ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ବନ୍ୟା ଜଳରେ ଭାସିଯାଇ ଯୁବକ ନିଖୋଜ

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତ ଖଜୁରୀମାଳ ଗ୍ରାମର ରାଜେଶ ପଣ୍ଡା(୨୨) ବନ୍ୟା ଜଳରେ ଭାସିଯାଇଥିବା ଜଣାପଡିଛି। ସେ ଗତକାଲି ରାତିରେ ଭଦ୍ରକରୁ ଘରକୁ ଫେରିବା ବାଟରେ ଧୂଷୁରୀ -ମଙ୍ଗଳପୁର ରାସ୍ତାରେ ଏକ ବାଇକରେ (ଓଡ଼ି - ୦୪ଏସ - ୪୧୨୯) ଆସୁଥିବାବେଳେ ବନ୍ୟା ଜଳରେ…
ଅଧିକ ଖବର ଦେଖନ୍ତୁ...

ଧସୁଛି ୧୭ କୋଟିର ନଦୀବନ୍ଧ ରାସ୍ତା

ବିଂଝାରପୁର: ନିର୍ମାଣର ଏକମାସ ମଧ୍ୟରେ ଧସିଯାଇଛି ୧୭ କୋଟି ଟଙ୍କାର ଖରସ୍ରୋତା ନଦୀବନ୍ଧ ରାସ୍ତା। ବିଂଝାରପୁର ପୂର୍ତ୍ତ ବିଭାଗ ଅଧୀନ ଖରସ୍ରୋତା ନଦୀବନ୍ଧର ଗୁହାଳିଠାରୁ ସିଂହପୁର ପର୍ଯ୍ୟନ୍ତ ୧୭ କୋଟି ବ୍ୟୟବରାଦରେ ୨୦ କିଲୋମିଟର ରାସ୍ତାର ପୁନଃନିର୍ମାଣ କରାଯାଇଛି। ନିର୍ମାଣ କାର୍ଯ୍ୟ ଶେଷ…
ଅଧିକ ଖବର ଦେଖନ୍ତୁ...

ବନ୍ୟା ଦୁର୍ଦ୍ଦଶା, ନଦୀବନ୍ଧ ପାଲଟିଛି କୁକୁଡ଼ା ଫାର୍ମ

ଯାଜପୁରସଦର: ବାସ ଉଜାଡ଼ି ଦେଇଛି ବନ୍ୟା। ମଣିଷ ସହ ଗୋରୁ, ଛେଳି ଓ  କୁକୁଡ଼ାଙ୍କ ଆଶ୍ରୟସ୍ଥଳ ପାଲଟିଛି ନଦୀବନ୍ଧ। ବନ୍ୟା ବିଭୀଷିକା ସମୟରେ ନଦୀବନ୍ଧ ଅସ୍ଥାୟୀ କୁକୁଡ଼ା ଫାର୍ମ‌ରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। ଯାଜପୁର ବ୍ଲକ ଦେବିଲି ପଞ୍ଚାୟତ ବଣିଆପାଟଣା ଗ୍ରାମର ଖରସ୍ରୋତା…
ଅଧିକ ଖବର ଦେଖନ୍ତୁ...

ବନ୍ଧ ଉପରେ ରୋ​ଷେଇ, ଜରିପାଲ ତଳେ ରାତ୍ରିଯାପନ

ବ୍ରହ୍ମବରଦା: ବ୍ରାହ୍ମଣୀରେ ବନ୍ୟାପାଣି ଆସିବା ପରେ ଯାଜପୁର ବ୍ଲକ ଝାଲପଡ଼ା ପଞ୍ଚାୟତର ସାନବାଗସାହି ଓ ଝାଲପଡ଼ା ଗ୍ରାମର ଶତାଧିକ ନଦୀକୂଳିଆ ପରିବାର ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି। ଗତକାଲି ଶତାଧିକ ପରିବାର ପିଲାଛୁଆ ଧରି ବନ୍ଧରେ ରାତ୍ରିଯାପନ କରିଥିବାବେଳେ ଆଜି ଅନେକ ପରିବାର ରୋଷେଇ…
ଅଧିକ ଖବର ଦେଖନ୍ତୁ...

ଯାଜପୁର ମୈଥାନ ଇସ୍ପାତ କାରଖାନାରେ ଦୁର୍ଘଟଣା: ଗରମ ତରଳ ଲୁହାରେ ଜଳି ଜଣେ ଶ୍ରମିକ ମୃତ, ୭ ଗୁରୁତର

ଯାଜପୁର: ଯାଜପୁର କଳିଙ୍ଗନଗର ମୈଥାନ ଇସ୍ପାତ କାରଖାନାରେ ଦୁର୍ଘଟଣା ଘଟିଛି | ଗରମ ତରଳ ଲୁହାରେ ଜଳି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଶ୍ରମିକ ଗୁରୁତର ହୋଇପଡିଛନ୍ତି | କାରଖାନା ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି | ମିଳିଥିବା ସୂଚନା ମୁତାବକ ଗତକାଲି କ୍ରେନ ଦ୍ଵାରା ହଟ୍…
ଅଧିକ ଖବର ଦେଖନ୍ତୁ...

