ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ଏପ୍ରିଲ୍‌ରେ ୭୧, ୩୭୦ ଗାଡ଼ି ବିକ୍ରି: କିଣିନେଲେ ୫୮ ହଜାର ସ୍କୁଟର, ବାଇକ୍

ଭୁବନେଶ୍ବର: ଚଳିତ ବର୍ଷ ଏପ୍ରିଲ୍‌ରେ ରାଜ୍ୟରେ ଗାଡ଼ି ବିକ୍ରି ବେଶ୍‌ ଉତ୍ସାହଜନକ ଥିଲା। ଗୋଟିଏ ମାସରେ ୭୧,୩୭୦ଟି ଗାଡ଼ି ବିକ୍ରି ହୋଇଛି। ସବୁ ପ୍ରକାର ଗାଡ଼ିର ବିକ୍ରି ଏହି ମାସରେ ବଢ଼ିଛି। ଗତବର୍ଷ ଏପ୍ରିଲ୍‌ରେ ୫୪,୮୧୨ଟି ଗାଡ଼ି ବିକ୍ରି ହୋଇଥିଲା। ସେହି ତୁଳନାରେ ଚଳିତ ବର୍ଷ ୩୦.୨୧…
ଅଧିକ ଖବର ଦେଖନ୍ତୁ...

ଆସିଲା ନୂଆ ମାରୁତି ସ୍ବିଫ୍ଟ: ୬ ଏୟାରବ୍ୟାଗ୍‌, ଦାମ୍ ୬.୪୯ ଲକ୍ଷ ଟଙ୍କାରୁ ଆରମ୍ଭ

ନୂଆଦିଲ୍ଲୀ: ମାରୁତି ସୁଜୁକି ପକ୍ଷରୁ ନୂଆ ‘ସ୍ବିଫ୍ଟ’କୁ ଉନ୍ମୋଚନ କରାଯାଇଛି ଯାହାର ପ୍ରାରମ୍ଭିକ ଏକ୍ସ ସୋ’ରୁମ୍ ଦାମ୍ ୬.୪୯ ଲକ୍ଷ ଟଙ୍କା ରହିଛି। କମ୍ପାନି ୧୪୫୦ କୋଟି ଟଙ୍କା ନିବେଶ କରି ସ୍ବିଫ୍ଟର ନୂଆ ମଡେଲ୍‌ ବିକାଶ କରିଛି। ଗ୍ରାହକମାନେ ୧୭,୪୩୬ ଟଙ୍କାର ମାସିକ…
ଅଧିକ ଖବର ଦେଖନ୍ତୁ...

ଅଚଳ ହେବ ୨୮,୨୦୦ ହ୍ୟାଣ୍ଡ୍‌ସେଟ୍‌: ସାଇବର୍‌ ଅପରାଧ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ସାଇବର୍‌ ଠକେଇରେ ବ୍ୟବହାର ହୋଇଥିବା ହ୍ୟାଣ୍ଡ୍‌ସେଟ୍‌ ଓ ମୋବାଇଲ୍‌ ନମ୍ବରଗୁଡ଼ିକ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୨୮,୨୦୦ ହ୍ୟାଣ୍ଡ୍‌ସେଟ୍‌କୁ ଅଚଳ କରିବା ଏବଂ ସେହି ହ୍ୟାଣ୍ଡ୍‌ସେଟ୍‌ଗୁଡ଼ିକରେ ବ୍ୟବହାର ହୋଇଥିବା ୨୦ ଲକ୍ଷ ମୋବାଇଲ୍‌ ନମ୍ବରର…
ଅଧିକ ଖବର ଦେଖନ୍ତୁ...

ଶିଳ୍ପ ଅଭିବୃଦ୍ଧି ୪.୯%କୁ କମିଲା

ନୂଆଦିଲ୍ଲୀ: ୨୦୨୪ ମାର୍ଚ୍ଚ ମାସ ପାଇଁ ଦେଶର ଶିଳ୍ପ ଉତ୍ପାଦନ ତଥ୍ୟ ଆଜି ସରକାର ପ୍ରକାଶ କରିଛନ୍ତି। ମାର୍ଚ୍ଚରେ ଶିଳ୍ପ ଅଭିବୃଦ୍ଧି ୪.୯ ପ୍ରତିଶତ ରହିଛି। ମୁଖ୍ୟତଃ ଖଣି କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁ ଶିଳ୍ପ ଉତ୍ପାଦନ ମନ୍ଥର ହୋଇଛି। ଚଳିତବର୍ଷ ଫେବ୍ରୁଆରିରେ ଏହା ୫.୬ ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...

