Advertisment
Latest Posts
Advertisment
ରାଜ୍ୟ
ଓଡ଼ିଶା ମିଲ୍ରେ ଛତିଶଗଡ଼ ଧାନ: ବରଗଡ଼ ପାରି ହୋଇ ଯାଉଛି ସୁବର୍ଣ୍ଣପୁର!
ଛତିଶଗଡ଼ରୁ ଧାନ ଆସୁଛି। ବରଗଡ଼ ଜିଲ୍ଲା ବାଟଦେଇ ଏହା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଯାଉଛି। କାଁଭାଁ ଧରପଗଡ଼ ହେଉଛି। ବିଶେଷ କରି ବରଗଡ଼ ଓ ସମ୍ବଲପୁର ଜିଲ୍ଲାର କିଛି ମିଲର୍ସ ସୁବର୍ଣ୍ଣପୁର ଜିଲ୍ଲାରେ ରାଇସ୍ ମିଲ୍ କରିଛନ୍ତି।
ଜିଲ୍ଲା
ବଜ୍ରପାତରେ ଦୁଇ ମହିଳା ମୃତ, ଜଣେ ଗୁରୁତର
ଶେଷ ରଜ ଉପଲକ୍ଷେ ସ୍ଥାନୀୟ ମିଲ ଢ଼େପସାହିର ପ୍ରାୟ ୪୦ ଜଣ ଏକ ବଣଭୋଜିର ଆୟୋଜନ କରିଥିଲେ। ବଣଭୋଜି ପରେ ଘରକୁ ଫେରିବା ସମୟରେ ଗୁଡାରି ନିକଟସ୍ଥ ବାଟିଆବିଲ ଠାରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା....
ଖେଳ
କିଏ ସମ୍ଭାଳିବେ ଭାରତର ବ୍ୟାଟିଂ? ଭାରତ ୩, ଇଂଲଣ୍ଡ ୧୪
ଏଇ ଶୁକ୍ରବାରଠାରୁ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ଟେଷ୍ଟ୍ ଶୃଙ୍ଖଳା ଖେଳିବ ଭାରତ। ହେଡିଙ୍ଗ୍ଲେର ଲିଡ୍ସରେ ପ୍ରଥମ ଟେଷ୍ଟ୍ ପାଇଁ ଆଉ ମାତ୍ର ୩ ଦିନ ରହିଛି। ସମସ୍ତଙ୍କ ନଜର ଏବେ ରହିଛି ଭାରତର ନୂଆ ପିଢ଼ି ବ୍ୟାଟ୍ରଙ୍କ ଉପରେ।
ରାଜନୀତି
ମିଛ ବିକାଶର ଡିଣ୍ଡିମ ପିଟୁଛନ୍ତି ସରକାର: କଂଗ୍ରେସ
ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ଯେଉଁସବୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା ସେଥିରୁ ଗୋଟିଏ ବି ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହୋଇନାହିଁ। ରାଜ୍ୟରେ ଶାସନ ଦିଗହରା ହୋଇଥିବା ବେଳେ ମୋହନ ସରକାର ମିଛ ବିକାଶର ଡିଣ୍ଡିମ ପିଟୁଛନ୍ତି।
ଅପରାଧ
ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ
ପୁଣି ଓଡ଼ିଶାରେ ଗଣଦୁଷ୍କର୍ମ ଘଟିଛି। ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ବେଳାଭୂମି ବୁଲିବାକୁ ଯାଇଥିବା ବେଳେ ଏହା ଘଟିଛି ବୋଲି ଥାନାରେ ଅଭିଯୋଗ ହୋଇଛି...
ମନୋରଞ୍ଜନ
ବାବୁସାନଙ୍କୁ ଦେଖିବା ପାଇଁ ଗ୍ୟାଲେରିଆରେ ଭିଡ଼
ରଜ ବଜାରରେ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’ର ଦର୍ଶକୀୟ ଆଦୃତି ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଫିଲ୍ମର ପ୍ରମୋସନ ପାଇଁ ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ପହଞ୍ଚିଥିଲେ ଅଭିନେତା ବାବୁସାନ ମହାନ୍ତି।