Advertisment
Latest Posts
Advertisment
ଜିଲ୍ଲା
ଘରୋଇ କଳିରୁ ବିଷ ପିଇ ସ୍ୱାମୀ-ସ୍ତ୍ରୀ ଗୁରୁତର
ଘରୋଇ କଳିରୁ ବିଷ ପିଇଲେ ସ୍ୱାମୀ ସ୍ତ୍ରୀ । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ବଡ଼ଚଣା ବ୍ଲକ ତଥା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପତରାଜପୁର ଗାଁର ଘଟଣା ।
Gallery
ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର ପକ୍ଷରୁ ରକ୍ଷାବନ୍ଧନ
ପବିତ୍ର ରକ୍ଷାବନ୍ଧନ ଅବସରରେ ଆଜି ପୂରା ଦେଶ ସମେତ ଓଡ଼ିଶାର ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭାଇମାନଙ୍କୁ ଭଉଣୀମାନେ ରାଖୀ ବାନ୍ଧିଛନ୍ତି। ଏହି କ୍ରମରେ ‘ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର’ ପକ୍ଷରୁ ମଧ୍ୟ ରକ୍ଷାବନ୍ଧନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ବାଣିଜ୍ୟ
ଅାଉ ୪ ସହର ହେବ ଡିଜିଟାଲ୍ ହବ୍: ତାଲିକାରେ କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର
ରାଜଧାନୀ ଭୁବନେଶ୍ବର ଏକ ପ୍ରମୁଖ ସୂଚନା ପ୍ରଯୁକ୍ତି ଓ ଡିଜିଟାଲ୍ ହବ୍ରେ ପରିଣତ ହୋଇଛି। ରାଜ୍ୟ ସରକାର ଭୁବନେଶ୍ବର ବାହାରେ କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ସହରକୁ ପରବର୍ତ୍ତୀ ଡିଜିଟାଲ୍ ହବ୍ କରିବାକୁ ଯାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଅପରାଧ
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା: ପୁରୁଷବନ୍ଧୁ ଗିରଫ
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ କାଠିଆପଡ଼ା ଗ୍ରାମର କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପୁରୁଷବନ୍ଧୁ ତେରୋହୀ ଗ୍ରାମର ପ୍ରମୋଦ ବେହେରାଙ୍କୁ ଆଜି ଗ୍ରାମାଞ୍ଚଳ ଥାନା ପୁଲିସ ଗିରଫ କରିଛି।
ମନୋରଞ୍ଜନ
ବଡ଼ପଣ ଦେଖାଇଲେ ଅନୀତା ହସନନ୍ଦିନୀ: ନେଲେ ଦୁଇ ମାଆ ଛେଉଣ୍ଡ ପିଲାଙ୍କ ଦାୟିତ୍ବ
ଅନୀତା ହସନନ୍ଦିନୀ ଟିଭି ପରଦାରେ ଜଣେ ବହୁ ଲୋକପ୍ରିୟ ଚେହେରା। ନିଜର ଚମତ୍କାର ଅଭିନୟ ଜରିଆରେ ସେ ଲୋକଙ୍କ ହୃଦୟ ପୂର୍ବରୁ ଜିଣି ସାରିଥିଲେ। ଏବେ ସେ ତାଙ୍କର ବଡ଼ପଣ ପାଇଁ ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି।
ପୁନଶ୍ଚ ପୃଥିବୀ
ପଟାଙ୍ଗିରେ ପରିବେଶ ପଞ୍ଚାୟତ: ଜଙ୍ଗଲ ସୃଷ୍ଟି, ଜୈବିକ ଚାଷକୁ ଗୁରୁତ୍ବ
କୋରାପୁଟ ଜିଲ୍ଲାରେ ସୁନ୍ଦର ଓ ମନୋରମ ପରିବେଶ ରହିଥିଲା। କିନ୍ତୁ ବିକାଶକୁ ପ୍ରାଧାନ୍ୟ ଦେଇ ଆମେ ପରିବେଶକୁ ବିନାଶ କରିଛୁ। ପରିବେଶ ପ୍ରଦୂଷଣ ସାମାଜିକ ବ୍ୟବସ୍ଥାରେ ପ୍ରତିବନ୍ଧକ ସାଜୁଛି।