ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

୩ ଘଣ୍ଟାରେ ଦୁଇଟି ବିଷୟ

ଭୁବନେଶ୍ୱର : ସବୁ ବର୍ଷ ଯୁକ୍ତ୨ ପରୀକ୍ଷା ସମୟରେ ବିବାଦ ଘେରରେ ରହୁଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏଥର ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ କରିବା କ୍ଷଣି ବିବାଦ ଘେରକୁ ଆସିଛି। ପୂର୍ବରୁ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ଉଦ୍ଭିଦ ବିଜ୍ଞାନ ଏବଂ ପ୍ରାଣୀ ବିଜ୍ଞାନ ପରୀକ୍ଷା ଅଲଗା ଅଲଗା…
ଅଧିକ ଖବର ଦେଖନ୍ତୁ...

ଭିତ୍ତିଭୂମି ଅଛି, ଅଶାନୁରୂପ ଉତ୍ପାଦନ ହେଉନି

ଓଡ଼ିଶାକୁ ଆଇସିଏଆର ଦେବ କୃଷି ଖସଡ଼ା ଭୁବନେଶ୍ୱର : ଚକଡ଼ା ପୋକକୁ ନେଇ ଚାଲିଛି ରାଜନୀତି। କେନ୍ଦ୍ର ଓ ରାଜ୍ୟ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଏଭଳି ସମୟରେ କେନ୍ଦ୍ର କୃଷି ସଚିବ ଏବଂ ଆଇସିଏଆର ମହାନିର୍ଦେଶକ ଆଜି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। କୃଷିର ବିକାଶ ଲାଗି ଓଡ଼ିଶାରେ…
ଅଧିକ ଖବର ଦେଖନ୍ତୁ...

ଉପକୂଳରେ ଶିଳ୍ପ ଲଢ଼େଇ

ଯାଜପୁର/ଜଗତ୍‌ସିଂହପୁର : ଶିଳ୍ପାୟନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯେଉଁ ପ୍ରସ୍ତାବିତ ଚିତ୍ର ରହିଛି, ସେଥରେ ‘ଫୋକସ୍‌’ରେ ରହିଛି ଯାଜପୁର ଓ ପାରାଦୀପ। ଉଭୟ ସରକାର ଉପକୂଳର ଏହି ପ୍ରମୁଖ ସ୍ଥାନରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଶିଳ୍ପାୟନ ନାଁରେ…
ଅଧିକ ଖବର ଦେଖନ୍ତୁ...

ନିମୋନିଆ ଦୂର ପାଇଁ ଭାରତୀୟ ଶିଶୁ ଚିକିତ୍ସକ ଏକାଡେମିର ଆହ୍ଵାନ

ଭୁବନେଶ୍ୱର : ନିମୋନିଆ ରୋଗ ଦେଶରେ ୫ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ମୃତ୍ୟୁର ଏକ ପ୍ରମୁଖ କାରଣ ପାଲଟିଛି । ଏହାର ନିୟନ୍ତ୍ରଣ ଉପରେ ଇଣ୍ଡିଆନ ଏକାଡେମି ଅଫ ପେଡିଆଟ୍ରିକ୍ସ (ଆଇଏପି) ଭୁବନେଶ୍ୱର ଚାପ୍ଟରର ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରିଛନ୍ତି। ନଭେମ୍ବର ୧୨ରେ ବିଶ୍ୱ ନିମୋନିଆ ଦିବସ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷା କ୍ଷେତ୍ରରେ ଆଗୁଆ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା

