ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ବର୍ଷାରେ ଭିଜି ଗର୍ଜିଲେ ଆଶା କର୍ମୀ

ଭୁବନେଶ୍ୱର : ଆଶା କର୍ମୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ମାସିକ ଅଠର ହଜାର ଟଙ୍କା ଦରମା, ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌, ପେନ୍‌ସନ୍‌ ଓ ବୀମା ଲାଗୁ କରିବା, ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ଦରମା ପ୍ରଦାନ ଆଦି ଦାବି ନେଇ ଆଜି ସିଆଇଟିୟୁ ଅନୁବନ୍ଧିତ ଓଡ଼ିଶା ଆଶା କର୍ମୀ ସଂଘ ବିଧାନସଭା ସମ୍ମୁଖରେ…
ଅଧିକ ଖବର ଦେଖନ୍ତୁ...

ଓଏସ୍‌ସିଆଇଟି ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ୱର : ୨୦୧୭ ଅକ୍ଟୋବର ୨୯ରେ ଓଡ଼ିଶା ନଲେଜ୍‌ କର୍ପୋରେସନ୍‌ ଦ୍ୱାରା ପ୍ରଚଳିତ କମ୍ପ୍ୟୁଟର୍‌ ପାଠ୍ୟକ୍ରମ ‘ଓଡ଼ିଶ ସାର୍ଟିଫିକେଟ୍‌ ଇନ୍‌ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି’ (ଓଏସ୍‌ସିଆଇଟି)ର ମୁଖ୍ୟ ପରୀକ୍ଷା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଦ୍ୱାରା ସାରା ରାଜ୍ୟରେ ୪୬ଟି କେନ୍ଦ୍ରରେ…
ଅଧିକ ଖବର ଦେଖନ୍ତୁ...

ବିଧାୟକ ଅରୁଣ ସାହୁଙ୍କ ବିରୋଧରେ ମାମଲା ରଦ୍ଦ

କଟକ : ପୂର୍ବତନ ଆଇନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ବିରୋଧରେ ଭୁବନେଶ୍ୱର ଅଦାଲତରେ ବିଚାରାଧୀନ ଅପରାଧିକ ମାମଲା ହାଇକୋର୍ଟ ରଦ୍ଦ କରିଛନ୍ତି। ଅଢେଇ ଦଶନ୍ଧି ତଳେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ପଢୁଥିବା ବେଳେ ଏହି ମାମଲା ସହିଦନଗର ଥାନାରେ ରୁଜୁ ହୋଇଥିବା ବେଳେ ଏବେ ଏହାର…
ଅଧିକ ଖବର ଦେଖନ୍ତୁ...

ବେଆଇନ ଅସ୍ତ୍ରଶସ୍ତ୍ର ମାମଲା : ଧଳସାମନ୍ତଙ୍କ ଡିସଚାର୍ଜ ପିଟିସନ୍‌ ଖାରଜ

କଟକ : ବେଆଇନ୍‌ ଅସ୍ତ୍ରଶସ୍ତ୍ର ମାମଲାରେ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ପକ୍ଷରୁ ଦାଖଲ ଡିସଚାର୍ଜ ପିଟିସନ୍‌ କଟକ ସଦର ଏସଡିଜେଏମ୍‌ ଅଦାଲତ ଖାରଜ କରିଛନ୍ତି। ତଦନ୍ତ ସମୟରେ ମିଳିଥିବା ତଥ୍ୟ ପ୍ରମାଣରୁ ତାଙ୍କ ବିରୋଧରେ ଆର୍ମସ୍‌ ଆକ୍ଟ ଅନୁସାରେ ମାମଲା ଗ୍ରହଣୀୟ ନୁହେଁ ବୋଲି ଧଳସମାନ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ରାଚୀ ସଭ୍ୟତାର ସ୍ମାରକକୁ ଡକୁମେଣ୍ଟେସନ୍‌ କରାଯିବ

ଭୁବନେଶ୍ୱର : ଇତିହାସର ପୃଷ୍ଠାରେ ଏକ ଗୌରବୋଜ୍ଜ୍ୱଳ ନାମ ବହନ କରିଥିବା ପ୍ରାଚୀ ସଭ୍ୟତାର ସ୍ମାରକକୁ ଡକୁମେଣ୍ଟେସନ୍‌ କରାଯିବ। ଅତୀତରେ ହୋଇଥିବା ପ୍ରତ୍ନତାତ୍ତ୍ୱିକ ଖନନରୁ ପ୍ରାଚୀ ଉପତ୍ୟକାରେ ଗଢ଼ି ଉଠିଥିବା ସଭ୍ୟତା ହରପ୍ପା ଓ ମହେଞ୍ଜୋଦାରର ପୂର୍ବ ସଭ୍ୟତା ବୋଲି ଉଦାହରଣ ମିଳିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଆନ୍ଦୋଳନକୁ ଓହ୍ଲାଇବେ ଡିପ୍ଲୋମା ଇଞ୍ଜିନିୟର

