାନେ ଜନୈକ ଯୁବକଙ୍କୁ ହତ୍ୟା କରିବା ପରେ…
ଅଧିକ ଖବର ଦେଖନ୍ତୁ...

ବାଇକ ହେଡଲାଇଟରୁ ବାହାରିଲା ବିଷଧର ନାଗ ସାପ, ଅଳ୍ପକେ ବର୍ତ୍ତିଲେ ଚାଳକ

ଶ୍ୟାମାଖୁଣ୍ଟା: ବାଇକ ହେଡଲାଇଟରୁ ବାହାରିଲା ବିଷଧର ନାଗ ସାପ , ଅଳ୍ପକେ ବର୍ତ୍ତିଲେ ଚାଳକ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବନାଞ୍ଚଳ ଅଧୀନ ଭଦୁଷୋଳ ଗ୍ରାମରେ। ଏହି ଗ୍ରାମରେ ଥିବା ଏକ ଆମ୍ବ ବାଗିଚାର ମାଲିକ ନିଜ ବାଇକରେ ଆସି ବାଗାନରେ ପହଞ୍ଚିବା ପରେ…
ଅଧିକ ଖବର ଦେଖନ୍ତୁ...

ଅନୈତିକ ସମ୍ପର୍କରୁ ଯୁବକଙ୍କୁ ପିଟିପିଟି ହତ୍ୟା: ବାପପୁଅ ଥାନାରେ ଅଟକ

ଚିତ୍ରଡା: ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଜନୈକ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ତଥା ବେତନଟୀ ଥାନା ଅଧିନ ଭାଲିଆଡିହା ପଞ୍ଚାୟତର କେନ୍ଦୁଛାଟିଆ ଗ୍ରାମରେ ଘଟିଛି ଘଟିଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ କି ଏହି ଗ୍ରାମରେ…
ଅଧିକ ଖବର ଦେଖନ୍ତୁ...

ରାଇରଙ୍ଗପୁରର ଯୁବକଙ୍କୁ ଝାଡଖଣ୍ଡରେ ବୀଭତ୍ସ ହତ୍ୟା

ରାଇରଙ୍ଗପୁର: ପଡୋଶୀ ଝାଡଖଣ୍ଡ ରାଜ୍ୟରେ ରାଇରଙ୍ଗପୁରର ଯୁବକଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଖଣ୍ଡଖଣ୍ଡ କରି ୩ଟି ବ୍ୟାଗରେ ଭର୍ତ୍ତି କରି ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଫୋପାଡି ଦେଇଛନ୍ତି ଜନୈକ ଦମ୍ପତି। ଅଭିଯୋଗ ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର…
ଅଧିକ ଖବର ଦେଖନ୍ତୁ...

ହିନ୍ଦୁ ସମାଜ ଉପରେ ମରଣାନ୍ତକ ଆକ୍ରମଣକୁ ରାଇରଙ୍ଗପୁରରେ ନିନ୍ଦା: ହିନ୍ଦୁ ଏକତା ମଂଚ ପକ୍ଷରୁ ବାଇକ୍ ରାଲି

ରାଇରଙ୍ଗପୁର: ଗତ ଏପ୍ରିଲ ୧୨ତାରିଖରେ ସମ୍ବଲପୁରଠାରେ ହିନ୍ଦୁ ସମାଜ ଉପରେ ମରଣାନ୍ତକ ଆକ୍ରମଣ ଘଟଣାକୁ ନିନ୍ଦା କରି ଆଜି ହିନ୍ଦୁ ଏକତା ମଂଚ ପକ୍ଷରୁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ବାଇକ୍ ରାଲି ବାହାରି ସହର ପରିକ୍ରମା କରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟଠାରେ…
ଅଧିକ ଖବର ଦେଖନ୍ତୁ...

‘ମୁଁ ବି ଗାଇବି’ ସଂଗୀତ ବିଚିତ୍ରା କାର୍ଯ୍ୟକ୍ରମ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରର ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ଏବଂ ସମ୍ବାଦ ସାହିତ୍ୟଘର ରାଇରଙ୍ଗପୁରର ମିଳିତ ଆନୁକୁଲ୍ଯରେ ସ୍ଥାନୀୟ ଲିଟିଲ ଫ୍ଲାଆର ସ୍କୁଲ ପ୍ରାଙ୍ଗଣରେ ଏକ ଟ୍ରାକ ସଂଗୀତ ବିଚିତ୍ରା କାର୍ଯ୍ୟକ୍ରମ "ମୁଁ ବି ଗାଇବି" ଅନୁଷ୍ଠିତ ହୋଇ ଯାଇଛି। ଅନେକ…
ଅଧିକ ଖବର ଦେଖନ୍ତୁ...