ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ସେ ଥିଲେ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ସାଂସଦ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକ ଜଣେ ଦରଦୀ, ପରୋପକାରୀ ଜନନେତା ଥିଲେ। ଆଜିକାଲିର ନେତାଙ୍କ ପରି ସେ କ୍ଷମତା ଲୋଭୀ ନଥିଲେ। ନେତୃତ୍ୱକୁ ସମ୍ମାନ ଦେଉଥିଲେ, ନେତୃତ୍ୱ ବିରୋଧରେ ତାଙ୍କୁ ସ୍ୱର ଉତ୍ତୋଳନ କରିବାର କେବେ ଦେଖାଯାଇନାହିଁ। ନିଜ ଜନ୍ମଭୂମିକୁ…
ଅଧିକ ଖବର ଦେଖନ୍ତୁ...

ପିତୃ ପୁରୁଷଙ୍କ ଶ୍ରାଦ୍ଧ ପାଇଁ ଏକାମ୍ର କ୍ଷେତ୍ରରେ ଭିଡ଼

ପୁରୁଣା ଭୁବନେଶ୍ୱର: ପବିତ୍ର ପୟା ଶ୍ରାଦ୍ଧ ଓ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୂଜା କରି ବଡ଼ବଡ଼ୁଆ ଡାକ ପାଇଁ ଦୀପାବଳିରେ ଏକାମ୍ର କ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଆଶ୍ୱିନ ମାସ ପ୍ରଥମ ଦିନରୁ ୧୫ଦିନ ଧରି ଚାଲିଥିବା ମହାଳୟା ସମୟରେ ଯେଉଁ ଶ୍ରଦ୍ଧାଳୁ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ନ…
ଅଧିକ ଖବର ଦେଖନ୍ତୁ...

କର୍କଟରେ ବାପା ଚାଲିଗଲେ, ପୁଅକୁ ଏପ୍ଲାଷ୍ଟିକ ଆନେମିଆ

ଚିକିତ୍ସା ପାଇଁ ଲୋଡ଼ା ପନ୍ଦର ଲକ୍ଷ ଭୁବନେଶ୍ୱର : ଗରିବ ହେଲେ ବି ବେଶ୍‌ ହସଖୁସିରେ ଚଳୁଥିଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ର କଷ୍ଣଚନ୍ଦ୍ର ସାହୁଙ୍କ ପରିବାର। ଦିନ ମଜୁରି ଲାଗିବା ସହ ନିଜ ଜମିରେ ଖଟି ଯେତିକି ବି ଆୟ କରୁଥିଲେ ସେଥିରେ ପତ୍ନୀ ଓ ଦୁଇ ପୁଅ, ଝିଅଙ୍କୁ ନେଇ ବେଶ୍‌…
ଅଧିକ ଖବର ଦେଖନ୍ତୁ...

ବର୍ଷା ଯୋଗୁଁ ବାରଙ୍ଗରେ କାଳୀ ପୂଜା ଫିକା

ବାରଙ୍ଗ:ବାରଙ୍ଗର ସୀତାରାମ ବଜାର ଲେବର କଲୋନି ଓ ଷ୍ଟେସନ ବଜାରରେ ଅନୁଷ୍ଠିତ ହେଉଛି କାଳୀପୂଜା। ତେବେ ଲଘୁଚାପ ଜନିତ ବର୍ଷା ଏହାକୁ ଫିକା କରି ଦେଇଛି। ପରମ୍ପରା ଅନୁଯାୟୀ ଦୀପାବଳି ରାତିରେ ଦେବୀ କାଳୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ହେଲେ ଦୁଇ ଦିନ ହେଲା ଲଘୁଚାପ ଜନିତ ପ୍ରବଳ…
ଅଧିକ ଖବର ଦେଖନ୍ତୁ...

ଗାଈ ଦୁହିଁବାକୁ ଯିବା ବେଳେ ଟଳି ପଡ଼ିଲେ ମହିଳା

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ଏରକଣ୍ଟା ଗ୍ରାମର ସୁକାନ୍ତୀ ନାୟକ ନାମ୍ନୀ ଜଣେ ମହିଳା ଆଜି ଦିନ ୧୧ଟା ବେଳେ ଗାଈ ଦୁହିଁବାକୁ ଗୁହାଳକୁ ଯିବା ବେଳେ ସେଠାରେ ମୃତ୍ୟୁ ହୋଇଯାଇଛି। ପ୍ରାପ୍ତ ସୂଚନାନୁଯାୟୀ ସୁକାନ୍ତୀ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାର ମାତ୍ର କିଛି ସମୟ…
ଅଧିକ ଖବର ଦେଖନ୍ତୁ...

