ଅନୁସନ୍ଧାନ କରୁଥିବା ବର୍ଗ

ମୟୂରଭଞ୍ଜ

ନିର୍ବାଚନ ଡ୍ୟୁଟିରେ ଯାଇଥିବା ବୈଶିଙ୍ଗା ଥାନାର କନେଷ୍ଟବଳଙ୍କ ଅକାଳ ମୃତ୍ୟୁ

ବେତନଟୀ ସଦର: ପଞ୍ଚାୟତ ଉପନିର୍ବାଚନ ଡ୍ୟୁଟିରେ ଯାଇଥିବା ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନାର ଜଣେ କର୍ତ୍ତବ୍ୟରତ ପୁଲିସ କନେଷ୍ଟବଳଙ୍କର ମୃତ୍ୟୁ ଘଟିଛି। ମୃତ କେନେଷ୍ଟବଳ ହେଲେ ଖୁଣ୍ଟା ଥାନା ଅଧୀନ ସାନଇଲା ଗ୍ରାମର ସ୍ବର୍ଗତ ଦାଶରଥି ନାଏକଙ୍କ ପୁଅ ଟିକାୟତ ନାଏକ(୫୦)। ସୂଚନା ଅନୁଯାଇ…
ଅଧିକ ଖବର ଦେଖନ୍ତୁ...

ଶିମିଳିପାଳ ଅଭୟାରଣ୍ୟରେ ବିରଳ କଳା ମହାବଳ ବାଘର ମୃତ୍ୟୁ

ବାରିପଦା: ଶିମିଳିପାଳ ଅଭୟାରଣ୍ୟର କୋର୍‌ ଏରିଆର ସାଉଥ ଜୋନରେ ଏକ ସାଢ଼େ ୩ ବର୍ଷର ବିରଳ କଳା ମହାବଳ ବାଘର ମୃତ୍ୟୁ ଘଟିଛି। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍‌ ସୁଶୀଲ କୁମାର ପପ୍‌ଲି। ସେ କହିଛନ୍ତି, ବାଘ-ବାଘ ମଧ୍ୟରେ ଲଢ଼େଇ ଯୋଗୁଁ କଳା ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ନିଜ…
ଅଧିକ ଖବର ଦେଖନ୍ତୁ...

ଗାଁରେ ଯାତ୍ରା ଚାଲିଥିବା ବେଳେ ନଗଦ ୩ ଲକ୍ଷ ଟଙ୍କା ସମେତ ସୁନାରୁପା ଗହଣା ଲୁଟିଲେ ଦୁର୍ବୃତ୍ତ

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ନନ୍ଦିପଡ଼ା ଥାନା ଅଧୀନସ୍ଥ କଳି ଗାଁ ପଞ୍ଚାୟତର ତାମ୍ପଳା ଗ୍ରାମରେ ଏକ ବଡ଼ ଧରଣର ଲୁଟ ହୋଇଛି। ସୂଚନାରୁ ଜଣାଯାଇଛି ଯେ ତାମ୍ପଳା ଗ୍ରାମରେ ଯାତ୍ରା ପରିବେଷଣ ଚାଲୁଥିବା ବେଳେ ଗ୍ରାମର ନାରାୟଣ ମହାପାତ୍ରଙ୍କ ପରିବାର ଲୋକେ ରାତି ୧୨ଟା ସମୟରେ ଘରେ ତାଲା ପକାଇ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ରେଳରୋକ

ବେତନଟୀ ସଦର: ସୋମବାର ସକାଳ ପ୍ରାୟ ସାଢ଼େ ୬ଟାରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ରେଳ ଷ୍ଟେସନ ନିକଟରେ ସ୍ଥାନୀୟ ଟୁଙ୍ଗାଧୁଆ ଗ୍ରାମର ବୁଧୁରାମ ମହାନ୍ତଙ୍କ ୩୫ ବର୍ଷୀୟ ପୁଅ ନିରଞ୍ଜନ ନିଜ ମୋଟର ସାଇକେଲରେ ରେଳ ଧାରଣା ପାର ହେବା ସମୟରେ କଲିକତାରୁ ବାରିପଦା…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି: ଝାଡ଼ଖଣ୍ଡରୁ ଆସିଲା ସ୍ବତନ୍ତ୍ର ଚୌକି ଓ ଖଟ

