ଜାଣିବାକୁ ଚାହାଁନ୍ତି କି , କେଉଁମାନେ ହେଉଛନ୍ତି ସବୁଠାରୁ ଅଧିକ ସର୍ଚ ହୋଇଥିବା ଆଡଲ୍‌ଟ ଅଭିନେତ୍ରୀ

୨୦୧୮ରେ ସବୁଠାରୁ ଅଧିକ ସର୍ଚ ହୋଇଥିବା ୧୦ ଜଣ ଆଡଲ୍‌ଟ ଅଭିନେତ୍ରୀଙ୍କୁ ଆସନ୍ତୁ ଜାଣିବା।
ଆଡଲ୍‌ଟ ହିରୋଇନ୍‌ମାନଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ହେଉଛନ୍ତି ଲିଜାଏନ୍‌। ତାଙ୍କର ସର୍ବମୋଟ୍‌ ଭ୍ୟୁ ହେଉଛି ୫୮ ମିଲିଅନ୍‌। ମେଡିସନ୍‌ ହେଉଛନ୍ତି ଆଉ ଜଣେ ଆଡଲଟ୍‌ ଫିଲ୍ମର ଲୋକପ୍ରିୟ ନାୟିକା । ତାଙ୍କର ମୋଟ୍‌ ଭ୍ୟୁ ହେଉଛି ୫୩ ମିଲିଅନ୍‌। ୨୨ ବର୍ଷୀୟା ମିୟା ଖଲିଫା ହେଉଛନ୍ତି ଆଉ ଜଣେ ଆଡଲ୍‌ଟ ଫିଲ୍ମ ଅଭିନେତ୍ରୀ ଯାହାଙ୍କୁ ଖୁବ୍‌ ଲୋକ ସର୍ଚ କରୁଛନ୍ତି। ତାଙ୍କର ଫ୍ୟାନ୍‌ ଫଲୋଅର୍‌ଙ୍କ ସଂଖ୍ୟା ୪୯ ମିଲିଅନ୍‌।

ପ୍ରାପ୍ତ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ସିନେମା ‘ଆଡଲ୍‌ଟ ସିନେମା’ ଜଗତର ନାମୀ ନାୟିକା ରିଲେ ରିଡ୍‌ ହେଉଛନ୍ତି ସବୁଠାରୁ ଅଧିକ ସର୍ଚ ହୋଇଥିବା ନାୟିକା ତାଙ୍କର ଭ୍ୟୁ ହେଉଛି ୪୩ ମିଲିଅନ୍‌।
ଏଶା ଅକିରାଙ୍କର ସ୍ଥାନ ଏଥିରେ ପଞ୍ଚମ ସ୍ଥାନରେ ଅଛନ୍ତି। ତାଙ୍କର ମୋଟ୍‌ ଭ୍ୟୁ ହେଉଛି ୩୮ ମିଲିଅନ୍‌ । ଠିକ୍‌ ସେହିପରି ନିକୋଲ୍‌ ହେଉଛନ୍ତି ଆଉ ଜଣେ ଆଡଲ୍‌ଟ ହିରୋଇନ୍‌। ତାଙ୍କର ଫ୍ୟାନ୍‌ ଫଲୋଅରଙ୍କ ସଂଖ୍ୟା ହେଉଛି ୩୩ ମିଲିଅନ୍‌।
ଆଡଲ୍‌ଟ ମୁଭିର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ବ୍ରାଣ୍ଡିଲଭ ମଧ୍ୟ ଅଧିକ ସର୍ଚ ହେଉଥିବା ସେଲିବ୍ରିଟି। ତାଙ୍କର ମୋଟ୍‌ ଭ୍ୟୁ ହେଉଛି ୩୩ ମିଲିଅନ୍‌।

ମିୟା ମାଲକୋବା ହେଉଛନ୍ତି ଆଡଲ୍‌ଟ ଫିଲ୍ମ ଦୁନିଆଁର ଜଣେ ଶ୍ରେଷ୍ଠ ଅଭିନେତ୍ରୀ। ତାଙ୍କର ମୋଟ୍‌ ଭ୍ୟୁ ହେଉଛି ୩୧ ମିଲିଅନ୍‌।

ସମ୍ବନ୍ଧିତ ଖବର