Latest Posts
ରାଜ୍ୟ
ବିଶିଷ୍ଟ ଉଦ୍ୟୋଗୀ ବଂଶୀଧର ପ୍ରଧାନଙ୍କ ପରଲୋକ
ରାଜ୍ୟର ଜଣାଶୁଣା ବ୍ୟବସାୟୀ ତଥା ରାଇସ୍ ମିଲ୍ ଆସୋସିଏସନ୍ ଓ ବସ୍ ଆସୋସିଏସନର ଅଗ୍ରଣୀ ନେତା ବଂଶୀଧର ପ୍ରଧାନ (୭୭)ଙ୍କର ଗୁରୁବାର ବୁର୍ଲାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି।
ଜିଲ୍ଲା
ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ
ପରିସ୍ରା କରିବାକୁ ଆସି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି।୬୧ ବର୍ଷୀୟ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି କୁଳଡିହା ହାତୀ ମାରିଦେଇଛି। ବିଳମ୍ବିତ ରାତିରେ ହାତୀ ଏଭଳି କାଣ୍ଡ ଭିଆଇଛି...
ଖେଳ
ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ ଆଜିଠୁ: ଦଳରେ ନଟରାଜଙ୍କ ସହ ୪ ଓଡ଼ିଆ
ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ର ତୃତୀୟ ସଂସ୍କରଣ ଶୁକ୍ରବାରଠୁ ଆରମ୍ଭ ହେବ। ଏହି ପ୍ରତିଯୋଗିତରେ ପ୍ରଥମ ଥର ଲାଗି ଅଂଶଗ୍ରହଣ କରୁଥିବା ‘କୋଣାର୍କ ସୂର୍ଯ୍ୟସ ଓଡ଼ିଶା’ ଶୁକ୍ରବାର ହରଭଜନ ସିଂହଙ୍କ ନେତୃତ୍ବାଧୀନ ତଥା ଗତଥରର ବିଜେତା ମଣିପାଲ ଟାଇଗର୍ସ ବିପକ୍ଷରୁ ଅଭିଯାନ ଆରମ୍ଭ।
ରାଜନୀତି
ସଂକଳ୍ପପତ୍ର ଆମପାଇଁ ଧର୍ମଗ୍ରନ୍ଥ: ୧୦୦ ଦିନର ହିସାବ ଦେଲେ ମୋହନ ସରକାର
ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀଙ୍କ ସରକାରଙ୍କୁ ୧୦୦ ଦିନ ପୂରଣ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଜେପି ସରକାରଙ୍କ ୧୦୦ ଦିନର ହିସାବ ଦେଇଛନ୍ତି....
ଅପରାଧ
ସ୍ତ୍ରୀକୁ ହତ୍ୟା କରି ଥାନାରେ ପହଞ୍ଚିଲେ ପୁଲିସ ଅଧିକାରୀ
ସରକାରୀ ବନ୍ଧୁକରେ ସ୍ତ୍ରୀକୁ ହତ୍ୟା କରିବା ପରେ ପୁଲିସ ଷ୍ଟେସନରେ ପହଞ୍ଚି ଆତ୍ମସମର୍ପଣ କଲେ ପୁଲିସ ଅଧିକାରୀ। ଘଟଣା ସାମ୍ନାକୁ ଆସିବା ପରେ ଖେଳି ଯାଇଛି ଆଲୋଡନ। ସ୍ବତନ୍ତ୍ର ଟିମ ଗଠନ କରି ପୁଲିସ କରୁଛି ଯାଞ୍ଚ।
ମନୋରଞ୍ଜନ
ଦି ଫ୍ୟାମିଲି ମ୍ୟାନ ସିଜିନ ୩ରେ ନଜର ଆସିପାରନ୍ତି ଏହି ଲୋକପ୍ରିୟ ଅଭିନେତା
ସଫଳ ଓଟିଟି ୱେବ୍ ସିରିଜ୍ ମଧ୍ୟରୁ 'ଦି ଫ୍ୟାମିଲି ମ୍ୟାନ୍'ର ନାଁ ରହିଛି | ଆଉ ଏବେ ଏହାର ତୃତୀୟ ସିଜିନ ଆସିବାକୁ ଯାଉଛି | ଏପରି ପରିସ୍ଥିତିରେ, ଆପଣଙ୍କ ଉତ୍କଣ୍ଠା ବଢାଇବାକୁ, ନିର୍ମାତାମାନେ ଏହି ସିରିଜରେ ଜଣେ ନୂତନ ତାରକା ଅନ୍ତର୍ଭୁକ୍ତ କରିଛନ୍ତି |