ବ୍ରାହ୍ମଣୀ ଓ ଖରସ୍ରୋତାରେ ବନ୍ୟା: ବରୀ, ରସୁଲପୁର, ବ୍ରହ୍ମବରଦାକୁ ବିପଦ

ଯାଜପୁର: ବୈତରଣୀ ବନ୍ୟା ପରେ ଏବେ ବ୍ରାହ୍ମଣୀ ଏବଂ ଖରସ୍ରୋତା ଉଛୁଳିଛି। ବୈତରଣୀ ଜଳସ୍ତର ଆଖୁଆପଦାଠାରେ ବିପଦ ସଂକେତ ଉପରେ ଥିଲେ ମଧ୍ୟ କମିବାରେ ଲାଗିଛି। ଅପରପକ୍ଷରେ ବ୍ରାହ୍ମଣୀ ଜଳସ୍ତର ଜେନାପୁରଠାରେ ସତର୍କ ସଙ୍କେତ ଉପରେ ଥିବାରୁ ବରୀ, ବ୍ରହ୍ମବରଦା ଓ ରସୁଲପୁର ବ୍ଲକ୍‌ ପ୍ରତି ବିପଦ…
ଅଧିକ ଖବର ଦେଖନ୍ତୁ...

ଧସିଲା ୬୦ ଫୁଟର ବୈତରଣୀ ନଦୀବନ୍ଧ, ଦୋଷ ଲୁଚାଇବାକୁ ଢଙ୍କାଗଲା ପାଲ

ଦଶରଥପୁର: ଲୋକମାନଙ୍କ ଧନସମ୍ପତ୍ତିକୁ ସୁରକ୍ଷା ରଖିବା ପାଇଁ ସରକାର ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଏବଂ ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ କୋଟି କୋଟି ଟଙ୍କା ପାଣିରେ ପଡୁଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

କାଣୀନଦୀରେ ନିଶ୍ଚିତ ଘାଇକୁ ନିୟନ୍ତ୍ରଣ କଲେ ଗ୍ରାମବାସୀ

ଦଶରଥପୁର: ବର୍ଷା ଦିନ ଆସିଲେ ଯାଜପୁର ଜିଲ୍ଲା ଦଶରଥପୁରବାସୀଙ୍କ ପାଇଁ ଦୁଃଖ ଆସିଯାଏ। କାଣୀ ଆଉ ବୈତରଣୀ ନଦୀରେ ବନ୍ୟା ଜଳ ଆସିଥାଏ। ଚଳିତ ବର୍ଷାରେ  କାଣୀ ଓ ବୈତରଣୀ ନଦୀରେ ପ୍ରବଳ ବନ୍ୟା ଆସିଛି। କାଣୀ ନଦୀ ଆଠଗଢ଼ିଆ ଠାରୁ ବାହାରି ଅହିୟାସ ମଲ୍କିକାପୁର କଣ୍ଟାପଡ଼ା ଦେଇ ପ୍ରବାହିତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଯାଜପୁରରେ ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜସ୍ବ ମନ୍ତ୍ରୀ

ଯାଜପୁର: ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଉପୁଜି ଥିବା ବନ୍ୟା ପରିସ୍ଥିତିର ମୁକାବିଲା କରିବା ଲାଗି ବୁଧବାର ଦିନ ଏକ ଜରୁରୀ ବୈଠକ ସ୍ୱତନ୍ତ୍ର ରିଲିଫ କମିସନର(ଏସ୍‌ଆରସି)ଙ୍କ ସହିତ କରି ସାରିବା ପରେ ଗୁରୁବାର ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯାଜପୁର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ରାସ୍ତା ଉପରେ ୪ଫୁଟର ପାଣି ଚାଲିଥିବାରୁ ଗମନାଗମନ ବାଧାପ୍ରାପ୍ତ

ବାଲେଶ୍ୱର/ଦଶରଥପୁର: ଆଜି ସକାଳୁ ବାଲେଶ୍ଵରରେ ବର୍ଷା ନଥିବା ସତ୍ତ୍ୱେ ଅନେକ ରାସ୍ତା ଉପରେ ପାଣିର ସୁଅ ଛୁଟିଛି। ବାଲେଶ୍ବର ସଦର ବ୍ଲକ କେଶରପୁର ମୁଖ୍ୟରାସ୍ତାର ବଇଁଚା ଠାରେ ରାସ୍ତା ଉପରେ ୪ଫୁଟର ପାଣି ଚାଲିଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇ ହୋଇଛି। ଏହି ରାସ୍ତାରେ ଆଜି ସକାଳେ ଜଣେ ଯୁବକ…
ଅଧିକ ଖବର ଦେଖନ୍ତୁ...