ଅନୁସନ୍ଧାନ କରୁଥିବା ବର୍ଗ

ମୟୂରଭଞ୍ଜ

୪ ହାତୀଦାନ୍ତ ଜବତ, ଜଣେ ଗିରଫ

ବାରିପଦା : ଶିମିଳିପାଳରୁ ହାତୀ ଶିକାର ଓ ହାତୀଦାନ୍ତ ଚାଲାଣ ପଛରେ ଏକ ବଡ଼ଧରଣର ରାକେଟ୍‌ କାମ କରୁଛି। ହେଲେ, ବନ ବିଭାଗ ଏହାର ଚେର ଯାଏ ପହଞ୍ଚିପାରୁନି। ‌ତେବେ, ନୂଆକରି ଦାୟିତ୍ବ ନେଇଥିବା ଶିମିଳିପାଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରକାଶଚାନ୍ଦ ଗୋଗିନାନୀଙ୍କ ଧରପଗଡ଼ ପରେ ବିଭାଗକୁ…
ଅଧିକ ଖବର ଦେଖନ୍ତୁ...

ମେ’ ୮ରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ; ସ୍ବାଗତ ପାଇଁ ରାଇରଂଗପୁର ଚଳଚଞ୍ଚଳ, ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ

ରାଇରଙ୍ଗପୁର: ଆସନ୍ତା ମେ’ ମାସ ୮ ତାରିଖ ଠାରୁ ମହାମହିମ ରାଷ୍ଟ୍ରପତି ତଥା ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗତ ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ସେ ପ୍ରଥମ ଥର ପାଇଁ ଜନ୍ମମାଟି ରାଇରଙ୍ଗପୁରକୁ ଆସୁଛନ୍ତି। ଯଦିଓ…
ଅଧିକ ଖବର ଦେଖନ୍ତୁ...

ମେ ୯ରେ ମୟୂରଭଞ୍ଜ ଆସୁଛନ୍ତି ରାଷ୍ଟ୍ରପତି

ବାରିପଦା : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମେ ୯ ତାରିଖରେ ନିଜ ଜନ୍ମମାଟି ମୟୂରଭଞ୍ଜକୁ ଆସିବେ। ରାଷ୍ଟ୍ରପତି ଭାବେ ଶପଥ ନେବାପରେ ଏହା ହେବ ତ‌ାଙ୍କର ପ୍ରଥମ ମୟୂରଭଞ୍ଜ ଗସ୍ତ। ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେବାର…
ଅଧିକ ଖବର ଦେଖନ୍ତୁ...

ମେ’ ୮ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ, ଜନ୍ମମାଟି ରାଇରଂଗପୁରକୁ ଆସିବେ ମହାମହିମ

ବାରିପଦା/ରାଇରଂଗପୁର: ‌ଆସନ୍ତା ମେ’ ମାସ ୮ ତାରିଖ ଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଜନ୍ମମାଟି ରାଇରଙ୍ଗପୁରକୁ ଆସୁଛନ୍ତି। ମେ’ ୮ ତାରିଖରେ ଦ୍ରୌପଦୀ ମୁର୍ମୁ…
ଅଧିକ ଖବର ଦେଖନ୍ତୁ...

ଲଗାତାର ତୃତୀୟ ଦିନରେ ବାରିପଦା ଉତ୍ତପ୍ତ, ଆଜିର ତାପମାତ୍ରା ୪୪.୫ ଡିଗ୍ରି ରେକର୍ଡ

ଭୁବନେଶ୍ବର: ନିକଟରେ ଶିମିଳିପାଳ ଅଭୟାରଣ୍ୟ ଥିଲେ ବି ବାରିପଦାବାସୀଙ୍କୁ ତାତିରୁ ନିସ୍ତାର ମିଳିପାରୁ ନାହିଁ। ଶିମିଳିପାଳ ଅଭୟାରଣ୍ୟର ଅବସ୍ଥାରେ ବହୁ ପରିବର୍ତ୍ତନ ଘଟିଛି। ଅଭୟାରଣ୍ୟରେ ପୂର୍ବ ଭଳି ଗଛ ନାହିଁ। ଜଙ୍ଗଲରେ ନିଆଁ ଲାଗୁଛି। ଜଙ୍ଗଲ ମାଫିଆଙ୍କ କାରବାର ବଢ଼ିଛି। ଏସବୁ କାରଣ ଯୋଗୁଁ…
ଅଧିକ ଖବର ଦେଖନ୍ତୁ...

ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଇଥିଲେ ଓଡ଼ିଆ ଯୁବକ, ହୃଦ୍‌ଘାତରେ ମୃତ୍ୟୁ

ରାଇରଙ୍ଗପୁର: ବେଙ୍ଗାଲୁରୁକୁ ଦାଦାନ ଖଟିବାକୁ ଯାଇଥିବା ପ୍ରବାସୀ ଓଡ଼ିଆ ଯୁବକଙ୍କ ସେଠାରେ ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ମୃତକ ହେଲେ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର କୁଚେଇବୁଢୀ ତଳସାହିର ସୁଶାନ୍ତ ମହାକୁଡ଼। ସୂଚନା ଅନୁଯାୟୀ ସୁଶାନ୍ତଙ୍କ ପିତା ସୁରେନ ମହାକୁଡଙ୍କ ଅକାଳ ବିୟୋଗ ଘଟିବା ପରେ…
ଅଧିକ ଖବର ଦେଖନ୍ତୁ...

ସୁବର୍ଣ୍ଣରେଖା କେନାଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକ ଉଦ୍ଧାର

ଚିତ୍ରଡା: ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ସାରା ଦେଶରେ ମୟୂରଭଞ୍ଜ ଜିଲ୍ଲା ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ ଏନେଇ ଜିଲ୍ଲା ପୁରସ୍କୃତ ମଧ୍ୟ ହୋଇଥିଲା। ତେବେ ଏହି ଜିଲ୍ଲାରୁ ମଙ୍ଗଳବାର ପୁଣି ଥରେ ଶିଶୁ ଶ୍ରମିକ ଉଦ୍ଧାର ହେବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୁବର୍ଣ୍ଣରେଖା…
ଅଧିକ ଖବର ଦେଖନ୍ତୁ...

ଶୁଣିଲାନି ପଞ୍ଚାୟତ, ନର୍ଦ୍ଦମା ସଫାକଲେ ଗ୍ରାମବାସୀ

ରାଇରଙ୍ଗପୁର:  ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକ ହାଟବାଦଡା ଗ୍ରା.ପର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ହେଉନଥିବା ୱାର୍ଡସଭ୍ୟ ଓ ଗ୍ରାମବାସୀମାନେ ଅଭିଯୋଗ କରି ଆସୁଛନ୍ତି। ପଞ୍ଚାୟତର ବିଭିନ୍ନ ମୌଳିକ ସମସ୍ୟା ନେଇ କିଛିଦିନ ପୂର୍ବରୁ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଅଂଶୁଘାତରେ ହାଇୱା ଚାଳକଙ୍କ ମୃତ୍ୟୁ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୨୨୦ ନମ୍ବର ଜତୀୟ ରାଜପଥ ‘ରାଞ୍ଚି-ବିଜୟବାଡ଼ା ଜାତୀୟ ରାଜପଥ’ ବାଟମଙ୍ଗଳା ଠାକୁରାଣୀ ନିକଟରେ ନୂତନ ହାଇୱା ଭିତରୁ ଚାଳକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ସୂଚନା ଅନୁସାରେ ରବିବାର ଦିନ ସକାଳୁ ଟାଟା ଟେଲୋକ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଚାରି ମାସର ଗର୍ଭବତୀ ଅଭିଯୋଗ, ନାବାଳକ ଅଟକ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଆଦର୍ଶ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଚାରିମାସର ଗର୍ଭବତୀ କରିବା ଅଭିଯୋଗରେ ନାବାଳକକୁ ପୁଲିସ ଥାନାରେ ଅଟକ ରଖିଛି। ଅଭିଯୋଗ ଅନୁଯାୟୀ ଗୋରୁମହିଷାଣୀ ଥାନା ଅନ୍ତର୍ଗତ କୁଲଢ଼ିହା ଗ୍ରାମ ନାବାଳକ ଚଳିତ ଜାନୁଆରି ମାସରେ ରାଇରଙ୍ଗପୁର…
ଅଧିକ ଖବର ଦେଖନ୍ତୁ...