Advertisment
Latest Posts
Advertisment
ରାଜ୍ୟ
ଟାଟରାଇ ଗାଁର ଦୁଃଖ: ୩ କିମି ଦୂରରେ ରହିଛି ସ୍କୁଲ, ଅଙ୍ଗନବାଡ଼ି
ମାଲକାନଗିରି ଜିଲ୍ଲାର ବହୁ ଗ୍ରାମ ଆଜି ବି ଅବହେଳିତ ହୋଇ ରହିଛି। ଗୋଟିଏ ପଟେ ନକ୍ସଲ ଗାଁଗୁଡିକର ବିକାଶ ହେବାକୁ ଦେଇନଥିବା ବେଳେ ଅନ୍ୟ ପଟେ ପ୍ରଶାସନ ଏବଂ ସରକାର ଗାଁରେ ମୌଳିକ ସୁବିଧା ପହଞ୍ଚାଇବାରେ ବିଫଳ ହୋଇଛି।
ଜିଲ୍ଲା
ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ: ଆରଏମସି ସ୍ୱାସ୍ଥ୍ୟବିଭାଗ ଟିମ୍ ପକ୍ଷରୁ ଚଢ଼ଉ
ଗ୍ରାହକମାନଙ୍କୁ ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ ପରେ ଗୁରୁବାର ରାଉରକେଲା ମହାନଗର ନିଗମ (ଆରଏମସି) ସ୍ୱାସ୍ଥ୍ୟବିଭାଗ ଟିମ୍ ସେକ୍ଟର-୪ ସ୍ଥିତ ମଧୁବନ ରେସ୍ତୋରାଁରେ ଚଢ଼ଉ କରିଛି...
ଖେଳ
ଜୟସ୍ବାଲ-ରାହୁଲ ଦେଲେ ଦୃଢ଼ ମୂଳଦୁଆ: ଭାରତ ୨୧୮ ରନ୍ରେ ଆଗୁଆ
ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ୍ର ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଯାଇଛି। ପ୍ରଥମ ଦିନର ପ୍ରଥମ ଦୁଇ ଅଧିବେଶନରେ ମାତ୍ର ୧୫୦ ରନ୍ କରି ସମସ୍ତ ୱିକେଟ୍ ହରାଇଥିବା ଭାରତ ପରବର୍ତ୍ତୀ ୪ ଅଧିବେଶନରେ ଆଧିପତ୍ୟ ବିସ୍ତାର କରିଛି।
ରାଜନୀତି
କଳ୍ପନା ସୋରେନ : ଝାଡ଼ଖଣ୍ଡ ରାଜନୀତିରେ ନୂଆ ତାରକା
ଝାଡ଼ଖଣ୍ଡ ନିର୍ବାଚନ ଅନେକ ଦୃଷ୍ଟିରୁ ରୋଚକ ହୋଇଛି। କିନ୍ତୁ ଏହାର ସବୁଠାରୁ ରୋଚକ ଦିଗ ହେଉଛି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ମୁର୍ମୁ ସୋରେନଙ୍କ ଉତଥାନ । ଝାଡ଼ଖଣ୍ଡ ରାଜନୀତିରେ ସେ ଜଣେ ନୂଆ ତାରକା ଭାବେ ଉଭା ହୋଇଛନ୍ତି ।
ଅପରାଧ
ଧରାପଡ଼ିଗଲେ ୟୁପି ଗଞ୍ଜେଇ ମାଫିଆ: ବାଟରୁ ମଦ କିଣିବା ମହଙ୍ଗା ପଡ଼ିଲା
ଭୁବନେଶ୍ବର: ଓଡ଼ିଶାରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ କରୁଥିଲେ ଦୁଇ ମାଫିଆ। କିନ୍ତୁ ବାଟରେ କାର୍ ଅଟକାଇ ମଦ କିଣିବା ସେମାନଙ୍କ ପାଇଁ ମହଙ୍ଗା ପଡ଼ିଛି। ଗାଡ଼ି ନମ୍ବରକୁ ସନ୍ଦେହ କରି ପୁଲିସ ଯାଞ୍ଚ କରୁକରୁ ମାଫିଆଦ୍ବୟ ଧରାପଡ଼ିଯାଇଛନ୍ତି।
ମନୋରଞ୍ଜନ
ବଡ଼ ପରଦାକୁ ଫେରୁଛନ୍ତି ଶ୍ରୁତି
୨୦୧୬ରେ ମୁକ୍ତିପ୍ରାପ୍ତ ଓଡ଼ିଆ ଛବି ‘ମୋ ଦିଲ୍ କହେ ଇଲୁ ଇଲୁ’ର ନାୟିକା ଶ୍ରୁତି ପୁଣି ବଡ଼ ପରଦାକୁ ଫେରୁଛନ୍ତି। ଶ୍ରୁତି ଓରଫ ଶ୍ରୁତି ଦାସମହାପାତ୍ରଙ୍କୁ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଗୁରୁଜୀ ନମସ୍କାର’ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।