Advertisment
Latest Posts
Advertisment
ଜିଲ୍ଲା
ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ପତ୍ନୀ ସ୍ୱାମୀଙ୍କ ଠାରୁ ଭରଣପୋଷଣ ପାଇଁ ଚାକିରିକୁ ମନା କରିବା ଦୋଷାବହ: ଓଡ଼ିଶା ହାଇକୋର୍ଟ
ଓଡ଼ିଶା ହାଇକୋର୍ଟ କହିଛନ୍ତି ଯେ, ସମସ୍ତ ମାମଲାରେ ଏପରି କୌଣସି ସାର୍ବଜନୀନ ପ୍ରୟୋଗ ହୋଇପାରିବ ନାହିଁ, ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ପତ୍ନୀ କେବଳ ସ୍ୱାମୀଙ୍କ ଠାରୁ ଭରଣପୋଷଣ ପାଇଁ ହଇରାଣ କରିବା ଲାଗି ଜାଣିଶୁଣି କାମ କରିବାକୁ ଏଡ଼ାଇ ଯାଉଛନ୍ତି...
Gallery
ହିନ୍ଦୁ-ମୁସଲିମ ଭାଇଚାରା: ୧୮ ବର୍ଷ ଧରି ରାବଣ ପ୍ରତିମୂର୍ତ୍ତି ତିଆରି କରୁଛନ୍ତି ରିୟାସତ ଚାଚା
ଭାରତରେ ହିନ୍ଦୁ-ମୁସଲିମ ଏକତାର ବହୁ ଉଦାହରଣ ଦେଖିବାକୁ ମିଳିଥାଏ। ସହାରନପୁରରେ, ଜଣେ ମୁସଲିମ କାରିଗର ତାଙ୍କ ଦଳ ସହିତ ଦଶହରାରେ ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦଙ୍କର ପ୍ରତିମା ତିଆରି କରିଥାନ୍ତି। ଏହା ଦୁଇ ସମ୍ପ୍ରଦାୟ ମଧ୍ୟରେ ଥିବା ଭାଇଚାରାକୁ ଦର୍ଶାଏ...
ବାଣିଜ୍ୟ
ଦିନକରେ ସୁନା ୨୬୦୦ ବଢ଼ିଲା: ରୁପା କେଜି ଦେଢ଼ ଲକ୍ଷ
ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ରାଜ୍ୟରେ ଉଭୟ ସୁନା ଓ ରୁପା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ମଙ୍ଗଳବାର ଗୋଟିଏ ଦିନରେ ୨୪ କ୍ୟାରେଟ୍ ସୁନା ଦାମ୍ ୨୬୨୦ ଟଙ୍କା ବୃଦ୍ଧି ପାଇ ୧,୧୫,୬୯୦ ଟଙ୍କାରେ ପହଞ୍ଚିଛି।
ଅପରାଧ
ଲଦାଖରେ କିଏ ଲଗାଇଲା ନିଆଁ: ଜେନ-ଜେଡ୍ ହିଂସା ପଛରେ କଂଗ୍ରେସର ହାତ, ଭିଡିଓ ଜାରି କଲା ବିଜେପି
ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଲଦାଖରେ ହିଂସାକୁ ଉସୁକାଉଥିବା କଂଗ୍ରେସ ଦଳ ଉପରେ ଅଭିଯୋଗ କରିଛନ୍ତି। ସେ ସୋସିଆଲ ମିଡିଆରେ ଜାରି ଏକ ଭିଡିଓରେ ଏହି ଦାବି କରିଛନ୍ତି...
ମନୋରଞ୍ଜନ
ଫିଲ୍ମ 'କଲ୍କି ୨୮୯୮ଏଡି' ଓ 'ସ୍ପିରିଟ୍'ରୁ ଦୀପିକା ବାଦ୍ ପଡ଼ିବା ପଛରେ ରହିଛି ପ୍ରଭାସଙ୍କ ହାତ !
ଏକା ସାଙ୍ଗରେ ଦୀପିକା ଫିଲ୍ମ ସ୍ପିରିଟ୍ ଓ 'କଲ୍କି ୨୮୯୮ଏଡି'ରୁ ବାଦ୍ ପଡ଼ିବାରୁ ଏହା ପଛରେ କାହାର ହାତ ରହିଛି, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦୁଇଟି ଯାକ ଫିଲ୍ମରେ ପ୍ରଭାସ ମୁଖ୍ୟ ଚରିତ୍ରରେ ନଜର ଆସିଥିବା ବେଳେ ଦୀପିକାଙ୍କୁ ବାହାର କରିବା ପଛରେ ତାଙ୍କର ହାତ ଥିବା କୁହାଯାଉଛି।
ପୁନଶ୍ଚ ପୃଥିବୀ
ପ୍ରଥମ ଋତୁସ୍ରାବକୁ ପ୍ରଭାବିତ କରୁଛି ଜଳବାୟୁ ପରିବର୍ତ୍ତନ
ଝିଅମାନଙ୍କର ପ୍ରଥମ ଋତୁସ୍ରାବ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡୁଛି ବୋଲି ଏକ ନୂତନ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି। ଅଧିକ ଆର୍ଦ୍ର ପରିବେଶ ଯୋଗୁଁ ଋତୁସ୍ରାବ ଶୀଘ୍ର ଆରମ୍ଭ ହେଉଥିବା ବେଳେ ଉଚ୍ଚ....