ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ମେଘା ଉପରେ ତୀକ୍ଷ୍‌ଣ ନଜର

ବାରଙ୍ଗ :  ଶନିବାର ଖୁଆଡ଼ର ତାରଜାଲି ପାଚେରି ଡେଇଁଥିବା ନନ୍ଦନକାନନର ବାଘୁଣୀ  ମେଘା ଆଜି ମଧ୍ୟ ଅସ୍ଥିର, ବିଚଳିତ ଓ ଉନ୍ମାଦିତ ଅବସ୍ଥାରେ ଥିବା ଲକ୍ଷ୍ୟ କରାଯାଇଛି। ଏଥିପାଇଁ ମେଘାକୁ ଆଜି ଖୁଆଡ଼ ମଧ୍ୟକୁ ଛଡ଼ା ନଯାଇ ଖାଦ୍ୟ ଗ୍ରହଣ କକ୍ଷରେ ଛଡ଼ାଯାଇଛି। ତାର ଗତିବିଧି ଉପରେ ତୀକ୍ଷ୍‌ଣ ନଜର…
ଅଧିକ ଖବର ଦେଖନ୍ତୁ...

ମାଳି କଲୋନିରେ ଜଣ୍ଡିସ୍‌ : ସତ୍ୟସାଇ ସ୍କୁଲ ନିକଟରେ ଖାଦ୍ୟ ବିକ୍ରି ବନ୍ଦ

ଭୁବନେଶ୍ୱର : ୟୁନିଟ-୩ ମାଳି କଲୋନିରେ ଜଣ୍ଡିସ୍‌ ବ୍ୟାପିବା ପରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଇଛି। କଲୋନିରେ ପ୍ରାୟ ୨୦ଜଣ ଜଣ୍ଡିସ୍‌ ଆକ୍ରାନ୍ତ ହୋଇଥିବାବେଳେ ଏଥିରୁ ୭ଜଣ ସ୍ଥାନୀୟ ସତ୍ୟସାଇ ହାଇସ୍କୁଲର ଛାତ୍ରଛାତ୍ରୀ। ସ୍କୁଲ ଛାତ୍ରଛାତ୍ରୀଙ୍କୁ ଜଣ୍ଡିସ୍‌…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟଙ୍କ ନିର୍ଦେଶ ପରେ ବି ପୁଲିସ ଚୁପ୍‌

ଭୁବନେଶ୍ୱର : ଗତ ବର୍ଷ ଜୁଲାଇ ମାସରେ ଖଣ୍ଡଗିରି ଥାନା ଅଧୀନ ଡେଲଟା ଛକ ନିକଟରେ ଥିବା ସାଇ ରେସିଡେନ୍ସି ଗେଷ୍ଟହାଉସରୁ ଜଣେ ଯୁବ ଇଂଜିନୟରଂଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଥିଲା। ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତକୁ ବନ୍ଦ କରି ଦେଇଥିଲା। ମାତ୍ର ମୃତ ଇଂଜିନିୟରଙ୍କ ମା’…
ଅଧିକ ଖବର ଦେଖନ୍ତୁ...

ଶୈଶବ ଇଣ୍ଡିଆ ପକ୍ଷରୁ ‘ଏ ଡେ ଫର୍‌ କଲାମ’

ଭୁବନେଶ୍ୱର : ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ଶୈଶବ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ପରିସରରେ ଏ ଡେ ଫର୍‌ କଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ବୈଜ୍ଞାନିକ ସୁଶାନ୍ତ ଦାଶ, ଲେଖକ ଅଭୟ କୁମାର ନାୟକ, ଉତ୍କଳ…
ଅଧିକ ଖବର ଦେଖନ୍ତୁ...

ଧଳାବାଡ଼ି ଦୃଷ୍ଟିହୀନଙ୍କୁ ସଶକ୍ତ କରିଛି

ଭୁବନେଶ୍ୱର : ଧଳାବାଡ଼ି ଦୃଷ୍ଟିହୀନମାନଙ୍କର ସ୍ୱାଧୀନତା ଓ ନିରାପଦ ଯାତ୍ରାର ସାଥୀ। ଆତ୍ମନିର୍ଭରଶୀଳତା ବୃଦ୍ଧି କରି ସାଧାରଣ ମଣିଷଙ୍କ ସହ ପାଦ ମିଳାଇ ଚାଲିବାରେ ଏହା ସେମାନଙ୍କୁ ସହାୟତା କରିଛି। ବାସ୍ତବରେ ଧଳାବାଡ଼ି ଦୃଷ୍ଟିହୀନଙ୍କୁ ସଶକ୍ତ କରିଛି। ଦୃଷ୍ଟିହୀନଙ୍କ ଶିକ୍ଷକ ପ୍ରଶିକ୍ଷଣ…
ଅଧିକ ଖବର ଦେଖନ୍ତୁ...

