ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

କପିଳ ଦେବଙ୍କୁ ହୃଦଘାତ, ଦିଲ୍ଲୀ ହସପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର କିମ୍ବଦନ୍ତୀ ଖେଳାଳି କପିଳ ଦେବ ଆଜି ହୃଦଘାତର ଶିକାର ହୋଇଛନ୍ତି । ଏହା ଜଣାପଡ଼ିବା ପରେ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଅସ୍ତ୍ରୋପଚାର ଚାଲିଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ କପିଳ ଦେବ…
ଅଧିକ ଖବର ଦେଖନ୍ତୁ...

ସ୍ମିଥଙ୍କୁ ହରାଇଲେ ୱାର୍ନର, ହୋଲ୍ଡର, ପାଣ୍ଡେ, ଶଙ୍କରଙ୍କ ବଳରେ ହାଇଦ୍ରାବାଦ ଆଶା ଉଜ୍ଜୀବିତ

ଦୁବାଇ : ଜାସନ୍ ହୋଲଡରଙ୍କ ପ୍ରଥମ ମ୍ୟାଚ୍‌ ପ୍ରଭାବ ଏବଂ ମନୀଷ ପାଣ୍ଡେଙ୍କ ବିସ୍ଫୋରକ ଅର୍ଧଶତକ ବଳରେ ହାଇଦ୍ରାବାଦ ଗୁରୁବାର ପରାଜୟ ଧାରାକୁ ଭାଙ୍ଗିଛି। ରାଜସ୍ଥାନ ରୟାଲ୍‌ସକୁ ୮ ୱିକେଟରେ ହରାଇ ସପ୍ତମରୁ ପଞ୍ଚମ ସ୍ଥାନକୁ ଡିଆଁ ମାରିଛି। ଦଶମ ମ୍ୟାଚ୍‌ରୁ ଡେଭିଡ୍‌ ୱାର୍ନରଙ୍କ ଦଳ ଚତୁର୍ଥ…
ଅଧିକ ଖବର ଦେଖନ୍ତୁ...

ସିଏସ୍‌କେ ଶିବିର ଛାଡ଼ିଲା ବେଳେ ଭାବପ୍ରବଣ ହୋଇପଡ଼ିଲେ ବ୍ରାଭୋ

ଦୁବାଇ : ଆ‌ହତ ଯୋଗୁଁ ଚଳିତ ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକରୁ ସଂପୂର୍ଣ୍ଣ ବାଦ୍‌ ପଡ଼ିଥିବା ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ)ର ୱେଷ୍ଟଇଣ୍ଡିଜ୍‌ ଅଲ୍‌ରାଉଣ୍ଡର ଡ୍ବାନ୍‌ ବ୍ରାଭୋ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି। ଗତ ୧୭ ତାରିଖରେ ସାର୍‌ଜା‌ରେ ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ଷ୍ଟୋକ୍ସଙ୍କୁ ମଧ୍ୟକ୍ରମରେ ଖେଳାଇବାକୁ ପ୍ରଜ୍ଞାନଙ୍କ ପରାମର୍ଶ

ହାଇଦ୍ରାବାଦ : ପାରିବାରିକ କାରଣ ପାଇଁ ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଚଳିତ ଆଇପିଏଲ୍‌ର ପ୍ରଥମାର୍ଧ ଖେଳି ପାରିନଥିଲେ। ଦଳରେ ସାମିଲ ହେବା ପରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ତାଙ୍କୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ଖେଳାଉଛି। ରାଜସ୍ଥାନର ଏହି ରଣନୀତି ସହ କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ବାଂଲା କ୍ରିକେଟରଙ୍କ ନିଆରା ବିବାହ ଫଟୋସୁଟ୍

ଢାକା : ବାଂଲାଦେଶର ମହିଳା କ୍ରିକେଟର ସଞ୍ଜିଦା ଇସଲାମଙ୍କ ବିବାହ ଫଟୋ ଇଣ୍ଟରନେଟ୍‌ରେ ବେଶ୍ ଲୋକପ୍ରିୟ ହୋଇଛି। ସଞ୍ଜିଦା ଏଥିରେ ପାରମ୍ପରିକ ସାଢ଼ୀ ଓ ଅଳଙ୍କାର ପିନ୍ଧି ବ୍ୟାଟିଂ କରିବାର ବିଭିନ୍ନ ପୋଜ୍ ଦେଉଥିବାର ଦେଖିବାକୁ ମିଳୁଛନ୍ତି। କେତେବେଳେ ସେ ପୁଲ୍ ସଟ୍ ଖେଳୁଛନ୍ତି ତ ଆଉ…
ଅଧିକ ଖବର ଦେଖନ୍ତୁ...

