ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ବିଶ୍ବାସ ଅଛି, ମୁଁ ଯାହା ଛୁଇଁଲେ ବି ସୁନା: ଧାୱନ

ଦୁବାଇ : ଚଳିତ ଆଇପିଏଲ୍‌ର ପ୍ରଥମ କିଛି ମ୍ୟାଚ୍‌ରେ ଶିଖର ଧାୱନ ଛୋଟ ଛୋଟ ପାଳି ଖେଳିଥିଲେ ମଧ୍ୟ ଏସବୁ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। କିନ୍ତୁ ବିଗତ ୪ଟି ପାଳିରେ ଅସାଧାରଣ ବ୍ୟାଟିଂ କରି ଯଥାକ୍ରମେ ୬୯*, ୫୭, ୧୦୧*, ୧୦୬* ରନ୍‌ କରିଛନ୍ତି। ନିଜର ପ୍ରଥମ ଟି-୨୦ ଶତକ ହାସଲ କରିବା ପରେ…
ଅଧିକ ଖବର ଦେଖନ୍ତୁ...

ଚାପବିହୀନ କ୍ରିକେଟ୍‌ ବିରକ୍ତିକର: ମୋରିସ୍‌

ଦୁବାଇ : ଚାପବିହୀନ କ୍ରିକେଟ୍‌ ବିରକ୍ତିକର ବୋଲି ମତ ଦେଇଛନ୍ତି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ର ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର୍‌ କ୍ରିସ‌‌‌‌ ମୋରିସ୍‌। ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୪ ଋତୁ ବିତାଇବା ପରେ ଏହି ଉପଯୋଗୀ ଅଲରାଉଣ୍ଡର୍‌ ଏବେ ବିରାଟ କୋହଲିଙ୍କ ଦଳକୁ ସନ୍ତୁଳନ ସ୍ତରକୁ…
ଅଧିକ ଖବର ଦେଖନ୍ତୁ...

ଦାଢ଼ି ଚ୍ୟାଲେଞ୍ଜ : ଡି’ଭଲିୟର୍ସଙ୍କ ସହ ଯୋଗଦେଲେ ପଡ଼ିକଲ

ଦୁବାଇ : ରୟାଲ ଚ୍ୟାଲେଞ୍ଜର୍ସ ‌ବାଙ୍ଗାଲୋର (ଆର୍‌ସିବି) ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଦେବଦତ୍ତ ପଡ଼ିକଲ ଚଳିତ ଆଇପିଏଲ୍‌ରେ ୧୦ ମ୍ୟାଚ୍‌ ଖେଳି ୧୨୪.୪୧ ଷ୍ଟ୍ରାଇକ୍ ‌ରେଟ୍‌ରେ ୩୨୧ ରନ୍‌ କରିଛନ୍ତି। ପଡ଼ିଆ ଭିତରେ ଏହି ପ୍ରଦର୍ଶନ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପଡ଼ିଆ…
ଅଧିକ ଖବର ଦେଖନ୍ତୁ...

ୟୁରୋପା ଲିଗ୍‌ : ମିଲାନ୍‌ ଜିତିଲା

ସେଲ୍‌ଟିକ୍‌/ ନାପୋଲି : ଚଳିତ ୟୁରୋପା ଲିଗ୍‌ରେ ଗୁରୁବାର ଏସି ମିଲାନ୍‌ ବିଜୟ ହାସଲ କରିଥିଲା ବେଳେ ନାପୋଲି କିନ୍ତୁ ପରାଜୟ ବରଣ କରିଛି। ଫଳରେ ଉଭୟ ସେଲ୍‌ଟିକ୍‌ ଏବଂ ନାପୋଲି ନିଜ ନିଜ ଘରୋଇ ପରିବେଶରେ ପରାସ୍ତ ହୋଇଛନ୍ତି। ଗ୍ରୁପ୍‌-ଏଚ୍‌'ରେ ମିଲାନ୍‌ ୩-୧ ଗୋଲ୍‌ରେ…
ଅଧିକ ଖବର ଦେଖନ୍ତୁ...