ଭୁବନେଶ୍ୱର : ଓଡ଼ିଶାରେ ସାମାଜିକ ଅର୍ଥନୈତିକ ପ୍ରଗତିର ଚିତ୍ର କିପରି ରହିଛି। ଜିଲ୍ଲାଗୁଡ଼ିକର ଉନ୍ନତିରେ ରାଜ୍ୟର ବିକାଶ ନିହିତ ଥିବା କୁହାଯାଉଥିବାବେଳେ ସତରେ କଣ ଜିଲ୍ଲାର ବିକାଶ ହେଉଛି? ବିକାଶର ମାପଦଣ୍ଡରେ କଣ ଉତ୍ତୀର୍ଣ୍ଣ ହେଉଛନ୍ତି ରାଜ୍ୟର ୩୦ଟି ଜିଲ୍ଲା? ଏ ସମସ୍ତ ବିଷୟକୁ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଧାନର ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ : ଏଥର ପ୍ରଧାନମନ୍ତ୍ରୀଙ୍କୁ ନିଜେ ଲେଖିବେ ବାଚସ୍ପତି

ଭୁବନେଶ୍ୱର : ଧାନର କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟକୁ ୨୯୩୦ ଟଙ୍କା ଧାର୍ଯ୍ୟ କରାଯିବା ନେଇ ବିଧାନସଭା ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଦୁଇ ଦୁଇ ଥର ପ୍ରସ୍ତାବ ଦେଇଛି। ଏ ନେଇ ଗୃହ କମିଟି ପକ୍ଷରୁ ଚିଠି ଦିଆଯାଇଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ…
ଅଧିକ ଖବର ଦେଖନ୍ତୁ...

କୋଟପାଡ଼ରେ ପଢ଼ିବେ କୁନ୍ଦୁଲି ପୀଡ଼ିତା

କୋରାପୁଟ : କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କୁ କୋଟପାଡ଼ର ଏକ ସରକାରୀ ବିଦ୍ୟାଳୟରେ ପଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ସେଥିପାଇଁ ତାଙ୍କୁ କୋରାପୁଟର ଶିଶୁ ପରିଚର୍ଯ୍ୟା କେନ୍ଦ୍ରରୁ କୋଟପାଡ଼ର ଛାତ୍ରୀନିବାସକୁ ନିଆଯାଇଛି। କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳରେ ଏହି ନବମ ଶ୍ରେଣୀ…
ଅଧିକ ଖବର ଦେଖନ୍ତୁ...

ବାହାରିଲାନି ସମାଧାନର ବାଟ

୨୦ରେ ବିଭାଗୀୟ ଓ ୨୧ରେ ଉଚ୍ଚ କ୍ଷମତା କମିଟି ବୈଠକ ଭୁବନେଶ୍ୱର : ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ଓ ଶିକ୍ଷା ସହାୟକଙ୍କ ସମସ୍ୟାର ସମାଧାନ ବାଟ ବାହାରୁନି। ଗତ ୧୩ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଟି ସହ ଉଭୟ ଶିକ୍ଷକ ସଙ୍ଗଠନ ଆଲୋଚନା କରିବା ପରେ ଆଜି ଉଚ୍ଚ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ଖୋଲୁ ସି-ଡାକ୍‌ ଆଞ୍ଚଳିକ କେନ୍ଦ୍ର

ଭୁବନେଶ୍ୱର : କେନ୍ଦ୍ର ଆଇନ୍‌ ତଥା ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି। ଏହି ଗସ୍ତର ଅବ୍ୟବହିତ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏକ ଚିଠି ଲେଖି ରାଜ୍ୟର ଦାବି ରଖିଛନ୍ତି। ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ରାଜ୍ୟରେ ବିପୁଳ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ : ଓଡିଶା ହାଇକୋର୍ଟରେ ୯ଟି ବିଚାରପତି ପଦ ଖାଲି ପଡିଥିବା ବେଳେ କାର୍ଯ୍ୟରତ ବିଚାରପତି ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି ପ୍ରତିବାଦରେ ଆଜି ଆଇନଜୀବୀ ମାନେ କାର୍ଯ୍ୟ ବନ୍ଦ କରିଛନ୍ତି। ଗତକାଲିଠାରୁ ଏହି ଆନ୍ଦୋଳନ ଗତକାଲିଠାରୁ ଆରମ୍ଭ ହୋଇଛି। ହାଇକୋର୍ଟ ବାର୍‌…
ଅଧିକ ଖବର ଦେଖନ୍ତୁ...