ଅନୁସନ୍ଧାନ କରୁଥିବା ବର୍ଗ

ନବରଙ୍ଗପୁର

ବିବାହ ପ୍ରଲୋଭନ ଦେଖାଇ ଯୁକ୍ତ ଦୁଇ ଛାତ୍ରୀଙ୍କ ସହ ଶାରୀରିକ ସଂପର୍କ ଓ ପ୍ରତାରଣା, ଡାବୁଗାଁ ଥାନାରେ ଏତଲା

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଂଚଳର ଜଣେ ଯୁକ୍ତ ଦୁଇ ବିଜ୍ଞାନର ପ୍ରଥମ ବର୍ଷ ଛାତ୍ରୀକୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ବନ୍ଧ ରଖିବା ସହ ପ୍ରତାରଣା କରିଥିବା ନେଇ ଛାତ୍ରୀ ଜଣକ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି। ଦୀର୍ଘ ୧୦ ଦିନ ଛାତ୍ରୀଙ୍କୁ ଅଜଣା ସ୍ଥାନରେ ଲୁଚାଇ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକ ଅଭାବ ନେଇ ବିଦ୍ୟାଳୟରେ ତାଲା ଠୁଙ୍କିଲେ ଗ୍ରାମବାସୀ, ଫାଟକ ସମ୍ମୁଖରେ ଧାରଣା ଦେଲେ ପିଲା

ଡାବୁଗାଁ: ଗୋଟିଏ ସପ୍ତାହ ପରେ ପିଲାଙ୍କ ବାର୍ଷିକ ବୋର୍ଡ ପରୀକ୍ଷା। ପରୀକ୍ଷା ପାଇଁ ପିଲାଙ୍କ ପ୍ରସ୍ତୁତି ଚାଲିଥିବା ବେଳେ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନ କରାଯିବା ପରେ ତାତି ଛନ୍ତି ଗ୍ରାମବାସୀ। ଶିକ୍ଷକ ପଦବି ପୂରଣ ନ ହେବା ଯାଏଁ ବିଦ୍ୟାଳୟ ରେ ତାଲା ଠୁଙ୍କିବା ସହ ଫାଟକ ସମ୍ମୁଖରେ…
ଅଧିକ ଖବର ଦେଖନ୍ତୁ...

ସମସ୍ୟା ଘେରରେ ୧୪୭ ବର୍ଷର ପୁରୁଣା ବିଦ୍ୟାଳୟ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ଭୂତ ପୂର୍ବ ବୋର୍ଡ ପ୍ରାଥମିକ ବିଦ୍ୟାଳୟ ସଂପ୍ରତି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଦୀର୍ଘ ୧୪୭ବର୍ଷର ପୁରୁଣା ଏହି ବିଦ୍ୟାଳୟ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୨ଶହ ମିଟର ଦୂରରେ ରହିଛି। ତଥାପି…
ଅଧିକ ଖବର ଦେଖନ୍ତୁ...

ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

ଡାବୁଗାଁ/ଝରିଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଧାମନାଗୁଡ଼ା- ସିଉନାଗୁଡ଼ା ଛକ ନିକଟରେ ଭାରସାମ୍ୟ ହରାଇ ଜଣେ ବାଇକ୍ ଚାଳକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଧାମନା ଗୁଡା ପଞ୍ଚାୟତ ଅନ୍ତର୍ଗତ ଢେପଗୁଡ଼ାର ସୁଶୀଲ ନାୟକ( ୩୦)। ଏ…
ଅଧିକ ଖବର ଦେଖନ୍ତୁ...

ଉମରକୋଟ ଜଙ୍ଗଲରେ ନିଆଁ: ମୂଲ୍ୟବାନ ଗଛ ପୋଡ଼ି ପାଉଁଶ

ନବରଙ୍ଗପୁର: ଗ୍ରୀଷ୍ମ ଆରମ୍ଭରୁ ଜଙ୍ଗଲରେ ନିଆଁ। ଅଗ୍ନିକାଣ୍ଡରେ ମୂଲ୍ୟବାନ ଗଛ ପୋଡ଼ି ପାଉଁଶ ହେବା ସାଙ୍ଗକୁ ବନ୍ୟପ୍ରାଣୀଙ୍କ ଜୀବନ ମଧ୍ୟ ଯାଉଛି। ନବରଙ୍ଗପୁର ଉମରକୋଟ ତହୋରା ପଞ୍ଚାୟତ ପଦମଝରୀ ଠାରୁ ଅର୍ଜୁନ ପାଣି ଯିବା ରାସ୍ତାକଡ଼ରେ ଥିବା ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଦୁଇ…
ଅଧିକ ଖବର ଦେଖନ୍ତୁ...