ପିସ୍‌ ଫର୍‌ ଅଲ୍‌ ପକ୍ଷରୁ ଦୀପାବଳି

ଭୁବନେଶ୍ୱର: ପିସ୍‌ ଫର୍‌ ଅଲ୍‌ ପକ୍ଷରୁ ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ ଦୀପାବଳି ପାଳିତ ହୋଇଛି। ଭିନ୍ନକ୍ଷମ ବା ଦୃଷ୍ଟହୀନ ପିଲାମାନଙ୍କୁ ଦୀପାବଳିରେ ସାଧାରଣ ପିଲାଙ୍କ ପରି ଆନନ୍ଦ ଅନୁଭବ ଦେବାକୁ ପିସ୍‌ ଫର୍‌ ଅଲ୍‌ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ଅତିଥି ଭାବେ…
ଅଧିକ ଖବର ଦେଖନ୍ତୁ...

ଦୀପାବଳିରେ ଅଘଟଣ

ହାତରେ ବାଣ ଫୁଟି ଯୁବକ ଗୁରୁତର ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିପୁର ଗୋଲାମହମ୍ମଦ ପାଟଣା ଗ୍ରାମରେ ଦୀପାବଳିରେ ଅଘଟଣ ଘଟିଛି। ହାତରେ ବାଣ ଫୁଟିଯିବାରୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ଯୁବକଙ୍କ ବାମହାତ ପାପୁଲିଟି ସଂପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଦୀପାବଳି ପାଇଁ ଦୀପ ପସରା

ଭୁବନେଶ୍ୱର : ଦୀପାବଳିରେ ଦୀପ ଜାଳିବା ଆମ ସଂସ୍କୃତିର ଏକ ଅଂଶ। ଅମାବାସ୍ୟା ରାତିକୁ ଆଲୋକରେ ଝଲସାଇବା ତଥା ନୂଆ କରି ବିଲରେ ହେଇଥିବା ଫସଲକୁ ପୋକ ଦାଉରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଦୀପାବଳି ରାତିରେ ଦୀପ ଜାଳିବା ପରମ୍ପରା ରହିଛି। ଆଜିର ଅତ୍ୟାଧୁନିକ ଯୁଗରେ ଲିଚୁଠାରୁ ଆରମ୍ଭ କରି ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

୧୯ରୁ ନୂଆପଲ୍ଲୀରେ ମା’ ଦକ୍ଷିଣକାଳୀଙ୍କ ପୂଜା

ଭୁବନେଶ୍ୱର : ନୂଆପଲ୍ଲୀ ମା’ ଦକ୍ଷିଣକାଳୀ ପୂଜା କମିଟି ପକ୍ଷରୁ ମହାକାଳୀ ପୂଜା ଯଥାବିଧି ଅନୁଷ୍ଠିତ ହେବ। ଏହି ପୂଜା ୧୯ରୁ ୨୨ ପର୍ଯ୍ୟନ୍ତ ଆୟୋଜିତ ହେବ। ଗୁରୁବାର କଳସ ଯାତ୍ରା କରାଯିବ। ୨୦ରେ ବ୍ରହ୍ମାକୁମାରୀ ଚୈତନ୍ୟ ଝାଙ୍କି ଓ ପାଲା ଅନୁଷ୍ଠିତ ହେବ। ୨୧ରେ ଭଜନ ସନ୍ଧ୍ୟା ଏବଂ ୨୨ ତାରିଖରେ…
ଅଧିକ ଖବର ଦେଖନ୍ତୁ...

ଉଦ୍‌ଘାଟନ ପରେ ତାଲା

ଭୁବନେଶ୍ୱର : ସ୍ୱାୟତ୍ତଶାସନ ଦିବସକୁ ଏଥର ବ୍ୟାପକ ଭାବେ ପାଳନ କରିଥିଲା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ସହରର ବିଭିନ୍ନ ଓ୍ଵାର୍ଡରେ ମାଳମାଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସାଙ୍ଗକୁ ଉଦ୍‌ଘାଟନ କରାଯାଇଥିଲା। ବିଭିନ୍ନ ଓ୍ଵାର୍ଡକୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ,…
ଅଧିକ ଖବର ଦେଖନ୍ତୁ...