ଆଇଏସ୍‌ଏଲ୍‌: କେରଳର ପ୍ରଥମ ବିଜୟ

କୋଚି: ଚଳିତ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ୪ ମ୍ୟାଚ୍‌ ଖେଳି ସାରିଥିବା କେରଳ ବ୍ଲାଷ୍ଟର୍ସ ଶୁକ୍ରବାର ପ୍ରଥମ ବିଜୟ ପାଇଛି। କୋଚିର ଜବାହରଲାଲ ନେହୁର ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ କେରଳ ୧-୦ ଗୋଲ୍‌ରେ ନର୍ଥଇଷ୍ଟ୍‍ ୟୁନାଇଟେଡ୍‌ ଏଫ୍‌ସିକୁ ପରାସ୍ତ କରିଛି। ବିଜୟୀ ଗୋଲ୍‌ଟି କେରଳର ସିକେ ଭିନୀତ୍‌ (୨୪ ମିନିଟ୍‌) ଦେଇଥିଲେ।

ସମ୍ବନ୍ଧିତ ଖବର