କଲାମ ଜୟନ୍ତୀରେ ‘ବିଶ୍ୱ ଛାତ୍ର ଦିବସ’ ପାଳନ

ଭୁବନେଶ୍ୱର : ଡ. ଏପିଜେ ଅବଦୁଲ କଲାମ ମେମୋରିଆଲ ଟ୍ରଷ୍ଟ୍‍ ପକ୍ଷରୁ ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ଦେଶର ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ୍‌ କଲାମ ଜୟନ୍ତୀ ଅବସରରେ ‘ବିଶ୍ୱ ଛାତ୍ର ଦିବସ’ ପାଳିତ ହୋଇଯାଇଛି। ଟ୍ରଷ୍ଟ୍‍ର ଫାଉଣ୍ଡର୍‌ ଟ୍ରଷ୍ଟି ଓ ସଂପାଦକ କରୁଣାକର ପ୍ରଧାନ…
ଅଧିକ ଖବର ଦେଖନ୍ତୁ...

ସ୍ୱରବର୍ଣ୍ଣ ପକ୍ଷରୁ ଅସୀମ ବସୁଙ୍କ ଜୟନ୍ତୀ : ଅସୀମ ଦା’ ସୀମାହୀନ ଐଶ୍ୱର୍ଯ୍ୟ

ଭୁବନେଶ୍ୱର : ଚିତ୍ରକଳା, ନାଟକ ଓ ସାହିତ୍ୟର ସୃଜନକାର ଅସୀମ ବସୁଙ୍କ ଜନ୍ମ ଦିବସକୁ ଆଜି ସ୍ଥାନୀୟ ରାଜ୍ୟ ଅଭିଲେଖାଗାରରେ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି। ଅସୀମ ଦା’ଙ୍କ କନ୍ୟା ଭାସ୍ୱତୀ ବସୁ ନିଜ ପିତାଙ୍କ ଉଦ୍ଦେଶ୍ୟରେ ଓ ପିତାଙ୍କୁ ନେଇ ରଚନା କରିଥିବା ‘ବାଦଶାହ ଓ ପ୍ରେମିକା’ କବିତାକୁ…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟିହୀନଙ୍କୁ ସମସ୍ତେ ସାହାଯ୍ୟ କରିବା ଦରକାର

ଭୁବନେଶ୍ୱର : ଧଳାବାଡ଼ି ହେଉଛି ଦୃଷ୍ଟିହୀନମାନଙ୍କ ସ୍ୱାଧୀନତାର ପ୍ରତୀକ। ଧଳା ବାଡ଼ି ଧରି ଯାଉଥିବା ବ୍ୟକ୍ତିଙ୍କୁ କେହି ଥଟ୍ଟା, ପରିହାସ କରିବା ଉଚିତ ନୁହେଁ। ରାସ୍ତାରେ ଧଳାବାଡ଼ି ଧରି ଯାଉଥିବା ବ୍ୟକ୍ତିଙ୍କୁ ସାଧାରଣ ନାଗରିକ, ଗାଡ଼ି ଚାଳକ ତଥା ଆରକ୍ଷୀ ସମସ୍ତେ ସାହାଯ୍ୟ କରିବା ଦରକାର।…
ଅଧିକ ଖବର ଦେଖନ୍ତୁ...

‘ଓଡ଼ିଆଙ୍କ ହୁଙ୍କାର’ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର :ସ୍ଥାନୀୟ କଳିଙ୍ଗନଗରସ୍ଥିତ ମା’ ବନଦୁର୍ଗା ମନ୍ଦିର ପୀଠଠାରେ ‘ଓଡ଼ିଆଙ୍କ ହୁଙ୍କାର’ ପତ୍ରିକା ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୨୫ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ଏହି ଶିବିରରେ ଭୁବନେଶ୍ୱର ବ୍ଳକ୍‌ ଅଧ୍ୟକ୍ଷ ଅବିନାଶ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ଖୁଆଡ଼ ପାଚେରି ଡେଇଁଲା ମେଘା

ବାରଙ୍ଗ : ଆଜି ନନ୍ଦନକାନନରେ ନଜରକୁ ଆସିଛି ମହାବଳ ବାଘଙ୍କ ଆଉ ଏକ ପ୍ରେମକାହାଣୀ। ପୁରୁଷ ବାଘ ସାହିଲ ସହ ମିଳନ ପାଇଁ ବ୍ୟାକୁଳ ହୋଇ ବାଘୁଣୀ ମେଘା ୧୫ ପୁଟ୍‌ ଉଚ୍ଚର ଜାଲି ପାଚେରିକୁ ଡେଇଁ ଚର୍ଚାକୁ ଆସିଛି। ତେବେ ଆଜି ତାକୁ ମିଳନ ପାଇଁ ସୁଯୋଗ ମିଳି ନାହିଁ। ଗତ ୨୦୧୦ ମସିହା ମାର୍ଚ ମାସ…
ଅଧିକ ଖବର ଦେଖନ୍ତୁ...