Advertisment
Latest Posts
Advertisment
ଜିଲ୍ଲା
Bhadrak Famous Maabhadrakali: ସଜେଇ ହେଲେଣି ମା‘ ଭଦ୍ରକାଳୀ ପୀଠ
ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ। ମା ଭଦ୍ରକାଳୀ ନାମରେ ନାମିତ ହୋଇଛି ଭଦ୍ରକ। ମା ଭାଦକାଳୀଙ୍କର ପବିତ୍ର ଓ ମହାନପର୍ବ କାଳୀପୂଜା ପାଇଁ ମା’ଙ୍କ ପୀଠ ସଜେଇ ହେଲାଣି। ଆଉ ଦୁଇ ଦିନପରେ କାଳୀପୂଜା। ଏହି ଅବସରରେ ମା’ଙ୍କୁ ସପ୍ତ ମାତୃକା ବେଶରେ ପୂଜା କରାଯିବ।
Gallery
ଦୋଷୀ ଉପଯୁକ୍ତ ଦଣ୍ଡ ପାଇବାରେ ପୁଲିସର ମୁଖ୍ୟ ଭୂମିକା ରହିଛି: ଡ଼ିଜିପି
ରାଜ୍ୟ ପୁଲିସ ବାହିନୀରେ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପାହ୍ୟା ପର୍ଯ୍ୟନ୍ତ କର୍ମଚାରୀଙ୍କର ବୃତ୍ତିଗତ ସ୍ତରରେ ଦକ୍ଷତା ବୃଦ୍ଧି ଲାଗି କଟକସ୍ଥିତ ରିଜର୍ଭ ପୁଲିସ ଗ୍ରାଉଣ୍ଡ ପରିସରରେ ୭୦ ତମ ବୃତ୍ତିଗତ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି....
ବାଣିଜ୍ୟ
GST 2.0 Impact : ସେପ୍ଟେମ୍ବରରେ ଚମକିଲା ଅଟୋମୋବାଇଲ ବଜାର
ଜିଏସଟି ୨.୦ ଲାଗୁ ହେବା ପରଠାରୁ କାର, ବାଇକ୍ ଏବଂ ରିକ୍ସାର ବିକ୍ରୟରେ ଐତିହାସିକ ବୃଦ୍ଧି ଘଟିଛି। ପାର୍ବଣ ଋତୁ ଆରମ୍ଭ, ନୂତନ ଜିଏସଟି ହାରର ଲାଭ ଏବଂ ଗ୍ରାହକ କ୍ରୟ ବୃଦ୍ଧି ସମଗ୍ର କ୍ଷେତ୍ରକୁ ପ୍ରୋତ୍ସାହିତ କରିଛି।
ଅପରାଧ
Social Media, Cyber Case: ସୋସିଆଲ ମିଡିଆ ବ୍ୟବହାର କରୁଥିଲେ ସାବଧାନ ! ଭିଡିଓ ପୋଷ୍ଟ କରି ଯୁବକ ଗିରଫ, ଜାଣନ୍ତୁ କାରଣ...
ସଦାନନ୍ଦ କିଛିଦିନ ତଳେ ଇନଷ୍ଟାଗ୍ରାମରେ ରାସ୍ତା ଖରାପ ଥିବାରୁ ତାହାର ସମସ୍ୟାକୁ ନେଇ ଭିଡିଓ କରି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ସେ ଭିଡିଓରେ ରାସ୍ତାର ଅବସ୍ଥା ନେଇ...
ମନୋରଞ୍ଜନ
ଯିଏ ଯିବାକୁ ଚାହୁଁଛି ତାକୁ ଯିବାକୁ ଦିଅ ! ପଙ୍କଜ ଧୀର୍ଙ୍କ ମୃତ୍ୟୁ ପୂର୍ବରୁ ଏଭଳି ପୋଷ୍ଟ କରିଥିଲେ ପୁଅ
ମହାଭାରତରେ କର୍ଣ୍ଣ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନରେ ଅଭୁଲା ଛାପ ଛାଡିଥିବା ବରିଷ୍ଠ ଅଭିନେତା ପଙ୍କଜ ଧୀର୍ଙ୍କର ବୁଧବାର ଦିନ ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ, ତାଙ୍କ ପୁଅ ନିକିତିନ ଧୀର୍ କରିଥିବା ଇନଷ୍ଟାଗ୍ରାମ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପୁନଶ୍ଚ ପୃଥିବୀ
କୋଇଲାକୁ ପଛରେ ପକାଇଛି ନବୀକରଣଯୋଗ୍ୟ ଶକ୍ତି
ପ୍ରଥମ ଥର ପାଇଁ ବିଶ୍ୱ ସ୍ତରରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ସୌରଶକ୍ତି ଓ ପବନଶକ୍ତି, କୋଇଲାକୁ ପଛରେ ପକାଇ ଦେଇଛି। ଏହି ମାଇଲଖୁଣ୍ଟ ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢ଼େଇକୁ ତ୍ବରାନ୍ବିତ କରିଛି।