Advertisment
Latest Posts
Advertisment
ରାଜ୍ୟ
ଲକ୍ଷ୍ମୀପୁରରେ କ୍ରମାଗତ ଭାବେ ଚୋରି, ଟେର ପାଉନି ପୁଲିସ
ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ପୁଣି ହୋଇଛି ଚୋରି। ଘରେ ତାଲା ପକାଇ ଅନ୍ୟତ୍ର ଯାଇଥିବା ଘରମାଲିକମାନଙ୍କୁ ଚୋର କରୁଛନ୍ତି ଟାର୍ଗେଟ। ଗତ ସପ୍ତାହରେ ଓଏମସିରେ କାର୍ଯ୍ୟରତ ଜଣେ କର୍ମଚାରୀ ଭଡ଼ାଘରେ ତାଲା ପକାଇ ପରିବାର ସହ ରାଉରକେଲା ଯାଇଥିଲେ।
ଜିଲ୍ଲା
ଭଦ୍ରକରେ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ, ୪ ଗିରଫ
ଭଦ୍ରକର ପୁରୁଣା ବଜାର ଥାନା ପୁଲିସ ଆଜି ପୁରୁଣା ବଜାର ହେଲା ସାହି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚଢାଉ କରି ନକଲି ଜର୍ଦ୍ଦା ତିଆରି କାରଖାନା ଠାବ କରିଛି। ଏହି ଅଞ୍ଚଳରେ କିଛି ଅସାଧୁ ବେପାରୀ ନାମୀ ଦାମୀ କମ୍ପାନୀର ଲୋଗ, ସିଲ୍ ବ୍ୟବହାର କରି ନକଲି ଜର୍ଦ୍ଦା ବ୍ୟବସାୟ କରୁଥିଲେ।
ଖେଳ
ସବୁଠାରୁ ଧୀର ଦିନିକିଆ ଅର୍ଦ୍ଧଶତକ କେବେ ହୋଇଥିଲା ଜାଣିଛନ୍ତି କି?
ଦିନିକିଆ କ୍ରିକେଟରେ ସବୁଠାରୁ ଧୀର ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ୨୨ ବର୍ଷ ପୂର୍ବେ ହୋଇଥିଲା। ଯେତେବେଳେ ଜଣେ ଖେଳାଳି ତାଙ୍କର ଅର୍ଦ୍ଧଶତକ ପୂରଣ କରିବାକୁ ୧୪୮ ବଲ୍ ନେଇଥିଲେ। ସେହି ଖେଳାଳି ଏହି ଇନିଂସ ଖେଳିଥିଲେ ଯେତେବେଳେ ତାଙ୍କ ଦଳ ୨୫୫ ରନ୍ ର ଲକ୍ଷ୍ୟ ପିଛା କରୁଥିଲା।
ରାଜନୀତି
ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ସ୍ଥଗିତ
ଆସନ୍ତା ୧ ତାରିଖରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ନୂଆ ସଭାପତି ମିଳିବ ନାହିଁ। ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ ରଖାଯାଇଛି। ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଛି।
ଅପରାଧ
ଲକ୍ଷ୍ମୀପୁରରେ କ୍ରମାଗତ ଭାବେ ଚୋରି, ଟେର ପାଉନି ପୁଲିସ
ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ପୁଣି ହୋଇଛି ଚୋରି। ଘରେ ତାଲା ପକାଇ ଅନ୍ୟତ୍ର ଯାଇଥିବା ଘରମାଲିକମାନଙ୍କୁ ଚୋର କରୁଛନ୍ତି ଟାର୍ଗେଟ। ଗତ ସପ୍ତାହରେ ଓଏମସିରେ କାର୍ଯ୍ୟରତ ଜଣେ କର୍ମଚାରୀ ଭଡ଼ାଘରେ ତାଲା ପକାଇ ପରିବାର ସହ ରାଉରକେଲା ଯାଇଥିଲେ।
ମନୋରଞ୍ଜନ
ଆମିରଙ୍କ ୮ ବର୍ଷର ଅପେକ୍ଷାର ହେଲା ଶେଷ
ତିନି ବର୍ଷ ପରେ ବଡ଼ ପରଦାରେ ଆମିର ଖାନଙ୍କ ପ୍ରତ୍ୟାବର୍ତ୍ତନ ସଫଳ ହୋଇଛି। ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ 'ସିତାରେ ଜମିନ୍ ପର' ଥିଏଟରରେ ରାଜ୍ କରିଛି। ବକ୍ସ ଅଫିସରେ ଫିଲ୍ମ ଉପରେ ଟଙ୍କା ବର୍ଷା ହେଉଛି