ବିଜେଡିର ୩୩ ସାଂଗଠନିକ ଜିଲ୍ଲାରେ ନବନିଯୁକ୍ତ ସଭାପତି

କେଉଁ ଜିଲ୍ଲାରେ କିଏ

ଅନୁଗୁଳ – ମହେନ୍ଦ୍ର ବସ୍ତିଆ
ବାଲେଶ୍ୱର – ରବୀନ୍ଦ୍ର କୁମାର ଜେନା
ବରଗଡ଼ – ବିଜୟ ରଂଜନ ସିଂହ ବରିହା
ଭଦ୍ରକ- ଜଗନ୍ନାଥ ସ୍ୱାଇଁ
ଭୁବନେଶ୍ବର – ଅନନ୍ତ ନାରାୟଣ ଜେନା
ବଲାଙ୍ଗୀର – ଟୁକୁନି ସାହୁ
ବୌଦ୍ଧ – ମହିଧର ରଣା
କଟକ – ଦେବାଶିଷ ସାମନ୍ତରାୟ
ଦେବଗଡ଼ – ରୋମାଞ୍ଚ ରଂଜନ ବିଶ୍ୱାଳ
ଢେଙ୍କାନାଳ – ପ୍ରଫୁଲ୍ଲ ମଲ୍ଲିକ
ଗଜପତି – ପ୍ରଦୀପ ନାୟକ
ଗଞ୍ଜାମ – ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ
ଜଗତସିଂହପୁର – ପ୍ରଶାନ୍ତ ମୁଦୁଲି
ଯାଜପୁର – ସରୋଜ ମହାପାତ୍ର
ଝାରସୁଗୁଡ଼ା – କିଶୋର ମହାନ୍ତି
କଳାହାଣ୍ଡି – ପୁଷ୍ପେନ୍ଦ୍ର ସିଂହଦେଓ
କନ୍ଧମାଳ – ସରୋଜ କର୍ଣ୍ଣ
କେନ୍ଦ୍ରାପଡ଼ା – ଉତ୍କଳ କେଶରୀ ପରିଡ଼ା
କେନ୍ଦୁଝର – ମାଧବ ସର୍ଦ୍ଦାର
ଖୋର୍ଦ୍ଧା – ବିଭୂତି ଭୂଷଣ ବଳବନ୍ତରାୟ
କୋରାପୁଟ – ଈଶ୍ୱର ପାଣିଗ୍ରାହୀ
ମାଲକାନଗିରି – ପୂର୍ଣ୍ଣଚନ୍ଦ୍ର ବାକା
ମୟୂରଭଞ୍ଜ – ସୁଦାମ ମାରାଣ୍ଡି
ମୟୂରଭଞ୍ଜ ସଦର – କାଶୀନାଥ ହେମ୍ବ୍ରମ
ନବରଙ୍ଗପୁର – ରମେଶ ମାଝୀ
ନୟାଗଡ଼ – ରମେଶ ବେହେରା
ନୂଆପଡ଼ା – ମନୋଜ ମିଶ୍ର
ପୁରୀ – ମହେଶ୍ୱର ମହାନ୍ତି
ରାୟଗଡ଼ା – ସୁଧୀର ଦାସ
ରାଉରକେଲା – ସାରଦା ପ୍ରସାଦ ନାୟକ
ସମ୍ବଲପୁର – ସିଦ୍ଧାର୍ଥ ଦାସ
ସୁବର୍ଣ୍ଣପୁର – ସରୋଜ କମ୍ପ
ସୁନ୍ଦରଗଡ଼ – ବିନୟ ଟପ୍ପୋ

ସମ୍ବନ୍ଧିତ ଖବର