ଭାରତର ଷଷ୍ଠ ଦିନ ସୂଚୀ

ବନ୍ଧୁକ ଚାଳନା: ଗଗନ ନାରଙ୍ଗ, ଚୈନ ସିଂହ, ପୁରୁଷ ୫୦ ମିଟର ରାଇଫଲ ପ୍ରୋନ୍‌, ଯୋଗ୍ୟତା ପର୍ଯ୍ୟାୟ: ଭୋର ୪.୩୦, ଫାଇନାଲ୍‌: ସକାଳ ୮ଟା ୩୦। ଅନୁ ସିଂହ, ହୀନା ସିଦ୍ଧୁ, ମହିଳା ୨୫ ମିଟର ପିସ୍ତଲ, ଯୋଗ୍ୟତା ପର୍ଯ୍ୟାୟ, ଭୋର ୪ଟା ୩୦, ଫାଇନାଲ୍‌ ପୂର୍ବାହ୍ନ ୧୧ଟା
ଲନ୍‌ ବଲ୍‌: କୃଷ୍ଣ ଖାଲକୋ ବନାମ ଅରୁଣ କୁମାର (ଫିଜି), ପୁରୁଷ ଏକକ, ସମୟ: ଭୋର ୪ଟା ୩୦, ଭାରତ (ଲଭଲି ଚୌବେ, ରୂପା ରାଣୀ ତିର୍କି) ବନାମ ଜର୍ସି, ମହିଳା ଯୁଗଳ ସମୟ: ଭୋର ୪ଟା ୩୦, କୃଷ୍ଣ ଖାଲକୋ ବନାମ ଆଣ୍ଡ୍ର୍ୟୁ ନେେଓ୍ଵଲ (ଜାମାଇକା) ପୁରୁଷ ଏକକ, ସମୟ: ସକାଳ ୭ଟା ୩୦, ଭାରତ (ଲଭଲି ଚୌବେ, ରୂପା ରାଣୀ ତିର୍କି) ବନାମ ଉତ୍ତର ଆୟର୍ଲାଣ୍ଡ, ମହିଳା ଯୁଗଳ, ସମୟ: ସକାଳ ୭ଟା ୩୦, ଭାରତ (ଫର୍ଜାନା ଖାନ୍‌, ନୟନମଣୀ ସାଇକିଆ, ପିଙ୍କି) ବନାମ ଅଷ୍ଟ୍ରେଲିଆ ମହିଳା ଟ୍ରିପଲ, ସମୟ: ସକାଳ ୭ଟା ୩୦, ଭାରତ (ଦୀନେଶ କୁମାର, ଚନ୍ଦନ କୁମାର ସିଂହ, ସୁନୀଲ ବାହାଦୁର, ଆଲୋକ) ବନାମ ବୋତ୍ସଓ୍ଵାନା, ପୁରୁଷ ଫୋର, ସମୟ: ଅପରାହ୍ନ ୨ଟା ୩୦।
ହକି: ଭାରତ ବନାମ ମାଲେସିଆ, ପୁରୁଷ ପୁଲ୍‌-ବି, ସମୟ: ସକାଳ ୫ଟା, ଭାରତ ବନାମ ଦକ୍ଷିଣ ଆଫ୍ରିକା, ମହିଳା ପୁଲ୍‌-ଏ, ସମୟ: ଅପରାହ୍ନ ୩ଟା।
ସ୍କ୍ଵାସ୍‌: ଭାରତ (ଦୀପିକା ପାଲିକଲ୍‌,ଜୋତ୍ସ୍ନା ଚିନାପ୍ପା) ବନାମ ପାକିସ୍ତାନ, ମହିଳା ଯୁଗଳ, ସମୟ: ସକାଳ ୬ଟା ୩୦, ଭାରତ (ଦୀପିକା ପାଲିକଲ୍‌, ସୌରଭ ଘୋସାଲ) ବନାମ ଗୟନା, ମିଶ୍ରିତ ଯୁଗଳ, ସମୟ: ସକାଳ ୮ଟା ୪୫, ଭାରତ (ଜୋତ୍ସ୍ନା ଚିନାପ୍ପା, ହରିନ୍ଦର ପାଲ ସାନ୍ଧୁ) ବନାମ କେମନ ଆଇଲାଣ୍ଡ, ମିଶ୍ରିତ ଯୁଗଳ, ସମୟ: ଅପରାହ୍ନ ୩ଟା ୪୫।
