ବେଲ୍‌ଗ୍ରେଡ୍‌ ମୁଷ୍ଟିଯୁଦ୍ଧରେ ଭାରତର ୧୨ ପଦକ ପକ୍କା

ସର୍ବିଆ: ଏସୀୟ ରୌପ୍ୟ ବିଜେତା ସୁମିତ ସାଙ୍ଗଓ୍ଵାନ୍‌ (୯୧ କେଜି)ଙ୍କ ସହ ୧୨ ଭାରତୀୟ ମୁଷ୍ଟିଯୋଦ୍ଧା ବ୍ରେଲ୍‌ଗ୍ରେଡ୍‌ ଅନ୍ତର୍ଜାତୀୟ ପ୍ରତିଯୋଗିତାର ସେମିଫାଇନାଲରେ ପହଞ୍ଚି ପଦକ ପକ୍କା କରିଛନ୍ତି।

ସମ୍ବନ୍ଧିତ ଖବର