ରାଇରଙ୍ଗପୁର : ଆସନ୍ତା ୪ ତାରିଖରେ ଭାରତର ମହାମହିମ୍ ରାଷ୍ଟ୍ରପତି ତଥା ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ତାଙ୍କ ଗାଁ ପାହାଡ଼ପୁରଠାରୁ ଆରମ୍ଭ କରି ବାରିପଦା ସମେତ ସାରା ମୟୂରଭଞ୍ଜ ଚଳଚଞ୍ଚଳ ହୋଇଉଠିଛି।…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର; ବସିବା ଆସନଠାରୁ ଆରମ୍ଭ କରି ହେଲିପ୍ୟାଡ୍ ସବୁରି ପାଇଁ…

ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଆସନ୍ତା ମେ’ ୪ ତାରିଖ ଠାରୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭାରତର ପ୍ରଥମ ନାଗରିକ ତଥା ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି। ତାଙ୍କ ଗାଁ ପାହାଡପୁରର ସମେତ ଆଖପାଖ ଅଂଚଳ ଯୁଦ୍ଧକାଳୀନ…
ଅଧିକ ଖବର ଦେଖନ୍ତୁ...

ସ୍ୱାଭିମାନ ଦିବସକୁ ଛୁଟି ଘୋଷଣା କରାଯିବାକୁ ଦାବି

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ‘ସମ୍ବାଦ’ ସାହିତ୍ୟ ଘର ଆନୁକୂଲ୍ୟରେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ପିସିଏମ୍ କଲ୍ୟାଣୀ ମଣ୍ଡପ ପରିସରରେ ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି। ଏଥିରେ ‘ସମ୍ବାଦ’ ସାହିତ୍ୟ ଘରର ସଭାପତି ତିମିର ରଞ୍ଜନ ପଣ୍ଡା,…
ଅଧିକ ଖବର ଦେଖନ୍ତୁ...

ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି: ରାଷ୍ଟ୍ରପତିଙ୍କୁ ଭେଟିବ କ୍ରିୟାନୁଷ୍ଠାନ କମିଟି

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରକୁ ନୂତନ ଜିଲ୍ଲା ଭାବେ ଗଠନ କରାଯାଉ ବୋଲି ଦାବି ଜୋର ଧରିଛି। ଏନେଇ ରାଇରଙ୍ଗପୁରସ୍ଥିତ ପିସିଏମ୍ କଲ୍ୟାଣୀ ମଣ୍ଡପଠାରେ ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କମିଟିର ସଭାପତି ତଥା ରାଇରଙ୍ଗପୁର ବାର୍ ଆସୋସିଏସନର ସଭାପତି…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କୁ ହତ୍ୟାକରି ସ୍ବାମୀର ଆତ୍ମହତ୍ୟା

ବାରିପଦା : ଘରୋଇ ଝଗଡ଼ାର ପରିଣତି ଏମିତି ବି କରୁଣ ହୋଇପାରେ! ଜଣେ ସ୍ବାମୀ ପତ୍ନୀଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ସ୍ୱରୂପଭିଲା ପାତ୍ରସାହିରେ ଘଟିଛି ସେହିପରି ଏକ ଅଭାବନୀୟ ଘଟଣା। ଉମାକାନ୍ତ ପାତ୍ର (୬୫) ଓ…
ଅଧିକ ଖବର ଦେଖନ୍ତୁ...

ପେନ୍‌ସନ୍‌ ଟଙ୍କାକୁ ନେଇ କଳି, ବାପା ପେଟକୁ ଛୁରୀ ଭୁସିଲା ପୁଅ

ବେତନଟୀ ସଦର : ବୈଶିଙ୍ଗା ଥାନା ଅଧୀନ ବର୍ତ୍ତନା ଗ୍ରାମର ଜଣେ ଯୁବକ ନିଜ ବାପାଙ୍କୁ ଛୁରୀରେ ପ୍ରାଣାନ୍ତକ ଆକ୍ରମଣ କରିବା ପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି। ଅଭିଯୋଗ ଅନୁଯାୟୀ; ବର୍ତ୍ତନା ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ସାହୁଙ୍କର ତାଙ୍କ ଦ୍ୱିତୀୟ ପତ୍ନୀଙ୍କର ପୁଅ…
ଅଧିକ ଖବର ଦେଖନ୍ତୁ...