ପୁଲିସ ବିଭାଗର ୨୫ ଡିଏସପିଙ୍କ ବଦଳି

କଟକ : ଓଡିଶା ପୁଲିସରେ କାର୍ଯ୍ୟରତ ୨୫ ଜଣ ଡିଏସପିଙ୍କ ବଦଳି ହୋଇଛି। ବଦଳି ହୋଇଥିବା ଡିଏସପି ହେଉଛନ୍ତି ସଞ୍ଜୟ କୁମାର ମହାପାତ୍ର, ବିମଳକାନ୍ତ ନାୟକ, ଆଦିତ୍ୟ ସେନ, ଆକାଶ ଚନ୍ଦ୍ର ସାହୁ, ଦୀପକ କୁମାର ଗୋଛାୟତ, ଇନ୍ଦୁରେଖା ପଶ୍ଚିମକବାଟ, ସୌରଭ ଓଟା, ଶଶାଙ୍କ ଶେଖର ବେଉରା, ଶାନ୍ତ ନୂତନ ସମାଡ, ଅସୀମ କୁମାର ପଣ୍ଡା, ଗୋପାଳ କୃଷ୍ଣ ବେହେରା, ସାର୍ଥକ ରାୟ, ରିତେଶ କୁମାର ମହାପାଟ୍ର, ଦିଲୀପ କୁମାର ନାୟକ, ସୁନିଲ କୁମାର ନନ୍ଦ, ଅମୂଲ୍ୟ କୁମାର ଧର, ସୁଧାକର ସାହୁ, ବିଜୟ କୁମାର ନନ୍ଦ, ହେରେଶ ଚନ୍ଦ୍ର ପାଣ୍ଡେ, ଅଶୋକ କୁମାର ଦାଶ, ଧୀରେନ୍ଦ୍ର କୁମାର ସ୍ୱାଇଁ, ଅନୁପ କୁମାର କାନୁନଗୋ, ମନୋଜ କୁମାର ରାଉତ, ସତ୍ୟଜିତ ମିଶ୍ର, ରବୀନ୍ଦ୍ର ନାଥ ଶତପଥି। ବଦଳି ନିର୍ଦେଶ ପୁଲିସ ମୁଖ୍ୟାଳୟ ପକ୍ଷରୁ ଆଜି ସନ୍ଧ୍ୟାରେ ଜାରି କରାଯାଇଛି।

ସମ୍ବନ୍ଧିତ ଖବର