ଜାଣନ୍ତୁ , ପ୍ରତିଦିନ ରସୁଣ ଖାଇଲେ କି ଲାଭ ମିଳିଥାଏ

0 6,207

ରସୁଣ ଏକ ଆଣ୍ଟି ଆଲର୍ଜିକ୍ ସୁପରଫୁଡ୍। ଦିନରେ ଯଦି ଆପଣ ଗୋଟିଏ ବା ଦୁଇଟି ରସୁଣ ଖାଉଛନ୍ତି,ତେବେ ଆାପଣଙ୍କୁ ଆଲର୍ଜିରୁ ରକ୍ଷା ମିଳିଥାଏ। ଅନେକ ଲୋକଙ୍କର ଏକ ଅଭ୍ୟାସ ଯେ ସେମାନେ ସକାଳେ ୭ ରୁ ୮ ଟି ପାଖୁଡା ରସୁଣ ଖାଇଥାନ୍ତି । ଏହା ଦ୍ୱାରା ସେମାନେ ସୁସ୍ଥ ରହିଥା’ନ୍ତି ବୋଲି ଭାବନ୍ତି । କିନ୍ତୁ ଏବେ ଏ ସଂପର୍କରେ ଗବେଷଣାରୁ ଅନ୍ୟ ଏକ କଥା ସାମ୍ନାକୁ ଆସିଛି ।
ଗବେଷଣା ଅନୁଯାୟୀ ରସୁଣ ଖାଉଥିବା ପୁରୁଷମାନଙ୍କ ପ୍ରତି ମହିଳାମାନେ ଅଧିକ ମାତ୍ରାରେ ଆକର୍ଷିତ ହୋଇଥାନ୍ତି । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ରସୁଣରେ ଥିବା ଆଣ୍ଟିବାଓଟିକ, ଆଣ୍ଟିଭାଇରାଲ୍‌ ଓ ଆଣ୍ଟି ଫଙ୍ଗଲ୍‌ ଗୁଣ ହେତୁ ମହିଳାମାନଙ୍କୁ ପୁରୁଷମାନଙ୍କର ଝାଳର ଗନ୍ଧ ଭଲ ଲାଗେ ।

ରସୁଣ ଖାଇଲେ ଶରୀରରେ ରୋଗ ସହିତ ଲଢିବାରେ କ୍ଷମତା ବଢିଥାଏ । ଏହା ଛଡ଼ା ଏହା ଆପଣଙ୍କର ରୋମାଣ୍ଟିକ୍‌ ଲାଇଫ୍‌କୁ ମଧ୍ୟ ପ୍ରଭାବିତ କରିଥାଏ । ଏହା ଆପଣଙ୍କୁ ଅଧିକ ବୟସ ଯାଏଁ ରୋମାଣ୍ଟିକ୍‌ କରି ରଖିଥାଏ । ଖାଲି ସେତିକି ନୁହେଁ ରସୁଣ ଖାଇଲେ ମଧ୍ୟ ସେକ୍ସ ଜନିତ ସମସ୍ୟା ମଧ୍ୟ ଦୂରୀଭୂତ ହୋଇଥାଏ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.