ପେଲେ @୮୦: ବ୍ରାଜିଲ୍‌କୁ ଦେଲେ ଧନ୍ୟବାଦ

ସାଓ ପାଓଲୋ : ଅଧିକାଂଶ ବିଚାରରେ ସର୍ବକାଳୀନ ମହାନ୍‌ ଫୁଟ୍‌ବଲ୍‌ ତାରକା ଭାବେ ପରିଗଣିତ ପେଲେ ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୪୦ ମସିହା ଅକ୍ଟୋବର ୨୩ ତାରିଖରେ ଦକ୍ଷିଣ ବ୍ରାଜିଲର ଟ୍ରେସ୍‌ କୋରାକୋସ୍‌ ସହରରେ ଜନ୍ମ ଗ୍ରହଣ କରିଥିଲେ ପେଲେ। ଯାହାଙ୍କ ପ୍ରକୃତ ନାମ ଏଡ୍‌ସନ୍‌…
ଅଧିକ ଖବର ଦେଖନ୍ତୁ...

କପିଳଙ୍କ ‘ଦ୍ରୁତ ଆରୋଗ୍ୟ’ କାମନା

ନୂଆଦିଲ୍ଲୀ : କିଂବଦନ୍ତି ଭାରତୀୟ କ୍ରିକେଟର୍‌ ତଥା ଦେଶର ପ୍ରଥମ ବିଶ୍ବକପ୍‌ ବିଜେତା ଅଧିନାୟକ କପିଳ ଦେବଙ୍କୁ ହୃଦ୍‌ଘାତ ହେବାରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ନୂଆଦିଲ୍ଲୀର ଏକ ଡାକ୍ତରଖାନାରେ ତାଙ୍କ ଆଞ୍ଜିଓପ୍ଲାଷ୍ଟି ମଧ୍ୟ କରାଯାଇଛି। ଏହି ଅସୁସ୍ଥତା ଖବର ପ୍ରସାରିତ ହେବା…
ଅଧିକ ଖବର ଦେଖନ୍ତୁ...

କରୋନା ପାଉଣା କାଟ୍‌ ପାଇଁ ଇଂଲଣ୍ଡ କ୍ରିକେଟର୍‌ ରାଜି

ଲଣ୍ଡନ : କରୋନା ଭୂତାଣୁ ମହାମାରୀ ଯୋଗୁଁ ଇଂଲଣ୍ଡରେ କ୍ରିକେଟ୍‌ ପ୍ରାୟ ୧୦୦ (୧୩୦ ମିଲିୟନ୍‌ ଡଲାର) ମିଲିୟନ୍‌ ପାଉଣ୍ଡ କ୍ଷତି ସହିସାରିଲାଣି। ଏହି କ୍ଷତିର ପରିମାଣ ଆସନ୍ତାବର୍ଷ ୨୦୦୦ ମିଲିୟନ୍‌କୁ ବଢ଼ିବାର ଆଶଙ୍କା ରହିଛି ବୋଲି ଇଂଲଣ୍ଡ ଆଣ୍ଡ୍‌ ୱେଲ୍‌ସ କ୍ରିକେଟ୍‌ ବୋର୍ଡ (ଇସିବି)…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୦ ଓ୍ଵିକେଟ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ

ସାରଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୪୧ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ୧୦ ଓ୍ଵିକେଟ୍‌ରେ ପରାସ୍ତ କରିଛି। ୧୧୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ମୁମ୍ବାଇ ଟିମ୍‌ ୧୨.୨ ବଲରେ କୌଣସି ଓ୍ଵିକେଟ୍‌ ନହରାଇ ୧୧୬…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ମୁମ୍ବାଇ ଇଣ୍ଡିଆନ୍ସକୁ ୧୧୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଚେନ୍ନାଇ ସୁପର କିଙ୍ଗସ୍‌

ସାରଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୪୧ତମ ମ୍ୟାଚ୍‌ରେ ଶକ୍ତିଶାଳୀ ଚେନ୍ନାଇ ସୁପର କିଙ୍ଗସ୍‌ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସକୁ ୧୧୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ସାରଜା କ୍ରିକେଟ୍‌ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଚେନ୍ନାଇ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷରେ ଟସ୍‌ ଜିଣି ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ନିଷ୍ପତ୍ତି

ସାରଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୪୧ତମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗସ୍‌ ଓ ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍‌ ମଧ୍ୟରେ ମୁକାବିଲା ହେଉଛି। ସାରଜା କ୍ରିକେଟ୍‌ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିଣି…
ଅଧିକ ଖବର ଦେଖନ୍ତୁ...