Advertisment
Latest Posts
Advertisment
ଜିଲ୍ଲା
କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା କଲେ ଆଦିବାସୀ ସମାଜ
ବୈଜ୍ଞାନିକମାନେ ମହାକାଶରେ ପହଞ୍ଚିଥିବା ଯୁଗରେ ଲୋକଙ୍କ ମଧ୍ୟରେ ଏବେ ବି ଅନ୍ଧବିଶ୍ୱାସ ବସା ବାନ୍ଧିଛି। ଅନ୍ଧ ବିଶ୍ୱାସ ଏବଂ ରୁଢ଼ିବାଦୀ ସମାଜର କାର୍ଯ୍ୟକଳାପ ପ୍ରଗତି ଏବଂ ଆଧୁନିକ ଜୀବନରେ ପ୍ରତିବନ୍ଧକ ସାଜିଛି....
Gallery
କରଣ କୁନ୍ଦ୍ରାଙ୍କ ପୂର୍ବତନ ପ୍ରେମିକା ବିବାହ ନକରି ମା’: କଲେ ଆଶ୍ଚର୍ଯ୍ୟ ଜନକ ଖୁଲାସା
ଗ୍ଲାମର ଜଗତରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ନକରି ମା’ ହୋଇଛନ୍ତି। ସେମାନେ ସେମାନଙ୍କର ପିଲାମାନଙ୍କୁ ଏକାକୀ ମା’ ଭାବରେ ପାଳନ ପୋଷଣ କରୁଛନ୍ତି ଏବଂ ସେମାନଙ୍କୁ ଏକ ଭଲ ଜୀବନ ଦେବା ପାଇଁ କଠିନ ପରିଶ୍ରମ କରୁଛନ୍ତି...
ବାଣିଜ୍ୟ
ରୁଷ୍ରୁ ତେଲକିଣା ବନ୍ଦ ହୋଇନି
ରୁଷ୍ଠାରୁ ଅଶୋଧିତ ତେଲକିଣାକୁ ନେଇ ଭାରତ ଏବଂ ଆମେରିକା ଏକପ୍ରକାର ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ମୁଁ ଶୁଣିବାକୁ ପାଉଛି ଯେ ରୁଷ୍ଠାରୁ ଭାରତ ତେଲ କିଣା ବନ୍ଦ କରିଦେଇଛି।
ଅପରାଧ
ବିମାନମନ୍ଦରରୁ ପୁଣି ମିଳିଲା ୮ କୋଟିର ମାରିଜୁଆନା: ୨ଦିନ ତଳେ ୩୦ କେଜି ମିଳିଥିଲା, ଆଜି ପୁଣି ୮ କେଜି
ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ୮କୋଟି ଟଙ୍କାର ବିଦେଶୀ ଗଞ୍ଜେଇ(ମାରିଜୁଆନା) ଜବତ ହୋଇଛି। ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସୁଥିବା ବେଳେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍ଆଇ) ହାବୁଡ଼ରେ ଏହି ଚୋରାଚାଲାଣ ଧରାପଡ଼ିଛି।
ମନୋରଞ୍ଜନ
ନ୍ୟୁଜ୍ ରିଲ୍: ନ୍ୟାୟ ପାଇଁ ଲଢ଼ିବେ େଯୗନ ନିର୍ଯାତନା ପୀଡ଼ିତା ଅନୀତ୍!
ସିନେମା ହଲ୍ରେ ଦର୍ଶକଙ୍କ ମନ କିଣିବା ପରେ ବର୍ତ୍ତମାନ ଛୋଟ ପରଦାରେ ଧମାଲ୍ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଅନୀତ୍ ପଡ୍ଡା। ମୋହିତ୍ ସୂରୀଙ୍କ ନିର୍ଦ୍ଦେଶିତ ତଥା ୟଶ୍ରାଜ୍ ଫିଲ୍ମସ୍ ପ୍ରଯୋଜିତ ‘ସୈୟାରା’ ତାଙ୍କୁ ରାତାରାତି ସୁପର୍ଷ୍ଟାର୍ କରିଦେଇଛି କହିଲେ ଭୁଲ୍ ହେବନାହିଁ।
ପୁନଶ୍ଚ ପୃଥିବୀ
ପ୍ରଦୂଷଣ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକ ଦାୟୀ: ଜୟନାରାୟଣ
ଆଜିକାଲି ଯେକୌଣସି ଆଲୋଚନାଚକ୍ର ହେଉଛି, ସେଠାରେ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ଚାଲିଛି। ପୃଥିବୀକୁ ବଞ୍ଚାଇବାକୁ ହେଲେ ପରିବେଶ ଉପରେ ଅଧିକ ଧ୍ୟାନ ଦେବା ନିହାତି ଜରୁରି।