Advertisment
Latest Posts
Advertisment
ରାଜ୍ୟ
ଓଡ଼ିଶାରେ ବିଦ୍ୟୁତ୍ ଟାରିଫ୍ ଅଧିକ
ରାଜ୍ୟରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ୨୦୨୦-୨୧ରେ ଟାଟା ପାୱାର କମ୍ପାନି ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେଇଥିଲା। ୫ ବର୍ଷ ଅତିବାହିତ ହୋଇ ଯାଇଥିଲେ....
ଜିଲ୍ଲା
ବାରିପଦା ବଜାରରେ ଅଗ୍ନିକାଣ୍ଡ: ୨ ଦୋକାନ ଜଳିଗଲା
ବାରିପଦା ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ଜଳିଯାଇଛି। ସେଥିମଧ୍ୟରୁ ଗୋଟିଏ ବୈଦ୍ୟୁତିକ ସାମଗ୍ରୀ ଦୋକାନ ଏବଂ ଅନ୍ୟଟି କପଡ଼ା ଦୋକାନ ରହିଛି। ବିଳମ୍ବିତ ରାତିରେ ଦୋକାନଗୁଡ଼ିକ ବନ୍ଦ ଥିବା ସମୟରେ ନିଆଁ ଲାଗିଥିବା କୁହାଯାଉଛି....
ଖେଳ
ଇଂଲଣ୍ଡ ଗସ୍ତ ଲାଗି ଭାରତୀୟ ଦଳ ଘୋଷିତ: ଗିଲ୍ ଅଧିନାୟକ, ପନ୍ତ ଉପଅଧିନାୟକ
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ରୋହିତ ଶର୍ମା, ବିରାଟ କୋହଲି ଓ ଆର ଅଶ୍ବିନଙ୍କ ଅବସର ପରେ କିଏ ଭାରତୀୟ ଟେଷ୍ଟ୍ ଦଳର ପରବର୍ତ୍ତୀ ଅଧିନାୟକ ହେବ? ବହୁଦିନ ହେବ ଲାଗିରହିଥିବା ସେ ଅଙ୍କକଷାରେ ପୂର୍ଣ୍ଣଛେଦ ପଡ଼ିଛି।
ରାଜନୀତି
ଡବଲ ଇଞ୍ଜିନ ଖଟାରା ସରକାର, ବିହାର ପାଇଁ ସମ୍ପୂର୍ଣ୍ଣ ବେକାର: ତେଜସ୍ୱୀଙ୍କ ପୋଷ୍ଟର ୱାର୍
ବିହାର ବିଧାନସଭା ନିର୍ବାଚନକୁ ନେଇ ଉଷ୍ଣ ପରିବେଶରେ, ଆରଜେଡି ନେତା ତେଜସ୍ୱୀ ଯାଦବ ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟର ସେୟାର କରିଛନ୍ତି, ଯାହାକୁ ନେଇ ବିହାର ରାଜନୀତି ସରଗରମ ହୋଇଛି...
ଅପରାଧ
ହାବିଲଦାରଙ୍କ ଘରୁ ଚୋରି: ନେଇଗଲେ ୨୦ ଲକ୍ଷର ସୁନା ଗହଣା
ରାଉରକେଲାରେ ଘରେ ପଶି ଚୋରି କରୁଥିବା ଗ୍ୟାଙ୍ଗର ହିମ୍ମତ ଏବେ ଚରମ ସୀମାରେ ପହଞ୍ଚିଛି। ଆଜି ଦିନ ଦ୍ୱିପ୍ରହରେ ପ୍ଲାଣ୍ଟ ସାଇଟ୍ ଥାନା କ୍ୟାମ୍ପସ୍ରେ ଜଣେ ହାବିଲଦାରଙ୍କ ଘରେ ଚୋରମାନେ କଳା କନା ବୁଲାଇ ଦେଇଛନ୍ତି।
ମନୋରଞ୍ଜନ
ପରଦା ପଛର ପେସା: ରଚନାଅପା ମୋ ଗୁରୁ
ସିନେମା କି ଟେଲିଭିଜନ୍ ପରଦାରେ ଦିଶୁଥିବା ଚେହେରାମାନେ ଆଖିକୁ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ଦିଶନ୍ତି। ସେମାନଙ୍କ ବେଶଭୂଷାଠୁ ନେଇ କେଶବିନ୍ୟାସ, ମେକ୍ଅପ୍ରୁ ନେଇ ସାଜସଜ୍ଜାଯାଏ ସବୁକିଛି ନିଖୁଣ ହୋଇଥାଏ।