ଲକ୍ଷେ କୋଟି ଦେବ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଲାଭାଂଶ ଆକାରରେ ଭାରତ ସରକାରଙ୍କୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରିପାରେ। ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଏବେ ‘ଏକ୍ସ’ରେ ପୋଷ୍ଟ କରିହେବ ଫିଲ୍ମ, ଟିଭି ସିରିଜ ଓ ପଡକାଷ୍ଟ, ଏଲନ ମସ୍କଙ୍କ ଘୋଷଣା

ନୂଆଦିଲ୍ଲୀ: ଏଲନ୍ ମସ୍କ ଟ୍ୱିଟର ନେତୃତ୍ବ ନେବା ପରେ ଏଥିରେ ଅନେକ ପରିବର୍ତ୍ତନ କରିଚାଲିଛନ୍ତି ।  ୟୁଜର୍ସଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ମସ୍କ ଏହି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ କ୍ରମାଗତ ଭାବେ ନୂଆ ନୂଆ ଫିଚର ଯୋଡୁଛନ୍ତି । ଯଦି ଆପଣ ମଧ୍ୟ ଟ୍ୱିଟର ଅର୍ଥାତ ଏକ୍ସ ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ସାଇବର ଅପରାଧ ରୋକିବାକୁ ବଡ଼ ପଦକ୍ଷେପ : ୨୦ ଲକ୍ଷ ମୋବାଇଲ ନମ୍ବରର କାଗଜପତ୍ର ଯାଞ୍ଚ ହେବ

ନୂଆଦିଲ୍ଲୀ: ଦେଶରେ ବଢୁଥିବା ସାଇବର ଅପରାଧକୁ ରୋକିବା ପାଇଁ ଏକ ବଡ ପ୍ରସ୍ତୁତି ଚାଲିଛି । ସାଇବର ଅପରାଧ ଏବଂ ଆର୍ଥିକ ଠକେଇରେ ହେଉଥିବା ଟେଲିକମ ସେବାର ଦୁରୁପୋଗକୁ ରୋକିବା ପାଇଁ ଦୂରସଂଚାର ବିଭାଗ (ଡିଓଟି), ଗୃହ ମନ୍ତ୍ରଣାଳୟ ଏବଂ ବିଭିନ୍ନ ରାଜ୍ୟର ରାଜ୍ୟ ପୁଲିସ ମିଳିତ ଭାବେ କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ଷ୍ଟକ ବଜାରରେ ଫେରିଲା ଉତ୍ସାହ, ସେନସେକ୍ସ ୨୬୦ ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ: ଲଗାତାର ୩ ଦିନ ଧରି ହ୍ରାସ ପରେ ଶେଷରେ ଷ୍ଟକ ବଜାରରେ ଉତ୍ସାହ ଫେରିଛି ।  ସପ୍ତାହର ଶେଷ କାରବାର ଦିବସ ଅର୍ଥାତ୍ ଶୁକ୍ରବାର (ମେ ୧୦) ଭାରତୀୟ ଷ୍ଟକ ବଜାରରେ ବୃଦ୍ଧି ଦେଖିବାକୁ ମିଳିଥିଲା। କାରବାର ଶେଷ ସୁଦ୍ଧା ୩୦ ସେୟାର ବିଶିଷ୍ଟ ବିଏସଇ ସେନ୍ସେକ୍ସ ୨୬୦.୩୦ ପଏଣ୍ଟ ବା ୦.୩୬…
ଅଧିକ ଖବର ଦେଖନ୍ତୁ...

ଆଜି ଅକ୍ଷୟ ତୃତୀୟା: ସୁନା ବିକ୍ରି ୧୫% ବଢ଼ିବ

ଭୁବନେଶ୍ବର: ଆସନ୍ତାକାଲି (ଶୁକ୍ରବାର) ଦେଶରେ ଅକ୍ଷୟ ତୃତୀୟା ପାଳନ ହେଉଛି। ଅକ୍ଷୟ ତୃତୀୟାକୁ ଲୋକମାନେ ଏକ ଶୁଭଦିନ ଭାବେ ବିବେଚନା କରିଥାନ୍ତି। ସୁନା ଓ ରୁପା ଭଳି ମୂଲ୍ୟବାନ ଧାତୁ ଗ୍ରାହକମାନେ ଏହି ଦିନ କିଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ତେଣୁ ଭଲ ବ୍ୟବସାୟ ଆଶାରେ ସୋ’ରୁମ୍‌ଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଟାଟା ପାୱାରର ୩୦୭ କୋଟି ଲାଭ

ଭୁବନେଶ୍ବର: ରାଜ୍ୟର ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ ଅଧିଗ୍ରହଣ କରିଥିବା ଟାଟା ପାୱାର ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ ୩୦୭ କୋଟି ଟଙ୍କାର ଟିକସ ପରବର୍ତ୍ତୀ ଲାଭ କରିଛି। କମ୍ପାନିର ଚାରି ଡିସ୍‌କମ୍‌ ସମୁଦାୟ ବୈଷୟିକ ଓ ବାଣିଜ୍ୟିକ କ୍ଷତି (ଏଟିଆଣ୍ଡସି)ରେ ହ୍ରାସ ଆଣିଛନ୍ତି। ୨୦୨୨-୨୩ରେ…
ଅଧିକ ଖବର ଦେଖନ୍ତୁ...