ଭୁବନେଶ୍ୱର: ଡକାୟତି ଯୋଜନା ବିଫଳ: ୨ ଗିରଫ, ୨ ଫେରାର

ଭୁବନେଶ୍ୱର: ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ୨ ଜଣ ଡକାୟତକୁ ଖଣ୍ଡଗିରି ପୁଲିସ ରବିବାର ସନ୍ଧ୍ୟାରେ ଗିରଫ କରିଛି। ସୂଚନା ଅନୁସାରେ ଘାଟିକିଆ ଅଞ୍ଚଳରୁ ଡକାୟତମାନେ ଗିରଫ ହୋଇଛନ୍ତି। ଘଟଣାସ୍ଥଳରୁ ଅନ୍ୟ ୨ ଜଣ ଡକାୟତ ଫେରାର ହୋଇ ଯାଇଥିବା ବେଳେ ୪ଟି ଅଫୁଟା ବୋମା ଓ ମାରଣାସ୍ତ୍ର ଜବତ ହୋଇଛି।

ସମ୍ବନ୍ଧିତ ଖବର