ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ରାଜ୍ୟପାଳଙ୍କୁ ହସ୍ପିଟାଲରେ ଭେଟିଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ରାଜ୍ୟପାଳ ଏସସି ଜମିରଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ଛାତିରେ ଯନ୍ତ୍ରଣା ହେବାରୁ ଜମିରଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଅପରାହ୍ନ ୨ଟା ୩୦ରେ ରାଜ୍ୟପାଳ ହଠାତ…
ଅଧିକ ଖବର ଦେଖନ୍ତୁ...

ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଦୀପାବଳିର ବାଣ ବ୍ୟବସାୟ ଓ ଉତ୍ସାହକୁ ବର୍ଷା ଧୋଇ ନେଇଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ମିଳିଥିବା ସୂଚନା ଅନୁସାରେ ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟପାଳ ଏସ୍‌ସି ଜମିର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ରାଜ୍ୟପାଳ ଏସସି ଜମିର ଗୁରୁବାର ଅସୁସ୍ଥ ହୋଇ ପଡ଼ିଛନ୍ତି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଅପରାହ୍ନ ୨ଟା ୩୦ରେ ରାଜ୍ୟପାଳ ହଠାତ ଅସୁସ୍ଥତା ଅନୁଭବ କରିଥଲେ। ତାଙ୍କୁ ଏକ ସ୍ୱତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ପୟା ଶ୍ରାଦ୍ଧ ଓ ଦୀପାବଳି ପାଇଁ ବଡ଼ଦେଉଳ ଓ ବଡ଼ଦାଣ୍ଡରେ ଭିଡ଼

ପୁରୀ: ଦୀପାବଳି ଓ ପୟା ଶ୍ରାଦ୍ଧ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୁରୀ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ। ଲକ୍ଷାଧିକ ଶ୍ରଦ୍ଧାଳୁ ଆଜି ପତୃପୁରୁଷଙ୍କୁ ପୀଣ୍ଡଦାନ ପାଇଁ ବଡ଼ଦେଉଳର ବାଇଶି ପାହାଚରେ ରୁଣ୍ଡ ହୋଇଛନ୍ତି। ଏହି ପବିତ୍ର ପର୍ବରେ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ…
ଅଧିକ ଖବର ଦେଖନ୍ତୁ...

ମହୁମାଛି ଆକ୍ରମଣରେ ବନ କର୍ମଚାରୀ ଆହତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନ ବିଭାଗ କର୍ମଚାରୀ ବିଭିନ୍ନ ସର୍ଭେ କରିବାକୁ ଯାଇ ଜଙ୍ଗଲ ମଝିରେ ମହୁମାଛି ଆକ୍ରମଣରେ ଆହାତ ହୋଇ ଫେରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଆଜି କରପା ପଞ୍ଚାୟତର ବିଜୟନଗର ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ସାନକୁଆଙ୍ଗକୁ ଯାଇ ଗଣ ପରିମାଣ ଓ…
ଅଧିକ ଖବର ଦେଖନ୍ତୁ...

ଜମି ବିବାଦ ପାଇଁ ଦଳିତ ପରିବାର ବାସନ୍ଦ

ନବରଙ୍ଗପୁର: ଜମି ବିବାଦକୁ କେନ୍ଦ୍ର କରି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଫୁଫୁଗାଁର ଗୋଟିଏ ପରିବାରକୁ ଗ୍ରାମବାସୀ ବାସନ୍ଦ କରିଛନ୍ତି। ଆଜି ଏମିତି କିଛି ଅଭିଯୋଗ ନବରଙ୍ଗପୁର ଉପଜିଲ୍ଲାପାଳଙ୍କ କରିଛନ୍ତି ବାସନ୍ଦ ପରିବାର। ସୂଚନା ଅନୁଯାୟୀ, ଫୁଫୁଗାଁ ଗ୍ରାମର ତ୍ରିନାଥ ଛକ ନିକଟ…
ଅଧିକ ଖବର ଦେଖନ୍ତୁ...

ଚେତିଲେ: ବାଣ ଦୋକାନ ହଟାଇବାକୁ ରେଳବାଇ ନିର୍ଦ୍ଦେଶକ

ରାଉରକେଲା: ରେଳନଗରୀ ବନ୍ଧମୁଣ୍ଡା ସେକ୍ଟର-ସିରେ ବିନା ଅନୁମତିରେ ଖୋଲା ଯାଇଥିବା ବାଣ ଦୋକାନ ହଟାଇବାକୁ ଆଜି ବନ୍ଧମୁଣ୍ଡା ରେଲେଓ୍ଵ ଅଧିକାରୀ ପି.ଗୋସ୍ୱାମୀ ନୋଟିସ ଜାରି କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଦୋକାନୀ ନହଟାଇଲେ ଆର୍‌ପିଏଫ୍‌କୁ ପ୍ରୟୋଗ କରାଯିବ ବୋଲି ଶ୍ରୀ ଗୋସ୍ୱାମୀ ସତର୍କ କରାଇ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌କୁ ପିଟିଲା କାର, ଜଣେ ଆହତ

ସାହାଜପାଲ: ବୌଦ୍ଧ ବ୍ଲକ୍‌ ତାଳସରଡ଼ା ପଞ୍ଚାୟତର ଏନ୍‌ଏଚ୍‌ ୫୭ ସାହାଜପାଲ ଠାରେ ଏକ ବାଇକ୍‌ ଇଣ୍ଡିକା କାର ଧକ୍କା ଦେବାରୁ ବାଇକ୍‌ ଆରୋହୀ ଆହତ ହୋଇଛନ୍ତି। ବୁଧବାର ଅପରାହ୍ନ ୧ଟା ସମୟରେ ବୌଦ୍ଧ ଆଡୁ ସୋନପୁର ଅଭିମୁଖେ ଆସୁଥିବା ଏକ ନମ୍ବର ବିହୀନ ବାଇକ୍‌କୁ ସାହାଜପାଲ ପୃଷ୍ଟି ଗ୍ୟାରେଜ ପାଖରେ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷୟିତ୍ରୀଙ୍କ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଲକ୍ଷ୍ମୀପୁର ପଞ୍ଚାୟତ ଅନ୍ତର୍ଗତ ମନୋହରପୁର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁନୀତା ସିଂଙ୍କ ବଦଳି ହୋଇଛି। ବଦଳି ବାତିଲ ନେଇ ବାରମ୍ବାର ସ୍କୁଲ ଶିକ୍ଷା କମିଟି ଓ ଗ୍ରାମବାସୀ ଉଚ୍ଚଅଧିକାରୀଙ୍କୁ ଜଣାଇ ଆସୁଥିଲେ।…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ୨ ଗୁରୁତର

ଟିଟିଲାଗଡ଼: ବୁଧବାର ଟିଟିଲାଗଡ଼ ବେଲଗାଁ ଜାତୀୟ ରାଜପଥ ୫୯ର ଝାରଦେବନ୍ଧ ଶିବ ମନ୍ଦିର ନିକଟରେ ଏକ ସଡ଼କ ଦୁର୍ଘଟଣା ହୋଇଯାଇଛି। ଏଥିରେ ଲଇତରା ଗାଁର ପୃଥୀରାଜ ମହାନନ୍ଦ (୩୪) ଓ ତ୍ରିନାଥ ମହାନନ୍ଦ (୫୦) ଗୁରୁତର ଆହତ ହୋଇଛି। ସେମାନଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ…
ଅଧିକ ଖବର ଦେଖନ୍ତୁ...