୧୯୪୬ ମସିହା ଡିସେମ୍ବର ୯ ତାରିଖରେ ଭାରରତର ପ୍ରଥମ ମଧ୍ୟବର୍ତ୍ତୀକାଳୀନ ସରକାର ପ୍ରତିଷ୍ଠା ଲାଭ କରିଥିଲା। ଏହି ସରକାରରେ ମୁସ୍ଲିମ୍ ଲିଗ୍ ସାମିଲ୍ ହୋଇନଥିଲା। ଏହାପରେ ଯେଉଁ ମନ୍ତ୍ରିମଣ୍ଡଳ ପୁନର୍ଗଠିତ ହୋଇଥିଲା, ସେଥିରେ ମୁସ୍ଲିମ୍ ଲିଗ୍ର ପ୍ରତିନିଧିତ୍ବ ରହିଥିଲା।
କାର୍ଯ୍ୟାଳୟ ନାମ ଦଳ
ଭାଇସରାୟ ଏବଂ ଗଭର୍ଣ୍ଣର ଜେନେରାଲ୍ ଅଫ୍ ଇଣ୍ଡିଆ କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ଦି ଭିସ୍କାଉଣ୍ଟ ୱାଭେଲ୍ ବ୍ରିଟିଶ୍ରାଜ୍
କମାଣ୍ଡର୍-ଇନ୍-ଚିଫ୍ ସାର୍ କ୍ଲଡ୍ ଅଚିନ୍ଲେକ୍ ବ୍ରିଟିଶ୍ରାଜ୍
କାର୍ଯ୍ୟନିର୍ବାହୀ ପରିଷଦ ଉପାଧ୍ୟକ୍ଷ ବୈଦେଶିକ ବ୍ୟାପାର ଓ ରାଜ୍ୟଗୋଷ୍ଠୀ ସମ୍ପର୍କ ଜବାହରଲାଲ ନେହେରୁ ଭାରତୀୟ ଜାତୀୟ କଂଗ୍ରେସ
ସ୍ବରାଷ୍ଟ୍ର ବ୍ୟାପାର ସୂଚନା ଓ ପ୍ରସାରଣ ସର୍ଦ୍ଦାର ବଲ୍ଳଭାଇ ପଟେଲ ଭାରତୀୟ ଜାତୀୟ କଂଗ୍ରେସ
କୃଷି ଓ ଖାଦ୍ୟ ରାଜେନ୍ଦ୍ର ପ୍ରସାଦ ଭାରତୀୟ ଜାତୀୟ କଂଗ୍ରେସ
କଳା, ଶିକ୍ଷା ଓ ସ୍ବାସ୍ଥ୍ୟ ଶଫାତ୍ ଅହମ୍ମଦ ଖାଁ ଭାରତୀୟ ଜାତୀୟ କଂଗ୍ରେସ
ବାଣିଜ୍ୟ ସି.ଏଚ୍. ଭାବା ଭାରତୀୟ ଜାତୀୟ କଂଗ୍ରେସ
ପ୍ରତିରକ୍ଷା ବଳଦେବ ସିଂହ ଭାରତୀୟ ଜାତୀୟ କଂଗ୍ରେସ
ଅର୍ଥ ଜନ୍ ମଥାଇ ଭାରତୀୟ ଜାତୀୟ କଂଗ୍ରେସ
ଶିଳ୍ପ ଓ ଯୋଗାଣ ସି.ରାଜଗୋପାଳଚାରୀ ଭାରତୀୟ ଜାତୀୟ କଂଗ୍ରେସ
ଶ୍ରମ ଜଗଜ୍ଜୀବନ ରାମ ଭାରତୀୟ ଜାତୀୟ କଂଗ୍ରେସ
ଆଇନ ସୟଦ୍ ଅଲୀ ଜାହିର୍ ଭାରତୀୟ ଜାତୀୟ କଂଗ୍ରେସ
ରେଳ ଓ ଯୋଗାଯୋଗ ଡାକ ଓ ବିମାନ ଆସାଫ ଅଲୀ ଭାରତୀୟ ଜାତୀୟ କଂଗ୍ରେସ
ପୂର୍ତ୍ତ, ଖଣି ଓ ଶକ୍ତି ଶରତଚନ୍ଦ୍ର ବୋଷ ଭାରତୀୟ ଜାତୀୟ କଂଗ୍ରେସ
ପୁନର୍ଗଠିତ କ୍ୟାବିନେଟ୍
କାର୍ଯ୍ୟାଳୟ ନାମ ଦଳ
ଭାଇସରାୟ ଏବଂ ଗଭର୍ଣ୍ଣର ଜେନେରାଲ୍ ଅଫ୍ ଇଣ୍ଡିଆ କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ଦି ଭିସ୍କାଉଣ୍ଟ ୱାଭେଲ୍
(୧୫.୧୦.୧୯୪୬-୨୦.୨୧୯୪୭)
ଦି ଭିସ୍କାଉଣ୍ଟ ମାଉଣ୍ଟବ୍ୟାଟେନ୍ ଅଫ୍ ବର୍ମା (୨୧.୨.୧୯୪୭…. ବ୍ରିଟିଶ୍ରାଜ୍
କମାଣ୍ଡର୍-ଇନ୍-ଚିଫ୍ ସାର୍ କ୍ଲଡ୍ ଅଚିନ୍ଲେକ୍ ବ୍ରିଟିଶ୍ରାଜ୍
କାର୍ଯ୍ୟନିର୍ବାହୀ ପରିଷଦ ଉପାଧ୍ୟକ୍ଷ ବୈଦେଶିକ ବ୍ୟାପାର ଓ ରାଜ୍ୟଗୋଷ୍ଠୀ ସମ୍ପର୍କ ଜବାହରଲାଲ ନେହେରୁ ଭାରତୀୟ ଜାତୀୟ କଂଗ୍ରେସ
କୃଷି ଓ ଖାଦ୍ୟ ରାଜେନ୍ଦ୍ର ପ୍ରସାଦ ଭାରତୀୟ ଜାତୀୟ କଂଗ୍ରେସ
ବାଣିଜ୍ୟ ଇବ୍ରାହିମ୍ ଇସ୍ମେଲ୍ ଚୁନ୍ଦ୍ରିଗର୍ ଅଲ୍-ଇଣ୍ଡିଆ ମୁସ୍ଲିମ୍ ଲିଗ୍
ପ୍ରତିରକ୍ଷା ବଳଦେବ ସିଂହ ଭାରତୀୟ ଜାତୀୟ କଂଗ୍ରେସ
ଅର୍ଥ ଲିଆକତ୍ ଅଲୀ ଖାଁ ଅଲ୍-ଇଣ୍ଡିଆ ମୁସ୍ଲିମ୍ ଲିଗ୍
ଶିକ୍ଷା ସି. ରାଜଗୋପାଳଚାରୀ ଭାରତୀୟ ଜାତୀୟ କଂଗ୍ରେସ
ସ୍ବାସ୍ଥ୍ୟ ଘଜ୍ନଫର୍ ଅଲୀ ଖାଁ ଅଲ୍-ଇଣ୍ଡିଆ ମୁସ୍ଲିମ୍ ଲିଗ୍
ସ୍ବରାଷ୍ଟ୍ର ବ୍ୟାପାର ସୂଚନା ଓ ପ୍ରସାରଣ ବଲ୍ଳଭାଇ ପଟେଲ୍ ଭାରତୀୟ ଜାତୀୟ କଂଗ୍ରେସ
ଶ୍ରମ ଜଗଜ୍ଜୀବନ ରାମ ଭାରତୀୟ ଜାତୀୟ କଂଗ୍ରେସ
ଆଇନ୍ ଯୋଗେନ୍ଦ୍ରନାଥ ମଣ୍ଡଳ ଅଲ୍-ଇଣ୍ଡିଆ ମୁସ୍ଲିମ୍ ଲିଗ୍
ରେଳ ଓ ଯୋଗାଯୋଗ ଡାକ ଓ ବିମାନ ଅବଦୁର୍ ନର୍ ନିସ୍ତାର ଅଲ୍-ଇଣ୍ଡିଆ ମୁସ୍ଲିମ୍ ଲିଗ୍
ପୂର୍ତ୍ତ, ଖଣି ଓ ଶକ୍ତି ସିଏଚ୍ ଭାବା ଭାରତୀୟ ଜାତୀୟ କଂଗ୍ରେସ