ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଭିତରକନିକାରେ ବିଦେଶୀ ପକ୍ଷୀ

ରାଜନଗର : ଭିତରକନିକାରେ ପାଦ ଥାପିଛନ୍ତି ବିଦେଶାଗତପକ୍ଷୀ। ୧୫ ଦିନ ମଧ୍ୟରେ ପ୍ରାୟ ପ୍ରାୟ ୧୦ ହଜାର ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀ ଭିଡ ଜମାଇଛନ୍ତି। ଏହି ପକ୍ଷୀଙ୍କ କାକଳିରେ ଭିତରକନିକା ଏବେ ଫାଟିପଡୁଛି। ସୂଚନା ଅନୁସାରେ, ଏହି ଆଗନ୍ତୁକ ପକ୍ଷୀମାନେ ବଙ୍ଗୋପସାଗର ତଟବର୍ତ୍ତୀ ସାତଭାୟା…
ଅଧିକ ଖବର ଦେଖନ୍ତୁ...

ଗୋଡ଼ ଖସି ଯିବାରୁ ବିଧାୟିକା ରାଜଶ୍ରୀ ମଲ୍ଲିକ ଗୁରୁତର, ଏସ୍‌ସିବି ସ୍ଥାନାନ୍ତର

ତିର୍ତୋଲ/ପାରାଦୀପ: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତୋଲ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକ ଶନିବାର ଗୁରୁତର ଆହତ ହୋଇଛନ୍ତି। ତିର୍ତୋଲ ବ୍ଲକ ସଦ୍‌ଭାବନା ଗୃହରେ ଶେଷ ହୋଇଥିବା ଦିବ୍ୟାଙ୍ଗ ସଚେତନତା ଶିବିରରେ ସେ ଯୋଗ ଦେଇଥିଲେ। ଅପରାହ୍ଣ ୩ଟା ୩୦ରେ ଏହି ବୈଠକ ଶେଷ ହୋଇଥିଲା। ବୈଠକ…
ଅଧିକ ଖବର ଦେଖନ୍ତୁ...

ଚେକ୍‌ ବାଉନ୍‌ସ ମାମଲାରେ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତିଙ୍କ ଘରେ ପୁଲିସର ଚଢ଼ାଉ

ବାରିପଦା: ଏକ ଜମିବାଡ଼ି ଓ ଚେକ୍‌ ବାଉନ୍ସ ମାମଲାରେ କମିଶନରେଟ୍‌ ପୁଲିସ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରିଛି। ଗତକାଲି ରାତି ପ୍ରାୟ଼ ୩ଟା ସମୟରେ ଭୁବନେଶ୍ୱର ଇନ୍‌ଫୋସିଟି ପୁଲିସ ବାରିପଦା ଟାଉନ୍‌ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ: ଉଜୁଡ଼ା ଫସଲ ଦେଖି ଆତ୍ମହତ୍ୟା କଲେ ଚାଷୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍‌ର ବଉଳଝରି ଗ୍ରାମର ଜଣେ ଚାଷୀ ଆଜି ବିଷ ପାନ କରି ଆତ୍ମହତ୍ୟା କରିଛନ୍ତି। ଲଘୁଚାପଜନିତ ଲଗାଣ ବର୍ଷାରେ ଫସଲ ନଷ୍ଟ ହୋଇଥିିବରୁ ମାନସିକ ଭାରସାମ୍ୟ ହରାଇ ବଉଳଝରି ଗ୍ରାମର ରାଜେନ୍ଦ୍ର ଭୂୟାଁ ନାମକ ଜଣେ ୪୮ ବର୍ଷୀୟ ଚାଷୀ ଆତ୍ମହତ୍ୟା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଦୁର୍ଦ୍ଦିନରେ ବିଜୁଙ୍କ ଘନିଷ୍ଠ ହରମୋହନ

କେନ୍ଦ୍ରାପଡ଼ା : ଘରେ ସେମିତି କାଠ ଚୌକିଟି ପଡ଼ିଛି। ଏହି ଚୌକିରେ ଦିନେ ବିଜୁ ବାବୁ ଆସି ତାଙ୍କ ଘରେ ବସୁଥିଲେ। ସ୍ୱାଭିମାନର କଥା କହୁଥିଲେ। ବିଜୁଙ୍କ ଆଦର୍ଶରେ ଅନୁପ୍ରାଣିତ ସ୍ୱାଭିମାନୀ ପୁରୁଷ କେନ୍ଦ୍ରାପଡ଼ା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ହରମୋହନ ପତି(୮୪) ଆଜି ପରିଣତ ବୟସରେ, ଘୋର…
ଅଧିକ ଖବର ଦେଖନ୍ତୁ...