ଭୁବନେଶ୍ୱର : ଚଳିତମାସ ୩୦ତାରିଖ ସୁଦ୍ଧା ଡିପ୍ଲୋମା ଇଞ୍ଜିନିୟରମାନଙ୍କ ଦାବି ପୂରଣ ନ ହେଲେ ସେମାନେ ବିଧାନସଭା ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି। ୨ଦିନ ପାଇଁ ବିଧାନସଭା ଘେରାଉ କରାଯିବ। ଯଦି ଏଥିରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ବୃହତ୍ତର ଆନ୍ଦୋଳନ…
ଅଧିକ ଖବର ଦେଖନ୍ତୁ...

ଶିଶୁଭବନରେ ମାନବାଧିକାର କମିସନଙ୍କ ଅଧିକାରୀ

କଟକ : ଶିଶୁଭବନରେ ରୋଗୀମାନଙ୍କୁ ଠିକ୍‌ ଭାବେ ଚିକିତ୍ସା ଯୋଗାଇ ଦିଆଯାଉନଥିବା, ଗରିବ ରୋଗୀଙ୍କୁ ଅନେକ ହଇରାଣ କରାଯାଉଥିବା ଓ ପରିମଳ ବିପର୍ଯ୍ୟସ୍ତ ହୋଇଥିବା ନେଇ ଓଡ଼ିଶା ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ ହୋଇଥିଲା। ତେଣୁ କମିସନଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ୪ଜଣିଆ ଦଳ ଶିଶୁଭବନ…
ଅଧିକ ଖବର ଦେଖନ୍ତୁ...

ଶନିବାର ବିଳମ୍ବରେ ଛାଡ଼ିବ ଜମ୍ମୁ ତଓ୍ଵି ଏକ୍ସପ୍ରେସ୍‌

ସମ୍ବଲପୁର : ଟ୍ରେନ୍‌ ନଂ ୧୮୧୦୯ ସମ୍ବଲପୁର ଜମ୍ମୁତଓ୍ଵି ଏକ୍ସପ୍ରେସ୍‌ ୧୮ ତାରିଖ ଶନିବାର ଦିନ ସକାଳ ୭ଟା ୫୫ ପରିବର୍ତେ ୯ଟା ୫୫ରେ ସମ୍ବଲପୁର ଛାଡ଼ିବ। ଫେରନ୍ତା ଟ୍ରେନର ବିଳମ୍ବ କାରଣରୁ ଏହାର ଛାଡ଼ିବା ସମୟ ପୁନଃ ନିର୍ଧାରିତ ହୋଇଥିବା ରେଳବାଇ ସୂତ୍ରରୁ ପ୍ରକାଶ।
ଅଧିକ ଖବର ଦେଖନ୍ତୁ...

ନରସିଂହପୁରରେ ଚିଟ୍‌ଫଣ୍ଡ ଜମାକାରୀଙ୍କ ବିକ୍ଷୋଭ

ନରସିଂହପୁର : ନରସିଂହପୁର ତହସିଲ୍‌ ସମ୍ମୁଖରେ ଆଜି ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି। ହଜାର ହଜାର କ୍ଷତିଗ୍ରସ୍ତ ଏକ ବିଶାଳ ଶୋଭଯାତ୍ରାରେ ନରସିଂହପୁର ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା କରିବା ସହ ତହସିଲ୍‌ ସମ୍ମୁଖରେ ଆୟୋଜିତ ପ୍ରତିବାଦ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ମୁହଁରୁ ବର୍ତ୍ତିଗଲା ଶିଶୁ

ବ୍ୟାସନଗର : ଯାଜପୁର ରୋଡ଼୍‍ ନିକଟ ବ୍ୟାସସରୋବରେ ଏକ ଦେଢ଼ବର୍ଷର ଶିଶୁପୁତ୍ରକୁ ହତ୍ୟା ଉଦ୍ୟମ କରାଯାଇଛି। ମାତ୍ର ଶିଶୁଟିର ଚିତ୍କାର ଶୁଣି ଜଣେ ଗୁପ୍‌ଚୁପ୍‌ ବିକାଳୀ ଓ କେତେକ ଗ୍ରାମବାସୀ ସେଠାରେ ପହଞ୍ଚିଯିବାରୁ ଅଭିଯୁକ୍ତ କୌଶଳକ୍ରମେ ଗ୍ରାମବାସୀଙ୍କୁ ଚକ୍‌ମା ଦେଇ ଘଟଣାସ୍ଥଳରୁ ଖସିଯାଇଛି।…
ଅଧିକ ଖବର ଦେଖନ୍ତୁ...