ୟୁପି କ୍ରିକେଟ୍‌ ସଂଘ ଦ୍ବାରା ରାଇନା ସମ୍ବର୍ଦ୍ଧିତ

ଲକ୍ଷ୍ନୌ: ପୂର୍ବତନ ଭାରତୀୟ ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ବୁଧବାର ଉତ୍ତରପ୍ରଦେଶ କ୍ରିକେଟ୍‌ ସଂଘ ଦ୍ବାରା ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିଲେ। ୟୁପି କ୍ରିକେଟ୍‌ ସଂଘ ରାଜ୍ୟ ପାଇଁ ଗୌରବ ଆଣିଥିବା ପୂର୍ବତନ ଏବଂ ଏବର ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବା ଲାଗି ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏଥିରେ ଉତ୍ତର ପ୍ରଦେଶ କ୍ରିକେଟ୍‌ ପାଇଁ ଦୁଇ ଦଶନ୍ଧି ଧରି ଖେଳିଥିବା ରାଇନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଅତିଥି ବିସିସିଆଇ ସମ୍ପାଦକ ଓ ଏସୀୟ କ୍ରିକେଟ୍‌ ପରିଷଦ ସଭାପତି ଜୟ ଶାହ ଏବଂ ୟୁପି କ୍ରିକେଟ୍‌ ସଂଘ ସଭାପତି ରାଜୀବ ଶୁକ୍ଲା ରାଇନାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର