ମୁଷ୍ଟିଯୁଦ୍ଧରେ ନିରାଶା: ପବିତ୍ରା, ସୋନିଆ ହାରିଲେ

0 19

ମୁଷ୍ଟିଯୁଦ୍ଧରେ ମହିଳା ତାରକା ପବିତ୍ରା ଓ ସୋନିଆ ଲାଥେର ବିଦାୟ ନେଇଥିଲେ। ଦୁଇ ଥର ଏସୀୟ ଓ ବିଶ୍ୱ ରୌପ୍ୟ ବିଜୟିନୀ ସୋନିଆ ୫୭ କେଜିର କ୍ୱାର୍ଟରରେ ଉତ୍ତର କୋରିଆର ଜୋ ସୁନ୍‌ ହ୍ଵା’ଙ୍କ ନିକଟରୁ ହାରି ଯାଇଥିଲା ବେଳେ ଏପବିତ୍ରା ୬୦ ଇଣ୍ଡୋନେସିଆର ହୁସ୍ୱାତୁନ୍‌ ହାସନାଙ୍କଠାରୁ ପରାସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.