ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

୧୪ ବର୍ଷରେ ପ୍ରଥମ: ଜୁନ୍‌ରେ ବଡ଼ଧରଣର ବିଦ୍ୟୁତ୍‌ ଅଭାବ

ନୂଆଦିଲ୍ଲୀ: ଜଳ ବିଦ୍ୟୁତ ପ୍ରକଳ୍ପଗୁଡ଼ିକରୁ ଉତ୍ପାଦନ ହ୍ରାସ ପାଇଥିବାରୁ ଜୁନ୍ ମାସରେ ଦେଶରେ ବଡ଼ ଧରଣର ବିଦ୍ୟୁତ୍‌ ଅଭାବ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ସଙ୍କଟକୁ ଏଡ଼ାଇବା ଲାଗି ପାୱାର ପ୍ଲାଣ୍ଟଗୁଡ଼ିକରେ ହେବାକୁ ଥିବା ରକ୍ଷଣାବେକ୍ଷଣ ସମୟକୁ ଆଗକୁ ବଢ଼ାଇବା ଏବଂ ବନ୍ଦ ପଡ଼ିଥିବା…
ଅଧିକ ଖବର ଦେଖନ୍ତୁ...

ସେନ୍‌ସେକ୍ସ ୧୦୬୨ ପଏଣ୍ଟ୍‌ ଖସିଲା: ନିବେଶକ ହରାଇଲେ ୭.୩ ଲକ୍ଷ କୋଟି

ମୁମ୍ବାଇ: ନିର୍ବାଚନକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଷ୍ଟକ୍ ବଜାର କାରବାରକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସେଥିପାଇଁ ଗତ କିଛିଦିନ ହେଲାଣି ଷ୍ଟକ୍ ବଜାରର ସୂଚକାଙ୍କରେ ହ୍ରାସ ହେଉଛି। ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ୧୦୬୨ ପଏଣ୍ଟ ହ୍ରାସ ପାଇ ୭୨,୪୦୪ ପଏଣ୍ଟରେ…
ଅଧିକ ଖବର ଦେଖନ୍ତୁ...

ଚିକେନ ସ୍ୟାଣ୍ଡଉଇଜ ଖାଇଦେଇଥିବା ମହିଳା ରେସ୍ତୋରାଁକୁ କ୍ଷତିପୁରଣ ବାବଦକୁ ୫୦ଲକ୍ଷ ଟଙ୍କା କଲେ ଦାବି

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦର ଚାମୁଣ୍ଡାନଗରରେ ବାସବାସ କରୁଥିବା ଜଣେ ମହିଳା ପନିର ସ୍ୟାଣ୍ଡଉଇଜ ମଗାଇଥିବା ବେଳେ ରେସ୍ତୋରାଁ ତାଙ୍କୁ ଆମିଷ ସ୍ୟାଣ୍ଡଉଇଜ ଦେଇଥିଲା। ଯେଉଁ କାରଣରୁ ଉକ୍ତ ମହିଳା ଜଣକ କ୍ଷତିପୂରଣ ବାବଦକୁ ରେସ୍ତୋରାଁକୁ ୫୦ଲକ୍ଷ ଟଙ୍କା ଦାବି କରିଛନ୍ତି। ନଗର…
ଅଧିକ ଖବର ଦେଖନ୍ତୁ...

ଲଗାତାର ୩ୟ ଦିନ ପାଇଁ ଷ୍ଟକବଜାରରେ ହ୍ରାସ, ୧୦୬୨ ପଏଣ୍ଟ କମିଲା ସେନସେକ୍ସ

ମୁମ୍ବାଇ : ବିଶ୍ବବଜାରରେ ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ଦେଖିବାକୁ ମିଳୁଛି। ବଜାରରେ ଲଗାତାର ବିକ୍ରି ହେଉଛି। ଗୁରୁବାର ଲଗାତାର ତୃତୀୟ ଦିନ ପାଇଁ ବଜାରରେ ହ୍ରାସ ଜାରି ରହିଛି। ବିଏସ୍ଇ ସେନସେକ୍ସ ୧୦୬୨.୨୨ ପଏଣ୍ଟ ହ୍ରାସ ପାଇ ୭୨,୪୦୪.୧୭ରେ ବନ୍ଦ ହୋଇଛି। ସେହିପରି ଏନ୍ ଏସଇ ନିଫ୍ଟି…
ଅଧିକ ଖବର ଦେଖନ୍ତୁ...

୩୦ ଜଣ କର୍ମଚାରୀଙ୍କୁ ବହିଷ୍କାର କରିବା ପରେ ଅନ୍ୟମାନଙ୍କୁ ୪ଟା ସୁଦ୍ଧା ଯୋଗଦେବାକୁ ନିର୍ଦ୍ଦେଶ ଦେଲା ଏୟାର ଇଣ୍ଡିଆ…

ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ମାଲିକାନା ଏୟାର ଇଣ୍ଡିଆ ଏକ୍ସପ୍ରେସ ଗତକାଲିର ସମସ୍ୟା ପରେ ୩୦ ଜଣ କ୍ରୁ ସଦସ୍ୟ ସଦସ୍ୟଙ୍କ ସେବାକୁ ତୁରନ୍ତ ବନ୍ଦ କରିଦେଇଛି କମ୍ପାନି। ପୂର୍ବରୁ ନଜଣାଇ ଅଚାନକ ଗଣ ଛୁଟିରେ ଯିବା ହେତୁ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ମଙ୍ଗଳବାର ୧୦୦ରୁ ଅଧିକ ବିମାନ ବାତିଲ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଅସୁସ୍ଥତା କାରଣ ଦର୍ଶାଇ ସମୂହ ଛୁଟିରେ ଯାଇଥିବା ବିମାନ କର୍ମଚାରୀଙ୍କୁ ବହିଷ୍କୃତ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ

ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ମାଲିକାନା ଏୟାର ଇଣ୍ଡିଆ ଏକ୍ସପ୍ରେସ ଗତକାଲିର ସମସ୍ୟା ପରେ କ୍ରୁ ସଦସ୍ୟ ସଦସ୍ୟଙ୍କ ସେବାକୁ ତୁରନ୍ତ ବନ୍ଦ କରିଦେଇଛି କମ୍ପାନି। ପୂର୍ବରୁ ନଜଣାଇ ଅଚାନକ ଗଣ ଛୁଟିରେ ଯିବା ହେତୁ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ମଙ୍ଗଳବାର ୧୦୦ରୁ ଅଧିକ ବିମାନ ବାତିଲ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଟାଟାର ମୁଣ୍ଡବ୍ୟଥା ‘ଏୟାର ଇଣ୍ଡିଆ’: ଏୟାର ଇଣ୍ଡିଆ ଏକ୍ସ‌ପ୍ରେସ୍‌ରେ ସଙ୍କଟ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ସରକାରଙ୍କଠାରୁ କିଣିବା ପରେ ସେଥିରେ ସୁଧାର ଆଣିବାକୁ ଉଦ୍ୟମ କରୁଥିବା ଟାଟା ଗ୍ରୁପ୍‌କୁ ବିଭିନ୍ନ ପ୍ରକାର ସମସ୍ୟା ସାମ୍ନା କରିବାକୁ ପଡ଼ୁଛି। ଗତ ଏପ୍ରିଲ୍‌ରେ ଭିସ୍ତାରା ସହ ମିଶ୍ରଣକୁ ନେଇ ଏୟାର ଇଣ୍ଡିଆର ପାଇଲଟ୍‌ମାନଙ୍କ ଭିତରେ ଅଶାନ୍ତି ଦେଖାଦେବାରୁ ବିମାନ…
ଅଧିକ ଖବର ଦେଖନ୍ତୁ...

ରୁଚି ଚା’ର ଭୋଟର ସଚେତନତା ବାର୍ତ୍ତା

ଭୁବନେଶ୍ବର: ରୁଚି ଫୁଡ୍‌ଲାଇନ୍‌ର ରୁଚି ଚା’ ପକ୍ଷରୁ ଏକ ଭୋଟର ସଚେତନତା ବାର୍ତ୍ତା ସମ୍ବଳିତ ନୂଆ ଟିଭି ବିଜ୍ଞାପନ ଉନ୍ମୋଚନ କରାଯାଇଛି। କାହା ଦ୍ବାରା ପ୍ରଭାବିତ ନହୋଇ ନିଜ ମୂଲ୍ୟବାନ ଭୋଟ୍‌ ଦେବାକୁ ଏଥିରେ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି। ଏହାର ଟ୍ୟାଗ୍‌ ଲାଇନ୍ ରହିଛି ‘ଆମ…
ଅଧିକ ଖବର ଦେଖନ୍ତୁ...

ବିଦେଶରୁ ଘରକୁ ପାଣ୍ଠି ପଠାଇବା: ୧୧,୦୦୦ କୋଟି ଡଲାର ପାଇବାରେ ଭାରତ ପ୍ରଥମ

ନୂଆଦିଲ୍ଲୀ: କାମଧନ୍ଦା ଓ ରୋଜଗାର ସନ୍ଧାନରେ ବିଦେଶ ଯାଇଥିବା ଭାରତୀୟମାନେ ପ୍ରତିବର୍ଷ ବିପୁଳ ପରିମାଣର ପାଣ୍ଠି ଦେଶରେ ଥିବା ନିଜ ଲୋକମାନଙ୍କ ପାଖକୁ ପଠାଉଛନ୍ତି। ସେହିଭଳି ପାଣ୍ଠି ପାଇବାରେ ଭାରତ ଏକ ଅନନ୍ୟ ରେକର୍ଡ କରିଛି। ବିଶ୍ବର ପ୍ରଥମ ଦେଶ ଭାବେ ୨୦୨୨ରେ ଏହା ୧୦,୦୦୦ କୋଟି…
ଅଧିକ ଖବର ଦେଖନ୍ତୁ...

ନଗଦରେ ୨୦ ହଜାର ଟଙ୍କାରୁ ଅଧିକ ଋଣ ଦିଅନି: ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: କଠୋର କାର୍ଯ୍ୟ‌ାନୁଷ୍ଠାନ ଗ୍ରହଣ କରିବାକୁ ପଛାଉ ନଥିବା ଶକ୍ତିକାନ୍ତ ଦାସଙ୍କ ନେତୃତ୍ବାଧୀନ ଭାରତୀୟ ରିଜର୍ଭ ବ୍ୟାଙ୍କ ନଗଦ ଆକାରରେ ଦିଆଯାଉଥିବା ଋଣ ଉପରେ କଡ଼ା ନଜର ରଖିବା ଆରମ୍ଭ କରିଛି। ବିଶେଷ କରି ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି)-ମାଇକ୍ରୋ ଫାଇନାନ୍ସ…
ଅଧିକ ଖବର ଦେଖନ୍ତୁ...