ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ବାଣ ଆଣିବା, ଜଟଣୀ ଚାଲ

ଭୁବନେଶ୍ୱର/ଜଟଣୀ : ବାଣ ଫୁଟାଇବା ପୂର୍ବରୁ ହଜାରେ ବାରଣ । ଏଣେ ସୁପ୍ରିମ୍‌ କୋର୍ଟ କଟକଣା ଲଗେଇଛି ତେଣେ ପାଣିପାଗ କାର୍ଯ୍ୟାଳୟ ବର୍ଷା ହବ କହି ଡରାଉଛି। ପୁଣି ୧୨୦ ଡେସିବଲ୍‌ରୁ ଅଧିକ ଶବ୍ଦର ବାଣ ନଫୁଟାଇବାକୁ କଡ଼ା ତାଗିଦ୍‌। ସଚେତନ ନାଗରିକ ଏସବୁ ବାରଣ ଓ ତାଗିଦ୍‌କୁ ସମ୍ମାନ ସିନା…
ଅଧିକ ଖବର ଦେଖନ୍ତୁ...

ଆଧୁନିକତା ଭୁଲାଇପାରିନି ମାଟିର ବାସ୍ନାକୁ

ଭୁବନେଶ୍ୱର : ଯୁଗ ଅତ୍ୟାଧୁନିକ ହେଲାଣି। ଘରଠାରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ଅତ୍ୟାଧୁନିକ ଆଲୋକସଜ୍ଜା, କାଚ, ପ୍ଲାଏ ଓ ପ୍ଲାଷ୍ଟିକ୍‌ ତିଆରି ସୁନ୍ଦର ସୁନ୍ଦର ସାମଗ୍ରୀରେ ଚମତ୍କାର ସାଜସଜ୍ଜା। ହେଲେ ଏସବୁ ଭିତରେ ଯେ ମଣିଷ ତା’ର ଅସ୍ତିତ୍ୱକୁ ଭୁଲିନି। ଭୁଲିନି ତା’ର ମା’ ମାଟିକୁ କି…
ଅଧିକ ଖବର ଦେଖନ୍ତୁ...

ନନ୍ଦନକାନନରେ ଆଜି ଉଦ୍‌ଘାଟିତ ହେବ ହେଟାବାଘ ଘର

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଉନ୍ମୋଚିତ ହେବ ନବ ନର୍ମିତ ୨ଟି ହେଟାବାଘ ଘର। ଏଥିସହିତ ବ୍ୟାଟେରି ଚାଳିତ ଗାଡ଼ିର ଟିକେଟ ଘର ମଧ୍ୟ ଉନ୍ମୋଚିତ ହେବ। ଅପରାହ୍ଣ ସାଢ଼େ ତିନିଟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ…
ଅଧିକ ଖବର ଦେଖନ୍ତୁ...

ବିମାନବନ୍ଦରରେ ଆତଙ୍କବାଦୀ ଆକ୍ରମଣ!

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ହଠାତ୍‌ ୬ଜଣ ବନ୍ଧୁକଧାରୀ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଯାତ୍ରୀଙ୍କ ମୁଣ୍ଡ ଜାମିନ୍‌ ରଖି କର୍ତ୍ତୃପକ୍ଷଙ୍କୁ ଧମକ ଦେଇଥିଲେ। ପୂରା ବିମାନବନ୍ଦରକୁ ନିଜ କବ୍‌ଜାକୁ ନେବାକୁ ଉଦ୍ୟମ କରିଥିଲେ। ହେଲେ ସିଆଇଏସ୍‌ଏଫ୍‌ ଯବାନ ଓ…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ଦଳ କେନ୍ଦ୍ରୀୟ ସୂଚନା କମିସନଙ୍କ ନିର୍ଦେଶ ପାଳନ କରନ୍ତୁ

ଭୁବନେଶ୍ୱର : ଏନ୍‌ସିପିଆର୍‌ଆଇ ପକ୍ଷରୁ ଉତ୍କଳ ମଣ୍ଡପରେ ଚାଲିଥିବା ପଞ୍ଚମ ଜାତୀୟ ସୂଚନା ଅଧିକାର ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ କେନ୍ଦ୍ରୀୟ ମୁଖ୍ୟ ସୂଚନା କମିସନର ଆର.କେ ମାଥୁର ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ମାଥୁର କହିଲେ, ଦେଶରେ ସରକାରୀ…
ଅଧିକ ଖବର ଦେଖନ୍ତୁ...

