ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ରବି ଓ ସୋମବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ମଙ୍ଗଳ ଓ ବୁଧବାର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଗୁରୁ ଓ ଶୁକ୍ରବାର: ଧନଲାଭର ନୂଆ ରାସ୍ତା ଖୋଲିବ। ଶନିବାର: ବନ୍ଧୁଙ୍କୁ ମନର କଥା କହିବେ।

ବୃଷ: ରବି ଓ ସୋମବାର: ରାଜନୀତିରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ମିତ୍ରଙ୍କ ସାହାଯ୍ୟ ପାଇବେ। ଗୁରୁ ଓ ଶୁକ୍ରବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଶନିବାର: ଆୟ ବଢ଼ିବ।


ମିଥୁନ: ରବି ଓ ସୋମବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ମଙ୍ଗଳ ଓ ବୁଧବାର: ରାଜନୀତିରେ ଲାଭ ମିଳିବ। ଗୁରୁ ଓ ଶୁକ୍ରବାର: ବିଭିନ୍ନ ଲୋକଙ୍କ ସହିତ ମିଶିବେ। ଶନିବାର: ଭାଗ୍ୟ ବହୁତ କିଛି ଦେବ।

କର୍କଟ:ରବି ଓ ସୋମବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: ନିଜର କାମ ଏକାଗ୍ରତା ସହିତ କରିବେ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଶନିବାର: ଭ୍ରମଣ ସୁଖ ରହିଛି।

ସି˚ହ: ରବି ଓ ସୋମବାର: କ୍ୟାରିୟର ପାଇଁ ପ୍ଲାନିଂ କରିବେ। ମଙ୍ଗଳ ଓ ବୁଧବାର: ପ୍ରତିଦ୍ଵନ୍ଦ୍ୱୀଙ୍କୁ ପଛରେ ପକାଇବେ। ଗୁରୁ ଓ ଶୁକ୍ରବାର: ସମାଜରେ ପ୍ରତିଷ୍ଠା ବଢ଼ିବ। ଶନିବାର: ଦିନଟି ଖୁସିଭରା ରହିବ।

କନ୍ୟା: ରବି ଓ ସୋମବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ମଙ୍ଗଳ ଓ ବୁଧବାର: ଅଫିସ୍‌ରେ କିଛି ନୂଆ କରିପାରନ୍ତି। ଗୁରୁ ଓ ଶୁକ୍ରବାର: ପରିଶ୍ରମର ସୁଫଳ ପାଇବେ। ଶନିବାର: ଚାକିରିରେ ଉନ୍ନତି ହେବ।

ତୁଳା: ରବି ଓ ସୋମବାର: ଆପଣଙ୍କ ଚେଷ୍ଟା ସଫଳ ହେବ। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଗୁରୁ ଓ ଶୁକ୍ରବାର: ପରିଶ୍ରମ କରନ୍ତୁ ସଫଳତା ମିଳିବ। ଶନିବାର: ବହୁତ ଭଲ ଅନୁଭବ କରିବେ।


ବିଛା: ରବି ଓ ସୋମବାର: ଆୟର ନୂଆ ସ୍ରୋତ ମିଳିପାରେ। ମଙ୍ଗଳ ଓ ବୁଧବାର: ଶତ୍ରୁଙ୍କୁ ପରାସ୍ତ କରିବେ। ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ସମ୍ବନ୍ଧରେ ପ୍ରସନ୍ନତା ଆସିବ। ଶନିବାର: ବ୍ୟସ୍ତତାରେ ଦିନଟି କଟିବ।

ଧନୁ: ରବି ଓ ସୋମବାର: ରୁଟିନ୍‌ରେ ପରିବର୍ତ୍ତନ କରିପାରନ୍ତି। ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ଗୁରୁ ଓ ଶୁକ୍ରବାର: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଶନିବାର: ପ୍ରେମରେ ସଫଳତା ମିଳିବ।

ମକର: ରବି ଓ ସୋମବାର: ଧନଲାଭ ହେବ। ମଙ୍ଗଳ ଓ ସୋମବାର: ଆପଣଙ୍କ କାମରେ ବାଧା ଆସିପାରେ। ଗୁରୁ ଓ ଶୁକ୍ରବାର: ବନ୍ଧୁଙ୍କ ସହିତ ଭ୍ରମଣରେ ଯିବେ। ଶନିବାର: ବ୍ୟବସାୟରେ ଉନ୍ନତି ହେବ।

କୁମ୍ଭ: ରବି ଓ ସୋମବାର: କିଛି ଆଶା ପୂରା ହେବ। ମଙ୍ଗଳ ଓ ବୁଧବାର: ନୂଆ କାମରେ ରୁଚି ବଢ଼ିପାରେ। ଗୁରୁ ଓ ଶୁକ୍ରବାର: ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ। ଶନିବାର: ଆୟ ବଢ଼ିବ।

ମୀନ: ରବି ଓ ସୋମବାର: ଆର୍ଥିକ ମାମଲାରେ ଲାଭ ମିଳିବ। ମଙ୍ଗଳ ଓ ବୁଧବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଗୁରୁ ଓ ଶୁକ୍ରବାର: ସ୍ଥଗିତ ଥିବା କାର୍ଯ୍ୟର ସମାଧାନ ହେବ। ଶନିବାର: ଘରକୁ ଅତିଥି ଆସିବେ।

ସମ୍ବନ୍ଧିତ ଖବର