ଆମାଜନ୍ ଫେଶନ୍ ପକ୍ଷରୁ ଭାଲେଣ୍ଟାଇନ ଡେ ଉପଲକ୍ଷେ ସ୍ୱତନ୍ତ୍ର ସେଲ୍

ନୂଆଦିଲ୍ଲୀ : ଅନଲାଇନ୍ ସପିଂ ସଂସ୍ଥା ଆମାଜନ୍ ଫେଶନ୍ ପକ୍ଷରୁ ଚଳିତ ଭାଲେଟାଂଇନ୍ ଡେ ଅବସରରେ ସାମଗ୍ରୀର ୱାର୍ଡରୋବ୍ ସେଲ୍ ସମ୍ପର୍କରେ ଘୋଷଣା କରାଯାଇଛି । ୧,୯୯୯ଟଙ୍କା ମଧ୍ୟରେ ମହିଳା ଏବଂ ପୁରୁଷଙ୍କ ପାଇଁ ଏହା ଉପଲବ୍ଧ ହେଉଛି ।

ଏହି ଅବସରରେ ଆମାଜନ ଫେଶନରେ ମହିଳାଙ୍କ ପାଇଁ ଫ୍ଲଲେସ୍ ବେସ୍ ଉପଲବ୍ଧ ହେଉଛି । ସେଥି ମଧ୍ୟରେ କ୍ଲିନଜ୍, ଟୋନ୍ ଏବଂ ଉପଯୋଗୀ
ଆପଲାଏ ପ୍ରିମିୟର ସ୍କିନ୍ ଉପଲବ୍ଦ ହେଉଛି । ଏସବୁ ମଧ୍ୟରେ ମେବିଲାଇନ୍ ଫିଟ୍ ମି ଫାଉଣ୍ଡେସନ୍, କୋଲବାର୍ ପରଫେକ୍ଟ ମ୍ୟାଚ୍ ବିବି କ୍ରିମ୍, ଲାକମୀର ୫ରୁ ୯ଟି ଫାଉଣ୍ଡେସନ ଉପଲବ୍ଧ ହେଉଛି ।

ସେହିପରି ବ୍ଲଶିଂ ମଧ୍ୟରେ ବୋଲ୍ଡ କୋରାଲ, ସଫ୍ଟ ପିଙ୍କ୍, ୱାର୍ମ ପିଚ୍ ଆଦି ଉପଲବ୍ଧ ହେଉଛି । ସେଥି ମଧ୍ୟରେ ମେକଅପ ରିଭୋଲୁ୍ୟସନ୍ କଲର ପାଟଲେଟ୍, ଏଲଏ ଗାର୍ଲ ବିୟୁଟି ବ୍ରିକ୍ ବ୍ଲଶ୍ ଆଦି ଗଚ୍ଛିତ ରହିଛି ।

ପପ୍ ରେଡ୍ ମଧ୍ୟରେ ୟେଲୋ ହାର୍ଟ ରୋଜ୍ ଗୋଲ୍ଡ ପ୍ଲାଟେଡ୍ ହାର୍ଟ ଶେପଡ୍ ଇୟରିଂ, ମେବିଲିୟନ୍ କଲର ଲିପଷ୍ଟିକ ଚେରୀ ଚିକ୍, ମୋଡ ବାଏ ରେଡ୍ ଟେପ୍ ୱମେନ ସାଣ୍ଡାଲ ଆଦି ମହଜୁଦ୍ ରହିଛି ।

ସ୍ଲିଭ୍ ମଧ୍ୟରେ ୦ ସାଇଜରୁ୧୦ ପର୍ଯ୍ୟନ୍ତ ଉପଲବ୍ଧ ହେଉଛି । ଏଥିରେ ଶିଫ୍ଟ ଡ୍ରେସ୍, ମ୍ୟାକ୍ସି ଡ୍ରେସ୍, ନେଭି ବ୍ଲୁ, ବେବି ପିଙ୍କ, ରେଡ୍, ମଷ୍ଟରଡ୍ ୟୋଲେ ଆଦି ମହଜୁଦ୍ ରହିଛି । ଷ୍ଟକ୍ ବେ ଲଭ୍ ୱାନ ସୋଲଡର ଡ୍ରେସ୍ ଏବଂ ମିସ୍ ଚାସ୍ ବ୍ଳାକ୍ ଶିଫ୍ଟ ଡ୍ରେସ୍ ଆଦି ଗଚ୍ଛିତ ରହିଛି ।

ସେହିପରି ପୁରୁଷଙ୍କ ଉଇପଯୋଗୀ ଆରୋ ଫର୍ମାଲ ଶାର୍ଟ, ଲିନୋସ୍ପିୟର ପକେଟ୍ ସ୍କୋୟାର, ଟାଇ   ଆଦି ମହଜୁଦ୍ ରହିଛି ।ସ୍ନେକର ମଧ୍ୟରେ ପୋଲୋ ଟି-ସାର୍ଟ ଇସକ୍ୟାରିଓ ଏବଂ ରେଡ୍ ଟେପ୍ ଆଦିର ମହଜୁଦ୍ ରହିଛି । ବିଭିନ୍ନ ପୁରୁଷ ଉପଯୋଗୀ ପ୍ରସାଧାନ ସମାଗ୍ରୀ ମଧ୍ୟରେ ଉସଷ୍ଟା ମୋଚ୍ ଏବଂ ବିୟର୍ଡ ଅଏଲ୍, ବିୟର୍ଡୋ ମୁଚ୍ ଏବଂ ବିୟର୍ଡ ୱାକ୍ସ୍, ବମ୍ବେ ଶେଭିଂ କମ୍ପାନୀ ବିୟର୍ଡ ବଟର ଆଦି ରହିଛି ।

ସମ୍ବନ୍ଧିତ ଖବର