ଦୁର୍ବଳ ହେଲା ଅବପାତ: ୨୦ ସୁଦ୍ଧା ଫେରିବ ଥଣ୍ଡା

ଭୁବନେଶ୍ୱର : ଆଜି ଲଘୁଚାପରୁ ଘନୀଭୂତ ହୋଇଥିବା ଅବପାତ ଓଡ଼ିଶା ଉପକୂଳଠାରୁ ଦୂରେଇ ଯିବା ପରେ ଦୁର୍ବଳ ହୋଇପଡ଼ିଛି। ଏହା ପୁଣି ଏହାର ପୂର୍ବାବସ୍ଥା ସ୍ପଷ୍ଟଚିହ୍ନିତ ଲଘୁଚାପକୁ ଫେରିଛି। ଏହାର ପ୍ରଭାବରେ ଆସନ୍ତାକାଲି ଉପକୂଳ ଏବଂ ଉତ୍ତର ଓଡ଼ିଶାରେ କାଁ ଭାଁ ବର୍ଷା ହେବ। ପବନର ବେଗ କମିଥିଲେ ବି…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝରରେ ‘ଆଦିରଙ୍ଗ ମହୋତ୍ସବ’ ଆରମ୍ଭ

କେନ୍ଦୁଝର : ଭାରତୀୟ ନୃତ୍ୟ ପରମ୍ପରାର ପ୍ରାଣ ହିଁ ଏହି ଆଦିବାସୀଙ୍କ ନୃତ୍ୟରେ ରହିଛି ବୋଲି ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା ପକ୍ଷରୁ ଆୟୋଜିତ ତିନିଦିନିଆ ‘ଆଦିରଙ୍ଗ ମହୋତ୍ସବ’ ଉଦ୍‌ଘାଟନୀ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ନ୍ୟାସନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମା, ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଫସଲ ପରେ ଗୋଠ ସଫା!

ବ୍ରହ୍ମପୁର : ଗତ ୪ଦିନ ଧରି ଲାଗି ରହିଥିବା ବର୍ଷା ଚାଷୀଙ୍କୁ ସର୍ବସ୍ୱାନ୍ତ କରିଛି। କ୍ଷେତରୁ ପାଚିଲା ଧାନ ନଷ୍ଟ କଲା ପରେ ଏବେ ଗାଈ ଗୋଠ ଉପରେ ଦାଉ ସାଧିଛି। ଗଂଜାମ ଜିଲ୍ଲାରେ ଗତ ଦୁଇ ଦିନରେ ଦୁଇଶହରୁ ଅଧିକ ଗାଈଗୋରୁ ମଲେଣି। ଖୋଲା ଆକାଶ ତଳେ ରହୁଥିବା ଗାଈଗୋରୁ ବେଶି ସଂଖ୍ୟାରେ ମରୁଥିବା…
ଅଧିକ ଖବର ଦେଖନ୍ତୁ...

ଏନ୍‌ଜିଟିରେ ଜବାବ ରଖିଲେ ପଶ୍ଚିମ ମେଦିନିପୁର ଏସ୍‌ପି

ଜଳେଶ୍ୱର : ସୁବର୍ଣ୍ଣରେଖାରୁ ବେଆଇନ ବାଲି ଉତ୍ତୋଳନ ମାମଲାରେ ଆଜି କୋଲକତା ଏନ୍‌ଜିଟିରେ ଜବାବ ରଖିଛନ୍ତି ପଶ୍ଚିମ ମେଦିନିପୁର ଏସ୍‌ପି। ଏସ୍‌ପି କୋର୍ଟରେ ତାଙ୍କର ଆକ୍ସନ ଟେକେନ ରିପୋର୍ଟ (ଏଟିଆର) ଦାଖଲ କରିଛନ୍ତି। ଏଣେ ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ମଧ୍ୟ ଜବାବ ରଖିଛି। ଆଜି…
ଅଧିକ ଖବର ଦେଖନ୍ତୁ...

ଚୁପ୍‌ କାହିଁକି?

ମହିଳା ସଂଗଠନର ସ୍ୱର ବି ଶୁଣାଯାଉନି ଏମାନଙ୍କ ପାଇଁ ମହିଳାଙ୍କ ଇଜ୍ଜତ ମୂଲ୍ୟହୀନ! ଭୁବନେଶ୍ୱର : ଗୋଟିଏ ପରେ ଗୋଟିଏ ନଗ୍ନ ଭିଡିଓ, ଫଟୋ ଭାଇରାଲ୍‌ ହେଉଛି। ସ୍କୁଲ୍‌, କଲେଜ ପଢ଼ୁଆ ଛାତ୍ରୀ, ମହିଳାଙ୍କ ଇଜ୍ଜତ ବାଜିରେ ଲାଗିଛି। ସାରା ରାଜ୍ୟରେ ଏନେଇ କୋକୁଆ ଭୟ। ଅଭିଭାବକମାନେ ଚିନ୍ତାରେ।…
ଅଧିକ ଖବର ଦେଖନ୍ତୁ...