ଉତ୍କଳ ଦୃଷ୍ଟିହୀନ ସଂଘ ପକ୍ଷରୁ ବିଶ୍ୱ ଧଳାବାଡ଼ି ଦିବସ

ଭୁବନେଶ୍ୱର : ଉତ୍କଳ ଦୃଷ୍ଟିହୀନ ସଂଘ ପକ୍ଷରୁ ଅନୁଷ୍ଠାନ ପରିସରରେ ବିଶ୍ୱ ଧଳାବାଡ଼ି ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇଥିଲେ। ରାଜ୍ୟ ଗବେଷଣା ତାଲିମ୍‌ ପରିଷଦର ଅବସରପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷାବିତ୍‌…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ବିକାଶ ପାଇଁ ଦୂରଦୃଷ୍ଟିର ଆବଶ୍ୟକତା ରହିଛି

ଭୁବନେଶ୍ୱର : ରାଜ୍ୟର ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ ଦୂରଦୃଷ୍ଟିର ଅଭାବ ପାଇଁ ଓଡ଼ିଶା ଆଗେଇ ପାରୁୁନି। ଓଡ଼ିଶାର ବିକାଶ ପାଇଁ ନେତାଙ୍କଠୁ ଆରମ୍ଭ କରି ଜନସାଧାରଣ ସମସ୍ତଙ୍କର ଦୂରଦୃଷ୍ଟିର ଆବଶ୍ୟକତା ରହିଛି। ଚେତନା ଶକ୍ତିକୁ ଜାଗ୍ରତ କରି ଦୂରଦୃଷ୍ଟି ଆଣିବାରେ ସମ୍ବାଦପତ୍ରର ଗୁରୁତ୍ୱପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ତଦନ୍ତ ପାଇଁ କମିଟି ଗଠନ ହେବ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗର ସହକାରୀ ଅଧ୍ୟାପକ ମହେଶ୍ୱର ଶତପଥୀଙ୍କ ବିରୋଧରେ ଛାତ୍ରଛାତ୍ରୀମାନେ ଆଣିଥିବା ଯୌନ ଓ ଶାରୀରିକ ନିର୍ଯାତନା ଅଭିଯୋଗର ତଦନ୍ତ ହେବ। ଏଥିପାଇଁ ବିଶ୍ୱବିଦ୍ୟାଳୟସ୍ତରରେ ଏକ କମିଟି ଗଠନ କରି ତଦନ୍ତ କରାଯିବ। ଏହି କମିଟି ଆସନ୍ତା…
ଅଧିକ ଖବର ଦେଖନ୍ତୁ...

ଶାନ୍ତି ମେମୋରିଆଲ୍‌ ହସ୍ପିଟାଲ୍‌ ପକ୍ଷରୁ ବିଶ୍ୱ ମେଦ ବହୁଳତା ଦିବସ

ଚନ୍ଦ୍ରଶେଖରପୁର : ଶାନ୍ତି ମେମୋରିଆଲ୍‌ ହସ୍ପିଟାଲ୍‌ ପକ୍ଷରୁ ବିଶ୍ୱ ମେଦବହୁଳତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, ଅଭିନେତା କୁନା ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ସର୍ବଦା ଫିଟ୍‌ ରହିବାକୁ ଅନେକ ପରାମର୍ଶ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ପର୍ଯ୍ୟଟନର ପ୍ରାଣକେନ୍ଦ୍ର ହେବ ଓଡ଼ିଶା

ଚନ୍ଦ୍ରଶେଖରପୁର : ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାରେ ରହିଥିବା ଅପାର ସମ୍ଭାର ସାରା ବିଶ୍ୱକୁ ଦିଗ୍‌ଦର୍ଶନ ଦେବ। ବିଶାଳ ବେଳାଭୂମି, ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ, ବନ୍ୟପ୍ରାଣୀ, ନଦନଦୀ, ହସ୍ତତନ୍ତ, ହସ୍ତଶିଳ୍ପ, କଳା ସ୍ଥାପତ୍ୟ, ମହାନ ଐତିହ୍ୟ ସାରା ବିଶ୍ୱରେ ଅନନ୍ୟ। ଗୋଟିଏ ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...