କୋହଲିଙ୍କ ‘ପାଠ ପଢ଼ା ଦିନ’ ପୋଷ୍ଟକୁ ନେଇ ଚହଲ-ରସିଦ କୌତୁକିଆ କଥା

ଦୁବାଇ : ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ଅଭ୍ୟାସ ଅଧିବେଶନ ବେଳେ ଏବି ଡି’ଭିଲିୟର୍ସ, ଦେବଦତ୍ତ ପଡିକଲ, ମହମ୍ମଦ ସିରାଜଙ୍କ ସହ ଉଠାଇଥିବା ଏକ ଫଟୋ ପ୍ରକାଶ କରି ଅଧିନାୟକ ବିରାଟ କୋହଲି ସ୍କୁଲ୍‌ରେ ପାଠ ପଢ଼ୁଥିବାର ଦିନ ମନେ ପଡ଼ିଯାଉଛି ବୋଲି ଇନଷ୍ଟାଗ୍ରାମରେ ଲେଖିଥିଲେ।…
ଅଧିକ ଖବର ଦେଖନ୍ତୁ...

ଦେବାଳିଆ ବେକର ଦେଉନାହାନ୍ତି ୱିମ୍ବଲଡନ୍‌ ଟ୍ରଫି

ଲଣ୍ଡନ : ତିନି ବର୍ଷ ତଳୁ ଦେବାଳିଆ ଘୋଷିତ ହୋଇସାରିଥିବା ମହାନ ଟେନିସ୍ ଖେଳାଳି ବୋରିସ୍‌ ବେକର୍‌ ନିଜ ଅଡୁଆ ବଢ଼ାଇ ଚାଲିଛନ୍ତି। ତାଙ୍କ ଋଣ ପରିଶୋଧ ଲାଗି ପ୍ରସ୍ତୁତ ୨୮ଟି ସାମଗ୍ରୀର ତାଲିକା ମଧ୍ୟରେ ରହିଛି ୧୯୮୫ ମସିହାରେ ଜିତିଥିବା ତାଙ୍କ ପ୍ରଥମ ୱିମ୍ବଲଡନ୍‌ ଟ୍ରଫି। ୧୯୯୧ ଏବଂ ୧୯୯୬…
ଅଧିକ ଖବର ଦେଖନ୍ତୁ...

କରୋନା ‌ପ୍ରଭାବିତ ଟେଷ୍ଟ୍ ମ୍ୟାଚ୍ ପଏଣ୍ଟ୍‌ ଭାଗ ହେବ

ଦୁବାଇ : ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି)ର ଫାଇନାଲ୍ ପୂର୍ବ ନିର୍ଧାରିତ ଜୁନ୍-୨୦୨୧ରେ ଆୟୋଜନ କରିବାକୁ ଆଇସିସି ଆପାତତଃ ନିଷ୍ପତ୍ତି ନେଇସାରିଛି। ତେବେ କୋଭିଡ୍ ମହାମାରୀ ସଙ୍କଟ ପାଇଁ ବହୁ ଦ୍ବିପାକ୍ଷିକ ଟେଷ୍ଟ୍ ଶୃଙ୍ଖଳା ସ୍ଥଗିତ ହେବା…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ : ସଂଗରୋଧ ବେଳେ ଅଭ୍ୟାସ ପାଇଁ ଅନୁମତି

ସିଡ୍‌ନି : ଭାରତୀୟ କ୍ରିକେଟ୍‌ ଦଳର ଅଷ୍ଟ୍ରେଲିଆ ଗସ୍ତ ବେଳେ ସଂଗରୋଧ ନିୟମ ଏବଂ ସେହି ଅବଧି ମଧ୍ୟରେ ପ୍ରଶିକ୍ଷଣ ନେବାକୁ କେନ୍ଦ୍ରକରି ଉପୁଜିଥିବା ଅନିଶ୍ଚିତତା ଦୂର ହୋଇଯାଇଛି। ଆଇପିଏଲ୍‌ ସାରି ସିଧାସଳଖ ୟୁଏଇରୁ ଅଷ୍ଟ୍ରେଲିଆ ଗସ୍ତ କରିବାକୁ ଥିବା ଭାରତୀୟ ଦଳ ସେଠାକାର କରୋନା ନିୟମ…
ଅଧିକ ଖବର ଦେଖନ୍ତୁ...

ଡୁ’ ପ୍ଲେସିସ୍‌ଙ୍କୁ ପାଣି ବୋହୁଥିବାର ଦେଖିବା କଷ୍ଟଦାୟକ: ତାହିର

ଦୁବାଇ : ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ପାଇଁ ତାଙ୍କ ସାଥୀ ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍‌‌ ଡୁ’ପ୍ଲେସିସ୍‌ ପାଣି ବୋହିବାର ଦେଖିବା ମୋ ପାଇଁ କଷ୍ଟାଦାୟକ। ଏକଥା କହିଛନ୍ତି ସିଏସ୍‌କେର ଦକ୍ଷିଣ ଆଫ୍ରିକୀୟ ସ୍ପିନର ଇମ୍ରାନ୍‌ ତାହିର। ଡୁ’ପ୍ଲେସିସ୍‌…
ଅଧିକ ଖବର ଦେଖନ୍ତୁ...