ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ଦୁଇ ଗୋଷ୍ଠୀ ମାଡ଼ପିଟ୍‌: ୧୨ ଅଟକ

ରାଉରକେଲା : ରାଉରକେଲା ରେଳ ଷ୍ଟେସନ ନିକଟସ୍ଥ ଶ୍ରୀ ଗୁରୁ ସହ ସଭା ଅଧ୍ୟକ୍ଷ ପଦକୁ ନେଇ ଲାଗି ରହିଥିବା ବିବାଦ ଆଜି ତୀବ୍ର ରୂପ ନେଇଛି। ଆଜି ଅପରାହ୍‌ଣରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାରୁ ଗୁରୁଦ୍ୱାର ରଣକ୍ଷେତ୍ର ପାଲଟିଥିଲା। ଉଭୟ ଗୋଷ୍ଠୀ ପରସ୍ପରକୁ ପିଟିଥିଲେ। ଖବରପାଇ ପ୍ଲାଣ୍ଟ ସାଇଟ୍‌…
ଅଧିକ ଖବର ଦେଖନ୍ତୁ...

ଦୁଇ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର

ରେଙ୍ଗାଲି : ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ରେଙ୍ଗାଲି ଥାନା ନୂଆଁ ରମ୍ପେଲା ଏବଂ ଗୁରୁପାଲିଠାରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ରବିବାର ଦିନ ୧୧ଟା…
ଅଧିକ ଖବର ଦେଖନ୍ତୁ...

ଇଞ୍ଜିନ୍‌-ମାଲ୍‌ବାହୀ ଟ୍ରେନ୍‌ ଧକ୍କା

ରାଉରକେଲା : ଆଜି ଭୋର୍‌ ୪ଟାରେ ବନ୍ଧମୁଣ୍ଡା ରେଲେଓ୍ଵ ୟାର୍ଡ ଜି କ୍ୟାବିନ୍‌ ନିକଟରେ ଏକ ମାଲ୍‌ବାହୀ ଟ୍ରେନ ସହ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଭିତରକୁ ଯାଉଥିବା ଏକ ଲାଇଟ୍‌ ଇଞ୍ଜିନ୍‌ ଧକ୍କା ହୋଇଛି। ଷ୍ଟେସନ୍‌ ଭିତରେ ଟ୍ରେନର ଗତି ଧିମା ଥିବାରୁ ବଡ଼ ଧରଣର ଦୁର୍ଘଟଣା ରକ୍ଷା…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ଗର୍ଭବତୀ କରି ଯୁବକ ଫେରାର, ଥାନାରେ ଏତଲା

ହେମଗିର: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ସ୍ଥାପନ କରିବା ଏବଂ ଗର୍ଭବତୀ ହେବାପରେ ଯୁବତୀଙ୍କୁ ଛାଡି ପଳାଇଯିବା ସଂପର୍କରେ ହେମଗିର ଥାନାରେ ଆଜି ଏକ ଅଭିଯୋଗ ହୋଇଛି। କନକତୋରା ଗ୍ରାମର ଜନୈକା ୨୧ ବର୍ଷିୟା ଯୁବତୀ ଏହି ପ୍ରେମ ପ୍ରତାରଣାର ଶିକାର ହୋଇଛନ୍ତି। ଏ ସଂପର୍କରେ ସେ…
ଅଧିକ ଖବର ଦେଖନ୍ତୁ...

ତେଲ ଠକେଇ : ୬ ପେଟ୍ରୋଲ ପମ୍ପରେ ଚଢ଼ଉ

ରାଉରକେଲା : ମାଓ ଓ ଓଜନ ବିଭାଗ ପକ୍ଷରୁ ଆଜି ସହରର ୬ଟି ପେଟ୍ରୋଲ ପମ୍ପରେ ଚଢ଼ଉ ହୋଇଛି। ପେଟ୍ରୋଲ୍‌ ପମ୍ପରେ ଚାଇନା ଚିପ୍‌ସ ବ୍ୟବହାର କରି ପେଟ୍ରୋଲ, ଡିଜେଲ ଠକେଇ ହେଉଥିବା ଅଭିଯୋଗ ମିଳିବା ପରେ ଏହି ଚଢଉ ହୋଇଥିଲା।ଜଣେ ପେଟ୍ରୋଲ୍‌ ପମ୍ପ ମାଲିକଙ୍କ ଠାରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ…
ଅଧିକ ଖବର ଦେଖନ୍ତୁ...

୨ ମହିଳାଙ୍କୁ ସାଉଦି ଆରବରେ ବିକ୍ରି ମାମଲା: ପୀଡିତାଙ୍କ ଡାକ୍ତରୀମାଇନା

ରାଉରକେଲା: ସାଉଦି ଆରବରୁ ଫେରିଥିବା ଫର୍ଟିଲାଇଜର ଅଞ୍ଚଳର ଦୁଇ ପୀଡିତା ଯୁବତୀଙ୍କର ଆଜି ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଡାକ୍ତରୀମାଇନା ହୋଇଛି। ସେମାନଙ୍କ ବୟାନକୁ ଆଧାର କରି ରଘୁନାଥପାଲୀ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ପରିବାର ସହାୟତାରେ ପୁଲିସ ସାଉଦି ଆରବରେ…
ଅଧିକ ଖବର ଦେଖନ୍ତୁ...

