ମିଲିନ୍ଦ୍‌ ସୋମନଙ୍କ ନୂଆ ଓ୍ଵାର୍କଆଉଟ୍‌ ଭିଡିଓ ଭାଇରାଲ୍‌, ୫୩ ବର୍ଷ ବୟସରେ ବି ଯୁବ ଲୁକ୍‌ରେ ମଡେଲ୍‌

ମୁମ୍ବାଇ: ବଲିଉଡ୍‌ର ଜଣେ ଫିଟ୍‌ ମଡେଲ୍‌ ଭାବେ ମିଲିନ୍ଦ ସୋମନ ବେଶ୍‌ ପରିଚିତ। ବୟସ ୫୩ ହେଲେ ବି ତାଙ୍କ ଫିଟ୍‌ନେସ୍‌ ପାଇଁ ସେ ଆଜି ବି ଜଣେ ଯୁବକ ପରି ଦିଶନ୍ତି। ସେ ତାଙ୍କ ଫ୍ୟାନ୍ସମାନଙ୍କ ସହ ପ୍ରାୟତଃ ଦୈନନ୍ଦିନ ଭାବେ ଫିଟ୍‌ନେସ୍‌ ମନ୍ତ୍ର ସେୟାର୍‌ କରିଥାନ୍ତି।

ଆଜି ମିଲିନ୍ଦ ପାର୍କରେ ଓ୍ଵାର୍କଆଉଟ୍‌ କରୁଥିବା ବେଳର କିଛି ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ଦେଖିବାକୁ ମିଳିଛି। ସେ ୫୩ ବର୍ଷ ବୟସରେ ଯେଉଁଭଳି ଭାବେ ଦୌଡ଼ି, ଡେଇଁ ବ୍ୟାୟାମ କରୁଛନ୍ତି ତାହା ନିଶ୍ଚୟ ପ୍ରେରଣାଦାୟକ।  ଆସନ୍ତୁ ଦେଖିବା ମିଲିନ୍ଦଙ୍କ ଓ୍ଵାର୍କଆଉଟ୍‌ ବେଳର କିଛି ଭିଡିଓ।

 

 

ସମ୍ବନ୍ଧିତ ଖବର