ସଂଗ୍ରାମ ମହାପାତ୍ର ରାଜସ୍ବ ବିଭାଗର ଅତିରିକ୍ତ ସଚିବ ପଦବିରେ ରହିବେ

ଭୁବନେଶ୍ବର : ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଓଡ଼ିଆ ଭର୍ଚୁଆଲ୍‌ ଏକାଡେମିର ସ୍ବତନ୍ତ୍ର ଅଧିକାରୀ(ଓଏସ୍‌ଡି) ସଂଗ୍ରାମ କେଶରୀ ମହାପାତ୍ରଙ୍କର ନିକଟରେ ଯୁଗ୍ମ ସଚିବ ପଦବିରୁ ଅତିରିକ୍ତ ସଚିବ ପଦବିକୁ ପଦୋନ୍ନତି ହୋଇଛି। ତେବେ ପଦୋନ୍ନତି ପରେ ଅନ୍ୟାଦେଶ ପର୍ଯ୍ୟନ୍ତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ପଦବିରେ ଅତିରିକ୍ତ ଦାୟିତ୍ବରେ ରହିବାକୁ ତାଙ୍କୁ କୁହାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ସମ୍ବନ୍ଧିତ ଖବର