ଟ୍ରେଲର ଦୁର୍ଘଟଣାଗ୍ରସ୍ତ, ରାଜପଥ ଜାମ

ବଡ଼ଗାଁ: ୧୦ନଂ ରାଜ୍ୟ ରାଜପଥର ଗରିଆମାଲ ଛକରେ ରାଉରକେଲାରୁ ସମ୍ବଲପୁର ଯାଉଥିବା ଏକ ହ୍ୟୁଣ୍ଡାଇ କାର୍‌ କଣ୍ଟେନର(ଟ୍ରେଲର) ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେଲରଟି ବାମପଟ ରାସ୍ତାରୁ ଡାହାଣ ପଟକୁ ଚଢ଼ି ଯାଇ ଏକ ପୋଲରେ ବାଡ଼େଇ ହୋଇ ଯାଇଥିଲା। ତେବେ ପୋଲ ତଳକୁ ନ ଖସି ଅଟକି ରହି ଯାଇଥିବାରୁ ଏକ ବଡ଼…
ଅଧିକ ଖବର ଦେଖନ୍ତୁ...

ସାଉଦି ଆରବରେ ବିକ୍ରି ହୋଇଥିବା ଦୁଇଯୁବତୀ ଖସି ଆସିଲେ

ସୁନ୍ଦରଗଡ଼: ସାଉଦି ଆରବରେ ଦୁଇଜଣ ଓଡ଼ିଆ ଯୁବତୀଙ୍କୁ ଦଲାଲ ବିକ୍ରି କରିଥିବା ବେଳେ ସେମାନେ ମଙ୍ଗଳବାର ଖସି ଆସିଥିବା ଖବର ମିଳିଛି। ସୂଚନାଯୋଗ୍ୟ, ସୁନ୍ଦରଗଡ଼ର ଦୁଇଜଣ ଯୁବତୀଙ୍କୁ ସାଉଦି ଆରବରେ ୨୫ଲକ୍ଷ ଟଙ୍କାରେ ଦଲାଲ ବିକ୍ରି କରି ଦେଇଥିଲା। ତେବେ ଏହି ଦୁଇଜଣ ଯୁବତୀ ଭାରତୀୟ ଦୂତାବାସ…
ଅଧିକ ଖବର ଦେଖନ୍ତୁ...

ରାଉରକେଲାର ଆଶା କେତେ?

ରାଉରକେଲା : କାର୍ଯ୍ୟ ସମ୍ପାଦନର ଅଗ୍ରଗତି ଓ ସଫଳତାକୁ ବିଚାର କରି ବିଶ୍ୱ ବ୍ୟାଙ୍କ ଦେଶର ୬୦ଟି ସ୍ମାର୍ଟ ସିଟିକୁ ୫୦ କୋଟି ଡଲାର ( ପ୍ରାୟ ୩୨୦୦ କୋଟି ଟଙ୍କା) ଆର୍ଥିକ ପ୍ରୋତ୍ସାହନ ଦେବ। ସେଥିରେ କାର୍ଯ୍ୟ ସମ୍ପାଦନ ଭିତ୍ତିକ ପ୍ରୋତ୍ସାହନ ୪୮ କୋଟି ଡଲାର ଥିବା ବେଳେ ଅବଶିଷ୍ଟ ୨ କୋଟି…
ଅଧିକ ଖବର ଦେଖନ୍ତୁ...

ଆର୍‌ଏସ୍‌ପିର ବାଟ ଓଗାଳିଲେ

ରାଉରକେଲା : ମୋଟର ଯାନ ପାଇଁ ଆବଶ୍ୟକ ସ୍ୱତନ୍ତ୍ର ମାନର ଇସ୍ପାତ (ଅଟୋ ଗ୍ରେଡ୍‌ ଷ୍ଟିଲ୍‌) ଉତ୍ପାଦନ ନିମନ୍ତେ ଭାରତୀୟ ଇସ୍ପାତ ପ୍ରାଧିକରଣ ଓ ବିଶ୍ୱର ଏକ ନମ୍ବର ଇସ୍ପାତ ଉତ୍ପାଦନକାରୀ ଆର୍ସେଲର୍‌-ମିତ୍ତଲ ମଧ୍ୟରେ ଖୁବଶୀଘ୍ର ଯୁଗ୍ମ ଉଦ୍ୟୋଗ ଚୁକ୍ତି ସ୍ୱାକ୍ଷର ହେବ। ‘ବ୍ଲୁମ୍‌ବର୍ଗ’…
ଅଧିକ ଖବର ଦେଖନ୍ତୁ...