ବୁର୍ଲା: ଭିିମସାର କାର୍ଯ୍ୟନିର୍ବାହୀ କମିଟିର ପ୍ରଥମ ବୈଠକ

ବୁର୍ଲା: ଆଜି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ( ଭିମସାର)ର ନବଗଠିତ କାର୍ଯ୍ୟକାରିଣୀ କମିଟି ପ୍ରଥମ ବୈଠକ ଭୀମସାର ଲେକଚରର ହଲଠାରେ ଅନୁଷ୍ଠିତ ହୋଇଛି। ଭିମସାର ନିର୍ଦ୍ଦେଶକ ଡ. ଅଶ୍ମିନ ପୂଜାହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିମସାର କାର୍ଯ୍ୟନିର୍ବାହୀ ବୈଠକରେ ଭିମସାରର ଭିତ୍ତିଭୂମି ବିକାଶ, ନୂତନ ଡାକ୍ତର ଓ ଅଧ୍ୟପକ ନିଯୁକ୍ତି ସହିତ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧିି ନେଇ କେତେକ ପରାମର୍ଶ ଉପରେ ଆଲୋଚନା ହୋଇଛି। ସୂଚନା ଯୋଗ୍ୟ ଯେ ଗତ ଅଗଷ୍ଟ ଶେଷ ସପ୍ତାହରେ ସରକାର ଭିମସାରର ନୂତନ କାର୍ଯ୍ୟନିର୍ବାହୀ କମିଟି ଗଠନ କରିଥିଲେ।

ସମ୍ବନ୍ଧିତ ଖବର