ମହୁମାଛି ଆକ୍ରମଣରେ ୫ ଗୁରୁତର ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ୬ମାସର ଶିଶୁର ମୃତ୍ୟୁ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଫୁଲଝରି ଗ୍ରାମରେ ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୫ ଜଣ ଗୁରୁତରଙ୍କ ମଧ୍ୟରୁ ୬ମାସର ଶିଶୁର ମୃତ୍ୟୁ ହୋଇଛି। ଆଜି ସକାଳ ୮ଟାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଫୁଲଝରି…
ଅଧିକ ଖବର ଦେଖନ୍ତୁ...

୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାବୁଗାଁ ଥାନା ଏଏସ୍‌ଆଇ

ନବରଂଗପୁର: ଏକ ଗଣ୍ଡଗୋଳ ମାମଲାର ରଫାଦଫା କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଏଏସଆଇ ସୀମାଂଚଳ ମହାରଣା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଗଣ୍ଡଗୋଳ ମାମଲାରେ ଦଫା କୋହଳ କରିବା ପାଇଁ ପାପଡାହାଣ୍ଡି ବ୍ଲକ ରାଉଁଳିଗୁଡାର ମକରନ୍ଦ ଜାନୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା: ଅଭଯୁକ୍ତ ଫେରାର

ଉମରକୋଟ: ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ମେନ୍ଦାବେଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଉଛନ୍ତି ତମରିନ ଭତ୍ରା। ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ନିଜ ଘରେ ଥିବା ବେଳେ ତମରିନଙ୍କୁ ସେହି ଗ୍ରାମର କିଛି ଲୋକ ମାରପିଟ୍…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର ଲୋକସଭା ଆସନ: ୩ ପ୍ରମୁଖ ଦଳରେ ଦ୍ବନ୍ଦ୍ବ

ନବରଙ୍ଗପୁର: ଦଳ ପରିବର୍ତ୍ତନ ଏବଂ ନୂଆ ନେତାଙ୍କ ଆଗମନ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ପୁରୁଣା ନେତାଙ୍କୁ ଭାଳେଣିରେ ପକାଇଛି। କର୍ମୀ ଓ ସମର୍ଥକ ମଧ୍ୟ ଏହି ବିଚିତ୍ର ସ୍ଥିତି ଯୋଗୁ ଅକଳରେ ପଡ଼ିଛନ୍ତି। ଏପରିସ୍ଥଳେ ସମସ୍ତ ଆଶାୟୀ ଦଳୀୟ ହାଇକମାଣ୍ଡଙ୍କ ସବୁଜ ସଂକେତକୁ ଅନାଇ ବସିଛନ୍ତି। ୨୦୧୯…
ଅଧିକ ଖବର ଦେଖନ୍ତୁ...

ନିର୍ମାଣଧୀନ ପୋଲ ତଳକୁ ଖସିଲା ବାଇକ, ଦୁଇଜଣଙ୍କର ମୃତ୍ୟୁ

ପାପଡାହାଣ୍ଡି:ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠୁରୀ ନଦୀ ନିର୍ମାଣଧୀନ ପୋଲ ତଳକୁ ବାଇକ ଖସି ଦୁଇଜଣଙ୍କର ମୃତ୍ୟୁ ଘଟିଛି | ଦୁଇ ଜଣ ଗୁରୁତରକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ସମୟରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା | ସୂଚନା ଅନୁଯାୟୀ ଉମରକୋଟ ବ୍ଲକ ଗୋଇଦୌଡ଼ି ଗ୍ରାମର ବଳରାମ…
ଅଧିକ ଖବର ଦେଖନ୍ତୁ...