ସନ୍ତରଣ: ବୈଷ୍ଣବୀ ବିନୋଦ ଜଗତାପ, ମହିଳା ୫୦ମିଟର ଫ୍ରି ଷ୍ଟାଇଲ୍‌ ହିଟ୍‌, ସମୟ: ସକାଳ ୬ଟା ୩୩।
ଦୌଡ଼କୁଦ: ଆୟାସାମି ଧରୁନ, ପୁରୁଷ ୪୦୦ ମିଟର ବାଧାଦୌଡ଼, ସମୟ: ସକାଳ ୬ଟା ୪୫, ହିମା ଦାସ, ମହିଳା ୪୦୦ ମିଟର ସେମିଫାଇନାଲ୍‌, ସମୟ: ଅପରାହ୍ନ ୪ଟା ୪୬, ମହମ୍ମଦ ଆନସ ୟାହିଆ, ପୁରୁଷ ୪୦୦ ମିଟର ଫାଇନାଲ, ସମୟ: ସଂଧ୍ୟା ୫ଟା ୧୮।
ବ୍ୟାଡ୍‌ମିଣ୍ଟନ୍‌: ଭାରତ (ଅଶ୍ୱିନୀ ପୋନାପ୍ପା, ସାତ୍ୱିକ ରାଙ୍କିରେଡ୍ଡୀ) ବନାମ ଗୟନା, ମିଶ୍ରିତ ଯୁଗଳ, ସମୟ: ସକାଳ ୮ଟା ୩୫।
ଟେବୁଲ ଟେନିସ୍‌: ବୈଷ୍ଣବୀ ସୁତାର ବନାମ ଷ୍ଟିଫାଇନ୍‌ ଚାନ୍‌ (କାନାଡା), ମହିଳା ଏକକ, ସମୟ: ପୂର୍ବାହ୍ନ ୯ଟା।
ମୁଷ୍ଟିଯୁଦ୍ଧ: ଅମିତ ବନାମ ଅକିଲ ଅହମ୍ମଦ (ସ୍କଟଲାଣ୍ଡ), ପୁରୁଷ ୪୬ରୁ ୪୯ କିଲୋଗ୍ରାମ, କ୍ୱାର୍ଟର ଫାଇନାଲ, ସମୟ: ପୂର୍ବାହ୍ନ ୯ଟା ୧୭, ନମନ ତନଓ୍ଵର ବନାମ ଫ୍ରାଙ୍କ ମୋଜେ (ସାମୋଆ) , ପୁରୁଷ ୯୧ କିଲୋଗ୍ରାମ କ୍ୱାର୍ଟର ଫାଇନାଲ, ସମୟ: ପୂର୍ବାହ୍ନ ୧୦ଟା ୩୨, ହୁସାମୁଦ୍ଦିନ ମହମ୍ମଦ ବନାମ ଏଭରିଷ୍ଟୋ ମୁଲେଙ୍ଗା (ଜାମ୍ବିଆ), ପୁରୁଷ ୫୬ କିଲୋଗ୍ରାମ କ୍ୱାର୍ଟର ଫାଇନାଲ୍‌, ସମୟ: ଅପରାହ୍ନ ୨ଟା ୪୭, ମନୋଜ କୁମାର ବନାମ ଟେରି ନିକୋଲାସ (ଅଷ୍ଟ୍ରେଲିଆ), ପୁରୁଷ ୬୯ କିଲୋଗ୍ରାମ କ୍ୱାର୍ଟର ଫାଇନାଲ୍‌, ସମୟ ଅପରାହ୍ନ ୩ଟା ୩୨, ସତୀଶ କୁମାର ବନାମ ନିଗେଲ ପୌଲ (ତ୍ରିନିଦାଦ ଓ ଟବାଗୋ), ପୁରୁଷ ୯୧ କିଲୋଗ୍ରାମ କ୍ୱାର୍ଟର ଫାଇନାଲ୍‌, ସମୟ: ଅପରାହ୍ନ ୪ଟା ୧୭।

ସମ୍ବନ୍ଧିତ ଖବର