ପ୍ରଦୀପ ସ୍ମାରକୀ କ୍ରିକେଟ୍
ବନ୍ତ: ଗୁଣ୍ଠୁର ଆନ୍ଧ୍ରପ୍ରଦେଶକୁ ହରାଇ କାନାଡା ବ୍ୟାଙ୍କ ବେଙ୍ଗାଲୁରୁ ୨୫ତମ ପ୍ରଦୀପ ସ୍ମାରକୀ ଟି-୨୦ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି। ବେଙ୍ଗାଲୁରୁ ଦଳ ୭ ଓ୍ଵିକେଟ୍ ହରାଇ ୨୨୮ ରନ୍ କରିଥିଲା। ଦଳର ସ୍ୱପ୍ନୀଲ୍ ଏଲେଓ୍ଵ ୫ ଛକା ଓ ୯ଚୌକା ବଳରେ ୯୪ ରନ୍ ଓ ଦିବ୍ୟାଂଶୁ ନେଗି, ୩ ଛକା, ୪ ଚୌକା ବଳରେ ୬୦ ରନ୍ କରିଥିଲେ। ଜବାବରେ ଗୁଣ୍ଠୁରୁ ଦଳ ୧୩.୫ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୭୧ ରନ୍ କରିପାରିଥିଲା। ବେଙ୍ଗାଲୁରୁ ଦଳର କେପି ଅପର୍ଣ୍ଣା ଓ ଏସ୍ ନବିନ ୩ ଲେଖାଏଁ ଓ୍ଵିକେଟ୍୍ ନେଇଥିଲେ। ସ୍ୱପ୍ନିଲ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ସୁୁବାସ ଜେନା,